Home

ତାଲିମ୍‌ ପାଇଁ ଭାରତକୁ ସୈନ୍ୟ ପଠାଇବାକୁ ଚାହୁଁଛି ଆଫଗାନିସ୍ତାନ…

କାବୁଲ, ୪।୬ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସ୍ଥିତି ଅସ୍ଥିର ଏବଂ ଦୁର୍ବଳ ରହିଛି। ଆଫଗାନିସ୍ତାନକୁ କ୍ଷୁଧା ଏବଂ ରୋଗର ସଙ୍କଟରୁ ରକ୍ଷା କରିବା ପାଇଁ ଭାରତ କ୍ରମାଗତ ଭାବରେ ଗହମ, ଚିକିତ୍ସା ସହାୟତା ଏବଂ ଟିକା…

କଲମ୍ବୋକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ କଲା ରୁଷିଆ

ମସ୍କୋ,୪ା୬: ରୁଷିଆ ଏକ ବଡ଼ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷ ଏହାର ଏୟାରବସ A-୩୩୦ ବିମାନକୁ ଅଟକାଇବା ପରେ ଶନିବାର ରୁଷିଆର ଏରୋଫ୍ଲଟ୍‌ କଲମ୍ବୋକୁ ଏହାର ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରଖିଛି। ରୁଷିଆ କମ୍ପାନୀ ଏରୋଫ୍ଲଟ୍‌ ପକ୍ଷରୁ ପ୍ରକାଶିତ ଏକ…

ଏମ୍‌ପି ସତ୍ତ୍ୱେ ଆଇପିଏଲ୍‌ରେ କାହିଁକି କରୁଛନ୍ତି କାମ? ସମାଲୋଚକଙ୍କ ମୁହଁ ବନ୍ଦ କଲେ…

ନୂଆଦିଲ୍ଲୀ,୪।୬: ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ଏମ୍‌ପି ଗୌତମ ଗମ୍ଭୀର ଆଇପିଏଲ୍‌ରେ କମେଣ୍ଟ୍ରି କରୁଥିବା ନଜର ଆସିଥିଲେ। ଏହାକୁ ନେଇ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ଏମ୍‌ପି ହେବା ସତ୍ତ୍ୱେ ସେ କମେଣ୍ଟ୍ରି କରି ରୋଜଗାର କରୁଥିବା ଲୋକେ କହୁଥିଲେ। ଏବେ…

ଏଆର୍‌ ରେହମାନଙ୍କୁ ମୁଣ୍ଡିଆ ମାରିଲେ ହନି ସିଂ

ବମ୍ବେ: ଚଳିତ ବର୍ଷ ଆବୁଧାବିରେ ଆଇଫା ଆଓ୍ବାର୍ଡସ୍‌ର ଆୟୋଜନ କରାଯାଇଛି। ବଲିଉଡର ବହୁ ଆଗଧାଡ଼ିର କଳାକାରଙ୍କଠାରୁ ଆରମ୍ଭ କରି ଗାୟକମାନେ ଏହି ସମାରୋହରେ ଯୋଗ ଦେଇଛନ୍ତି। ବିଶେଷକରି ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂ ଭିନ୍ନ ଅବତାରରେ ନଜର ଆସିଛନ୍ତି।…

ବୁଷ୍ଟର ଡୋଜ୍‌ ପାଇଁ କୋର୍ବେଭାକ୍ସକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୪।୬ : ଭାରତରେ, ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ, ବାୟୋଲୋଜିକାଲ ଇ ଲିମିଟେଡର କରୋନା ଟିକା କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ପ୍ରଦାନ କରାଯାଇ ପାରିବ। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) କୋର୍ବେଭାକ୍ସ ଟିକାକ୍‌ର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୬(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଯୁବତୀଙ୍କୁ ଅପରହଣ, ହତ୍ୟା ଧମକ: ଅଭିଯୁକ୍ତ ଗିରଫ

ବଡ଼ବିଲ,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେଟ୍‌ବ୍ୟାଙ୍କ ନିକଟସ୍ଥ ଏକ ଜେରକ୍ସ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ଟଣାଓଟରା ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିବା ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ଜଣେ…

ବଢ଼ିଲା ପେଟ୍ରୋଲ ଦାମ୍‌, ଗଧରେ ବସି ଅଫିସ୍‌ ଆସିବାକୁ ଅନୁମତି ଲୋଡିଲେ କର୍ମଚାରୀ…

ଇସଲାମାବାଦ, ୪।୬ : ପାକିସ୍ତାନରେ ପେଟ୍ରୋଲର ଦାମ୍‌ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି ପ୍ରସଙ୍ଗରେ ପୂର୍ବତନ ଇମ୍ରାନ ଖାନ ସରକାରଙ୍କୁ ଘେରି ଶାହାବାଜ ସରିଫ ସରକାର କ୍ଷମତାକୁ ଆସିଥିଲେ। ବର୍ତ୍ତମାନ ସମାନ ପ୍ରସଙ୍ଗ ତାଙ୍କ ସାମ୍ନାରେ…

ଛାଡ଼ି ଯାଅ ନାହିଁ ଜମ୍ମୁ-କଶ୍ମୀର, ଆମେ ସବୁ ଅଛୁ ସାଥିରେ, କଶ୍ମୀର ପଣ୍ଡିତଙ୍କୁ ମୁସଲମାନଙ୍କ ଅନୁରୋଧ…

ଶ୍ରୀନଗର, ୪।୬ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତଙ୍କ ସମେତ ଅଣ-ମୁସଲମାନ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଉପତ୍ୟକାରେ ହିଂସା ବୃଦ୍ଧି ପାଉଥିବାରୁ ଲୋକଙ୍କ ତଥା ସରକାରଙ୍କ ଚିନ୍ତା ବ ଢ଼ିଚାଲିଛି। ଜମ୍ମୁ-କଶ୍ମୀରରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ…

ଟୁଇଟରର ସର୍ଚ୍ଚ ସବସ୍କ୍ରାଇବ୍‌ ଫିଚର ଟେଷ୍ଟିଂ, ସର୍ଚ୍ଚ ଟର୍ମ ପାଇଁ ଆସିବ ନୋଟିଫିକେଶନ…

ନୂଆଦିଲ୍ଲୀ, ୪।୬ : ଟୁଇଟର ଏହାର ଉପଭୋକ୍ତାମାନଙ୍କ ପାଇଁ ସର୍ଚ୍ଚ ସବସ୍କ୍ରାଇବ ନାମକ ଏକ ନୂତନ ଫିଚର ଉପରେ କାମ କରୁଛି । ଏହି ବୈଶିଷ୍ଟ୍ୟ ଏକ ନିର୍ଦ୍ଦିଷ୍ଟ ସନ୍ଧାନ ଶବ୍ଦ ସହିତ ମେଳ ଖାଉଥିବା ନୂତନ ଟୁଇଟ ପାଇଁ ଉପଭୋକ୍ତାମାନଙ୍କୁ…

ହଜାରେକୁ କାହିଁକି ଲେଖାଯାଏ ଇଂରାଜୀ ‘k’, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଲେଖା

ମାନବ ସଭ୍ୟତାର ଆରମ୍ଭରୁ, ମଣିଷମାନେ ପ୍ରତିଦିନ କିଛି ନୂଆ ନୂଆ କଥା ଶିଖନ୍ତି। ଏହି ନୂତନ ଶିକ୍ଷଣରେ, ଚାରିପାଖରେ ଥିବା ଜିନିଷ ଦ୍ୱାରା ପ୍ରଭାବିତ ହୁଅନ୍ତି। ମଣିଷମାନେ ଅନ୍ୟମାନଙ୍କଠାରୁ ବହୁତ କିଛି ଶିଖନ୍ତି। ବେଳେବେଳେ ଏମିତି କିଛି ଥାଏ, ଯାହାକୁ ଆମେ…

ମାଓବାଦୀ ଗଡ଼ରେ ସଡ଼କ ନିର୍ମାଣ, ଖୁସିରେ ନାଚୁଛନ୍ତି ଛୋଟପିଲା, ସୋସିଆଲ ମିଡ଼ିଆରେ ଭାଇରାଲ…

ବସ୍ତର, ୪।୬ : ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଅନେକ ଥର ଟେଣ୍ଡର ନେବା ପରେ ମଧ୍ୟ କଣ୍ଟ୍ରାକ୍ଟରମାନେ ମିଳନ୍ତି ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri