ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଦେଖିବାକୁ ଯାଇଥିଲେ, ୨ ମହିଳା ପାଲଟିଲେ ଶବ
ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଅନୁଗୋଳ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ମହିଳା ଯାତ୍ରୀଙ୍କର ମୃତ୍ୟୁ…
ଭାଜପାର ମିଶନ ଦକ୍ଷିଣ ଭାରତ, ୫ ରାଜ୍ୟ ଉପରେ ଲକ୍ଷ୍ୟ…
ନୂଆଦିଲ୍ଲୀ, ୩୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଭାଜପା ସାରା ଦେଶରେ ମେଗା ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅପରପକ୍ଷରେ ଏହାର ମିଶନ ବିସ୍ତାରରେ ମଧ୍ୟ ବ୍ୟସ୍ତ ରହିଛି। ରାଜନୈତିକ…
ଆଇପିଏଲ୍ ଟ୍ରଫି ହାରିବା ସତ୍ତ୍ୱେ ଇତିହାସ ରଚିଲେ ଏହି ବୋଲର୍
ଅହମ୍ମଦାବାଦ୍,୩୦।୫: ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସ ପାଇଁ ଆଦୌ ଭଲ ନ ଥିଲା। ରାଜସ୍ଥାନର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ ହୋଇଥିଲେ। ଯଦିଓ ଦଳ ଚଳିତ ସିଜନରେ ଆଇପିଏଲ ଟାଇଟଲ ଜିତି ନ ଥିଲା, ଅନେକ…
ବିଶ୍ୱର ସବୁଠୁ ବଡ଼ ହ୍ବିସ୍କି ବୋତଲ ନିଲାମ: ଦାମ୍ ରହିଛି…
ବିଶ୍ୱର ସବୁଠୁ ବଡ଼ ହ୍ବିସ୍କି ବୋତଲ ନିଲାମ ହୋଇଛି। ଏହି ବୋତଲଟି ୫ ଫୁଟ ଏବଂ ୧୧ ଇଞ୍ଚ ଲମ୍ବ ଏବଂ ଏଥିରେ ୩୧୧ ଲିଟର ହ୍ବିସ୍କି ଭର୍ତ୍ତି ହୋଇଛି। ଏହି ବୋତଲକୁ ଅନଲାଇନ ନିଲାମ କରାଯାଇଥିଲା। ପ୍ରାୟ ୧.୪ ମିଲିୟନ…
ସରିଲା ଆଇପିଏଲ୍: କାହାକୁ ମିଳିଲା କେତେ ପୁରସ୍କାର ରାଶି ଜାଣନ୍ତୁ
ଅହମ୍ମଦାବାଦ୍,୩୦।୫: ଆଇପିଏଲ୍ ୨୦୨୨ ଶେଷ ହୋଇଛି। ଟାଇଟଲ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ…
ବ୍ୟାପୁଛି ଘାତକ ସଂକ୍ରାମକ ରୋଗ, ଜ୍ୱର ପରେ ନାକରୁ ବୋହୁଛି ରକ୍ତ…
ବାଗଦାଦ୍, ୩୦।୫ : ସମ୍ପ୍ରତି ମଧ୍ୟ-ପୂର୍ବ ଏସୀୟ ଦେଶ ଇରାକରେ ଏକ ନୂତନ ପ୍ରକାରର ରୋଗ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ଏଥିରେ ରୋଗୀରେ ଜ୍ୱର ହେବା ସହିତ ନାକରୁ ରକ୍ତ ବାହାରୁଛି। ନାକ ଦେଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଆକ୍ରାନ୍ତଙ୍କ…
ଉତ୍ତର କୋରିଆରୁ ହଟିଲା ଲକ୍ଡାଉନ୍
ପ୍ୟୋଙ୍ଗ୍ୟାଙ୍ଗ,୩୦ା୫: ଉତ୍ତର କୋରିଆରେ ସପ୍ତାହ ପୂର୍ବରୁ ରାଜଧାନୀ ପ୍ୟୋଙ୍ଗ୍ୟାଙ୍ଗ୍ରେ ହୋଇଥିବା ଲକ୍ଡାଉନ୍ ହଟାଇ ଦିଆଯାଇଛି। କରୋନା ମହାମାରୀ ସ୍ଥିତି ସ୍ବାଭାବିକ ହେବାରୁ ଶାସକ କିମ-ଜୋଙ୍ଗ-ଉନ ଏହି ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିବାରୁ ଦେଶବ୍ୟାପୀ ଲକ୍ଡାଉନ୍…
ଦୁର୍ଘଟଣା ସ୍ଥଳର ସନ୍ଧାନ ମିଳିଲା, ଚିହ୍ନି ହେଉନି ମୃତଦେହ…
କାଠମାଣ୍ଡୁ, ୩୦।୫ : ନେପାଳର ସେନା ମୁସ୍ତାଙ୍ଗ ଜିଲାରେ ତାରା ଏୟାରଲାଇନ୍ସର ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସମ୍ପର୍କରେ ସୂଚନା ପାଇଛି। ସେନାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ବ୍ରିଗେଡିୟର୍ ନାରାୟଣ ସିଲୱାଲ କହିଛନ୍ତି ଯେ ସେନା ଏବଂ ଉଦ୍ଧାରକାରୀ ଦଳର କର୍ମଚାରୀମାନେ…
ଖସିଲା କରୋନା ଗ୍ରାଫ୍: ଆଜି ୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସୋମବାର ରାଜ୍ୟରୁ ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪ ଜଣ ଚିହ୍ନଟ ହୋଇଥିବା…
ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୩୦।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
ଗଜପତିଙ୍କର ଗୁଣ୍ଠୁଣୀହାତୀ ସୁଦେହିକା ପ୍ରତି ସମ୍ମାନବୋଧ
ଆମେ ମନ୍ଦିର ନିର୍ମାଣବେଳେ ଶଗଡ଼/ଶଗଡ଼ି ବ୍ୟବହାରର କେତେକ ପ୍ରସଙ୍ଗ ଆଲୋଚନା କଲେ। ଭୁବନେଶ୍ୱରରୁ ଶିଳ୍ପୀମାନେ ଶଗଡ଼ରେ ଯିବାଆସିବା କରିବାର ପ୍ରମାଣ ବି ଉଲ୍ଲେଖ ରହିଛି। ଦାମୋଦର ଜେନା ସେମାନଙ୍କ ନବାଆଣିବା ଦାୟିତ୍ୱରେ ଥିଲେ। ସେହିପରି ହାତୀମାନେ ମଧ୍ୟ ଗମନାଗମନ ପାଇଁ ଯେତିକି…
ଆମେରିକା କଟକଣାକୁ ଅଣଦେଖା, ରୁଷିଆ ସହିତ ସର୍ବିୟାର ବୃହତ୍ ଚୁକ୍ତି…
ମସ୍କୋ/ ବେଲଗ୍ରେଡ, ୩୦।୫ : ୟୁରୋପୀୟ ୟୁନିଅନ ଏବଂ ଆମେରିକା ଦ୍ୱାରା ରୁଷିଆ ବିରୋଧରେ ଉପରେ ଲାଗୁ କରାଯାଇଥିବା କଟକଣାକୁ ଅଣଦେଖାକରି ସର୍ବିଆ ରୁଷିଆ ସହିତ ୩ ବର୍ଷ ପାଇଁ ଏକ ପ୍ରମୁଖ ଗ୍ୟାସ ଚୁକ୍ତି ସ୍ବାକ୍ଷର କରିଛି। ସର୍ବିୟାର ରାଷ୍ଟ୍ରପତି…
Archives


