Posted inଜାତୀୟ

ସୋନାଲୀଙ୍କ ମତ୍ୟୁ ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: କ୍ଲବ ମାଲିକ ଗିରଫ

ପଣଜୀ,୨୭।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୋଲିସ ଗୋଆର କର୍ଲିସ୍‌ କ୍ଲବର ମାଲିକଙ୍କୁ ଗିରଫ କରିଛି। ଏଥିସହ ପୋଲିସ ଶୌଚାଳୟରୁ ଡ୍ରଗ୍ସ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ଫୋଗାଟଙ୍କ ପିଏ ସୁଧୀର ସାଙ୍ଗଓ୍ବାନ, ସୁଖବିନ୍ଦର ସିଂହ, କର୍ଲି କ୍ଲବର ମାଲିକ ଏବଂ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ସମ୍ପତ୍ତି ବିକ୍ରି କରୁଛନ୍ତି ମୋଦି ସରକାର

ଲକ୍ଷ୍ନୌ, ୧୦।୯: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ,...

ପଶ୍ଚିମବଙ୍ଗ ପହଞ୍ଚିଲେ ଶାହା: ଟିଏମ୍‌ସିକୁ ଲାଗିପାରେ ଶକ୍ତ ଧକ୍କା

କୋଲକାତା,୧୯ ।୧୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସତିକି ସରଗରମ ହେବାରେ...

ଭୋଟ ଦେବାକୁ ମେଘାଳୟ-ନାଗାଲାଣ୍ଡ ଜନସାଧାରଣଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୭।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଘାଳୟ ଏବଂ ନାଗାଲାଣ୍ଡର ଜନସାଧରଣଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି,...

‘ଭାରତକୁ ତାଲିବାନ୍‌ ହେବାକୁ ଦିଆଯିବନି’

ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍‌ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍‌ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ...

ଭୂପେଶ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯ା୧୦: ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୂପେଶ ବଘେଲ। ସରକାର ବିରୋଧୀ ହାଓ୍ବାକୁ ନେଇ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ...

ଚଳନ୍ତା ବସ୍‌ ଉପରେ ରାଗ ଶୁଝାଇଲା ହାତୀ, ଭାଙ୍ଗିଲା ଝରକା; ଆଉ ତା’ ପରେ…

ଚେନ୍ନାଇ,୨୯ା୯: ଏକ ହାତୀ ଯେ, ରାଗିଲେ କ’ଣ ସବୁ କ୍ଷତି ଘଟାଇପାରେ ତାହାର ଝଲକ ଦେଖିବାକୁ ମିଳିଛି ଏକ ଭିଡିଓରେ। ସୋସିଆଲ ମିଡିଆରେ ଏହି ଭିଡିଓଟି...

ଭାରତ ମହାସାଗରରେ ଚଳିତ ବର୍ଷ ସୃଷ୍ଟି ହୋଇଛି ୧୧ ସାମୁଦ୍ରିକ ଝଡ଼: ଭାଙ୍ଗିଛି ୧୨୫ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଚଳିତ ବର୍ଷ ଭାରତ ମହାସାଗରରେ ୧୧ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି। ବଙ୍ଗୋପ ସାଗରଠାରୁ ଆରମ୍ଭ କରି ଆଣ୍ଡାମାନ ସାଗର ମଧ୍ୟରେ ଏସବୁ ଝଡ଼...

ସୀମାରେ ଖଣି ମାଫିଆ ଭୟ: ଖୋଳା ଯାଉଛି ସୁଡ଼ଙ୍ଗ

ଯୋଧପୁର, ୧୫।୯: ସୀମାରେ ଭାରତ ପାଇଁ ଚାଇନା ପାକିସ୍ତାନର ବିପଦ ରହିଛି। ତେବେ ଏହାଠାରୁ ଅଧିକ ବପଦ ସୃଷ୍ଟି କରୁଛନ୍ତି ଖଣି ମାଫିଆମାନେ। ରାଜସ୍ଥାନର ଭାରତ...

Advertisement
Archives

Model This Week