Home

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ଦାବିରେ ଅନଶନ

ଦେବଗଡ଼,୨୭ା୫(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସହ ୫ ଦଫା ଦାବିରେ ଶୁକ୍ରବାର ସକାଳୁ ପୌର ପରିଷଦ ସମ୍ମୁଖରେ ପୌର ପରିଷଦର ୭ କାଉନସିଲର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଅନଶନ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳୁ…

ବିବାହର ୨୫ ବର୍ଷ ପରେ ଫେସ୍‌ବୁକ୍‌ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଓ୍ବାର୍କଶପ୍‌ ମାଲିକ ମୋଇନୁଦ୍ଦିନ କ୍ୟୁରେଶୀ ହତ୍ୟା ମାମଲାରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ, ବରଂ ତାଙ୍କ ସ୍ତ୍ରୀଙ୍କ ହାତ ଥିବା ଜଣାପଡିଛି। କୁରେଶୀଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ…

କୂଅରେ ପଡ଼ିଛି ହାତୀଛୁଆ, ଉଦ୍ଧାର କାର୍ଯ୍ୟ ଜାରି

ରାଇକିଆ,୨୭ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜର ପଳାଶପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଗୁରୁବାର ରାତିରୁ ଏକ ୪/୫ ବର୍ଷ ର ହାତୀଛୁଆ ଖସି ପଡ଼ିଛି। ଏହି ଅଞ୍ଚଳରେ ହାତୀପଲଙ୍କର ନିୟମିତ ଚଳପ୍ରଚଳ ରହିଛି। କାଲି ସନ୍ଧ୍ୟାରୁ ହାତୀପଲ…

ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ସପ୍ତାହ ବିତି ଯାଇଛି। ହେଲେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଧାନ ମଣ୍ଡିଗୁଡ଼ିକ ମିଲର୍ସଙ୍କ ମର୍ଜିରେ ଚାଲିଛି। କଟ୍‌ନିଛଟ୍‌ନି ନ ହେଲେ ଧାନ ଉଠାଇବାକୁ ସିଧାସଳଖ ମିଲର୍ସଙ୍କ ଏଜେଣ୍ଟମାନେ…

ଫସଲ ବୀମା ପ୍ରଦାନରେ ବିଳମ୍ବ, ରାଜପଥକୁ ଓହ୍ଲାଇଲେ ଚାଷୀ

ସୋହେଲା,୨୭ା୫(ଡି.ଏନ୍‌.ଏ.): ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଚାଷୀମାନେ ବୀମା କମ୍ପାନୀ ଏବଂ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳି ନାହିଁ। ଏହାର ପ୍ରତିବାଦରେ ବରଗଡ଼…

ରୁଷିଆ ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପାଶ୍ଚାତ୍ୟ ଦେଶଗୁଡିକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ

କିଭ୍‌,୨୭।୫: ଗତ ୯୩ ଦିନ ଧରି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପାଶ୍ଚାତ୍ୟ ଦେଶକୁ ନିବେଦନ…

ଆଜି ବର୍ଷାଙ୍କ ଆବେଦନ ଶୁଣାଣି

କଟକ ଅଫିସ,୨୭ା୫: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାଦ ତୁଟୁନି। ଶୁକ୍ରବାର ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ସୋସିଆଲ ମିଡିଆରେ ବର୍ଷାଙ୍କ ସମ୍ମାନ ହାନି ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବର୍ଷା। ସୂଚନାଯୋଗ୍ୟ, ପୁରୀଘାଟ ଥାନାରେ…

ଚିଲିକା ମଝିରେ ପୁଣି ଅଟକିଲା ଡଙ୍ଗା

ପୁରୀ ଅଫିସ,୨୭ା୫: ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର ସକାଳେ ଏକ ଦେଶୀ ଡଙ୍ଗା ଚିଲିକା ମଝିରେ ଅଟକିଛି। ଡଙ୍ଗାଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। କିଛି ବାଟ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ…

ଟୁଇଟର୍‌କୁ ୧୫୦ କୋଟି ଡଲାର୍‌ ଜୋରିମନା

ନ୍ୟୁୟର୍କ,୨୭।୫: ଟୁଇଟର୍‌ ପୁଣି ଥରେ ବିବାଦ ଭିତରକୁ ଆସିଛି। ବିଗତ ଛଅ ବର୍ଷ ମଧ୍ୟରେ ୟୁଜର୍ସଙ୍କ ତଥ୍ୟକୁ ଗୋପନୀୟ ରଖି ନ ଥିବାରୁ ଟୁଇଟର୍‌କୁ ୧୫୦ କୋଟି ଡଲାର୍‌ ଜୋରିମନା ଦେବାକୁ ପଡିବ। ଏହା ସହିତ ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷା ଦେବା…

ଆଜି ରାଜ୍ୟରୁ ୯ ପଜିଟିଭ୍‌ ଚିହ୍ନଟ, ୧୨,୮୮,୪୧୦ରେ ପହଞ୍ଚିଲାଣି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫ ଜଣ ଚିହ୍ନଟ ହୋଇଥିବା…

ଆଜି ଦେଶରେ ୨,୬୨୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ଦୁଇ ହଜାରେ ତଳେ ଉପରେ ରହୁଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୨୮…

ବିପଦସଙ୍କୁଳ ସେବା ସମବାୟ ସମିତି କାର୍ଯ୍ୟାଳୟ

ଖଣ୍ଡପଡ଼ା,୨୭ା୫(ସ୍ବ.ପ୍ର.): ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏ ବାବଦରେ ଅନେକ କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ ବହୁଦିନରୁ ଏକ ଭଙ୍ଗା ଦଦରା, ବିପଦଶଙ୍କୁଳ ଗୃହରେ ଚାଲିଛି ସେବା ସମବାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri