Home

ଏ ପ୍ରେମ ମୋ ଦ୍ୱାରା ହେବ ନାହିଁ, କାହିଁକି ଏମିତି କହିଲେ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀ

କୋଲକତା,୧।୮:ଭାରତୀୟ କ୍ରିକେଟର୍‌ ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାଁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡିଓରେ ସେ କହିଛନ୍ତି,…

ଦୁଃଖୀ ଅଛନ୍ତି ଅମିର

ବଲିଉଡ ଅଭିନେତା ଅମିର ଖାଁ ପ୍ରାୟ ଚାରି ବର୍ଷ ପରେ ‘ଲାଲ ସିଂ ଚଢା’ ସହିତ ବଡ ପରଦାକୁ ଫେରୁଛନ୍ତି। ଅଦୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ଫିଲ୍ମ…

ମୁଖ୍ୟମନ୍ତ୍ରୀ ପିନ୍ଧନ୍ତୁ ଶାଢ଼ି-ବ୍ଳାଉଜ…

ଥିରୁଭାନନ୍ତପୁରମ୍‌,୧।୮ : କେରଳ ସ୍କୁଲରେ ଲିଙ୍ଗଗତ ପରିଚୟ ଲୁଚାଇବା ପାଇଁ ବିବାଦ ବଢ଼ିବାରେ ଲାଗିଛି। ଏନେଇ ଇଣ୍ଡିଆନ ମୁସଲିମ୍‌ ଲିଗ୍‌ର ବିଧାୟକ ଏମ୍‌ .କେ.ମୁନିର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଶାଢ଼ି-ବ୍ଳାଉଜ ପିନ୍ଧନ୍ତୁ। ବିଧାୟକ ମୁନିର ରବିବାର ଅଭିଯୋଗ କରିଥିଲେ…

‘ବିବାହ ପରେ ଖୁସିଖବର ପାଇଁ ୧୫ ଦିନ ଛୁଟି ଦିଅନ୍ତୁ’

ଲକ୍ଷ୍ନୌ,୧।୮: କାର୍ଯ୍ୟ ଚାପ, ପରିବାରଠାରୁ ଦୂରତା କିମ୍ବା ଅନ୍ୟାନ୍ୟ କାରଣ ପାଇଁ ନିହାତି କାର୍ଯ୍ୟ କ୍ଷେତ୍ରରୁ ଛୁଟି ନେବା ଆବଶ୍ୟକ ପଡିଥାଏ। ଆଜିକାଲି ପୋଲିସ ବିଭାଗରେ ଛୁଟି ନ ମିଳିବାକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଛୁଟି ପାଇଁ କର୍ମଚାରୀମାନେ…

ମଦ ମାଫିଆଙ୍କ ବିରୋଧରେ ଅଭିଯାନ,ମାଓବାଦୀ ପ୍ରବଣ ଅଞ୍ଚଳରେ ବାଇକ୍‌ରେ ଚଢ଼ାଇ କରୁଛନ୍ତି ମନ୍ତ୍ରୀ…

ରାଞ୍ଚି,୧।୮ : ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ମଦ ମାଫିଆଙ୍କ ବିରୋଧରେ ଅଭିଯାନ ଜାରି ରହିଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟ ଅବକାରୀ ମନ୍ତ୍ରୀ ଜଗନ୍ନାଥ ମହାତୋ ସ୍ବତନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ନିଜେ ବାଇକରେ…

ଶିମିଳିପାଳରେ କଳାବାଘ, ଭିଡିଓ ଭାଇରାଲ

ବାରିପଦା ଅଫିସ,୧ା୮: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୬ ସେକେଣ୍ଡର ଏହି ଭିଡିଓରେ କଳା ବାଘଟି ଏକ ଗଛ ଉପରକୁ ଚଢ଼ୁଥିବାର ଦେଖିବାକୁ…

ସବୁଦିନ ସକାଳେ ବାଜୁଥିବା ପେଁକାଳି ଏବେ  ବନ୍ଦ, ସଞ୍ଜୟଙ୍କୁ ଶିନ୍ଦେଙ୍କ କଟାକ୍ଷ…

ମୁମ୍ବାଇ,୧।୮ : ଶିବସେଦା ଏମ୍‌ପି ସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କଟାକ୍ଷ କରିଛନ୍ତି। ତାଙ୍କୁ ଶିନ୍ଦେ ପେଁକାଳି ବୋଲି କହିଛନ୍ତି। ଶିନ୍ଦେ ସୋମବାର କହିଛନ୍ତି ସବୁଦିନ ସକାଳ ୮ରେ ବାଜୁଥିବା ପେଁକାଳି ଏବେ ବନ୍ଦ ହୋଇ ଯାଇଛି।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର,୧ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ବିଶ୍ୱପ୍ରସିଦ୍ଧ ଭିତରକନିକା ସୋମବାର ଖୋଲିଛି। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧, ଏହି ୩ ମାସ ପାଇଁ ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ…

ଏଏପି କାଉନ୍‌ସିଲରଙ୍କୁ ହତ୍ୟା

ଚଣ୍ଡିଗଡ,୧।୮: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କାଉନ୍‌ସିଲର ମହମ୍ମଦ ଆକବରଙ୍କୁ ହତ୍ୟା କରାଯାଇଛି। ସେ ଜିମ୍‌ରେ ଥିବାବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ। ଘଟଣା ପରେ ବାଇକରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୂଚନାଯୋଗ୍ୟ,ପଞ୍ଜାବର ମାଲେରକୋଟଲା…

ସିବିଆଇ ଯାଞ୍ଚ୍‌ ୯ ରାଜ୍ୟରେ ବ୍ୟାନ୍‌, ଇଡ଼ିକୁ ସଶକ୍ତ କରିଛନ୍ତି କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୧।୮ : ଭାଜପା ନେତୃତ୍ୱାଧିନ ଏନଡ଼ିଏର ଶାସନ କାଳରେ ଅଧିକାଂଶ ଅନୁସନ୍ଧାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଉଛି। ଏହା ପୂର୍ବରୁ ସିବିଆଇକୁ ତଦନ୍ତ ଏସବୁ ମାମଲାରେ କିମ୍ବା ବଡ ସ୍କାମରେ ଦେଖାଯାଉଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶାସନ…

ଶ୍ରୀଲଙ୍କା ଭଳି ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିଯିବେ ଲୋକ:ଓୱାଇସି

ନୂଆଦିଲ୍ଲୀ,୧।୮: ଏଆଇଏମ୍‌ଆଇଏମ୍‌ ସଭାପତି ଅସଦୁଦ୍ଦିନ ଓୱାଇସି ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ବାସଭବନରେ ଲୋକମାନେ ଯେପରି ପ୍ରବେଶ କରିଥିଲେ, ସେହିଭଳି ଭାରତର ଲୋକମାନେ ଦିନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ…

ମାଟ୍ରିକ ପ୍ରମାଣପତ୍ରରେ ତ୍ରୁଟି, ଅନ୍ଧାରରେ ଛାତ୍ରଙ୍କ ଭବିଷ୍ୟତ

ମହାକାଳପଡ଼ା,୧ା୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗୋଗୁଆ ପଞ୍ଚାୟତ ରାହାମାସ୍ଥିତ ଠାକୁର ନିଗମାନନ୍ଦ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁ ଜଣେ ଦଶମ ପାସ୍‌ କରିଥିବା ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଅଭିଯୋଗ ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri