ନିଜ ଠାରୁ ୧୪ ବର୍ଷ ସାନ ମୀରାଙ୍କୁ ବିବାହ ଏମିତି ସମ୍ଭାଳି ଥିଲେ ଶାହିଦ

ଅଭିନେତା ଶାହିଦ କପୁର ନିକଟରେ କରଣ ଜୋହରଙ୍କ ଶୋ’ କଫି ଓ୍ବିଥ୍‌ କରଣରେ କିଆରା ଆଡଭାନୀଙ୍କ ସହ ନଜର ଆସିଥିଲେ। ଏଠାରେ ଉଭୟ ସେଲିବ୍ରିଟି ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହୋଇଥିଲେ। କରଣ ଜୋହର ଶାହିଦଙ୍କ ସ୍ତ୍ରୀ ମୀରା ରାଜପୁତଙ୍କୁ ପ୍ରଶଂସା କରି କହିଥିଲେ ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ସେତିକି ସମର୍ଥନ କରିଛନ୍ତି କି ଯେତିକି ତାଙ୍କୁ ଆବଶ୍ୟକ।
ଏହାର ଜବାବରେ ଶାହିଦ କହିଛନ୍ତି, ଯେତେବେଳେ ଆମେ ବିବାହ କଲୁ, ମୋର ବୟସ ୩୪ ଥିଲା ଏବଂ ତାଙ୍କୁ ୨୦ ବର୍ଷ ହୋଇଥିଲା। ତେଣୁ ତାଙ୍କୁ ଛୋଟ ପିଲା ପରି ଯତ୍ନ ନେବା ଆବଶ୍ୟକ ଥିଲା। ସେ ତାଙ୍କ ଜୀବନରେ ସବୁକିଛି ଛାଡି ମୁମ୍ବାଇ ଆସିଥିଲେ। ଖୁବ୍‌ କମ ସମୟରେ ଆମେ ପରସ୍ପରକୁ ବୁଝିପାରିଥିଲୁ। ଏବେ ସବୁକିଛି ଠିକ୍‌ଠାକ୍‌ ଚାଲିଛି।
ୱାର୍କ ଫ୍ରଣ୍ଟରେ ଶାହିଦଙ୍କୁ ଅଲି ଅବ୍ବାସ ଜାଫରଙ୍କ ଆଗାମୀ ଆକ୍ସନ ଫିଲ୍ମରେ ଦେଖିବାକୁ ମିଳିବ। ସେହିପରି କିଆରା ଆଡଭାନି ଗୋବିନ୍ଦା ନାମ ମେରା ଫିଲ୍ମରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ୍‌ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ...

‘ପଠାନ’ର ସଫଳତା ପରେ ନୂଆ କାର୍‌ କିଣିଲେ ଶାହରୁଖ, ମୂଲ୍ୟ ଜାଣିଲେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚାରେ...

ବିବାହର ଠିକ୍‌ ପୂର୍ବରୁ ଭାଙ୍ଗିଥିଲେ ନିର୍ବନ୍ଧ ! ବିବାଦ ଭିତରେ ‘ଭାବି ଜି ଘର ପେ ହୈ’ ଶୋ’ ଛାଡ଼ିଥିଲେ ଏହି ଅଭିନେତ୍ରୀ

ବମ୍ବେ: ‘ଭାବି ଜି ଘର ପେ ହେ’ ଶୋ’ରେ ଅଙ୍ଗୁରୀ ଭାବି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ।...

ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ ଶ୍ରୀଦେବୀ, ଐଶ୍ୱର୍ଯ୍ୟା

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରେ ଅନ୍ୟତମ ସନି ଦେଓଲ। ସନ୍ନିଙ୍କୁ ତାଙ୍କ ସମୟର ସବୁଠାରୁ ସଫଳ ଏବଂ ହିଟ୍‌ ହିରୋଙ୍କ ତାଲିକାରେ ଗଣନା କରାଯାଏ। ସେ...

ଝିଅ ମାଳତି ସହ ଆନିମଲ ପାର୍କରେ ଏଞ୍ଜୟ କରୁଛନ୍ତି ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ସିଙ୍ଗର ନିକ ଜୋନାସ ତାଙ୍କ ଝିଅ ମାଳତି ମେରିଙ୍କର ଭଳ ମାତାପିତା। ଗତବର୍ଷ ଜାନୁୟାରୀରେ...

ଗାଧୋଇବାକୁ ଭଲ ପାଆନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରତ୍ୟେକ ସମ୍ପର୍କ ପାଇଁ ସେ ଏକ ଭଲ ଉଦାହରଣ।...

ସଲମାନ୍‌ଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ କ୍ୟାଟ୍ରିନା

ସଲମାନ୍‌ ଖାନ୍‌ – କ୍ୟାଟ୍ରିନା କୈଫ୍‌ଙ୍କ ରିଲେସନ୍‌ଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ।  ପ୍ରଥମ ଥର ପାଇଁ ଫିଲ୍ମ ‘ମୈନେ ପ୍ୟାର୍‌ କ୍ୟୁଁ କିୟା’ରେ ଏକାଠି...

ପିଭି ସିନ୍ଧୁଙ୍କ ସହ ଡିନର କଲେ ‘ଦୀପବୀର’

ମୁମ୍ବାଇ: ଟୋକିଓ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହିତ ବଲିଉଡ୍‌ ଷ୍ଟାର ରଣବୀର ସିଂ ଓ ଦୀପିକା ପାଦୁକୋଣଙ୍କ ସହ ଶନିବାର ଏକ...

Advertisement
Archives

Model This Week