ଲୋକ ସଭାରେ କଞ୍ଚା ବାଇଗଣ ଖାଇଲେ ଏମ୍ପି
ନୂଆଦିଲ୍ଲୀ,୧।୮: ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧିକୁ ବିରୋଧ କରି ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି। ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ଏମ୍ପି କାକୋଲି ଘୋଷ ଦସ୍ତିଦାର ଲୋକ ସଭାରେ ମୁଦ୍ରାସ୍ଫୀତିକୁ ବିରୋଧ କରିବା ପାଇଁ ଏକ…
ଅଗଷ୍ଟ ୪ ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ସଞ୍ଜୟ ରାଉତ
ମୁମ୍ବାଇ,୧।୮: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ସଞ୍ଜୟଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି। ପଚରାଉଚରା ପାଇଁ ଇଡି ପିଏମ୍ଏଲ୍ଏ କୋର୍ଟରେ ୮ ଦିନିଆ ରିମାଣ୍ଡରେ ନେବାକୁ…
ଲୋକ ସଭାରେ କଂଗ୍ରେସ ଏମ୍ପିଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର
ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନରେ ଲୋକ ସଭାରୁ ଏମ୍ପିଙ୍କ ନିଲମ୍ବନ ଆଦେଶ ସୋମବାର ପ୍ରତ୍ୟାହାର ହୋଇଛି। ଗୃହରେ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ କଂଗ୍ରେସର ଚାରିଜଣ ଏମ୍ପି ଜ୍ୟୋତିମଣି, ରମାୟ ହରିଦାସ, ଏମ୍ ଟାଗୋର, ଟିଏନ୍ ପ୍ରତାପନଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ଗୃହ…
‘ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ’
ମୁମ୍ବାଇ,୧।୮: ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସଞ୍ଜୟଙ୍କ ଗିରଫ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୋମବାର ତାଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏକ ଖବରଦାତା…
ଅନ୍ଲାଇନରେ ଆମେରିକା ପୁଅଙ୍କୁ ବିବାହ କରିବେ ଭାରତୀୟ ଝିଅ: କୋର୍ଟ ଦେଲେ ଅନୁମତି
ଚେନ୍ନାଇ,୧।୮: ଭାରତୀୟ ଝିଅ ଅନଲାଇନରେ ଆମେରିକାର ପୁଅକୁ ବିବାହ କରିବାକୁ ଅନୁମୋଦନ ପାଇଛନ୍ତି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ତାମିଲନାଡୁର କନ୍ୟାକୁମାରୀ ନିବାସୀ ଭାସମି ସୁଦର୍ଶନୀଙ୍କ ଅନଲାଇନ ବିବାହକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତିରେ ଉଭୟେ ବହୁତ ଖୁସି ଅଛନ୍ତି। ତିନିଜଣ…
କୋଣାର୍କରେ ଶିଳ୍ପୀଙ୍କ ପାଇଁ ମହାଶ୍ରମ ଖଞ୍ଜିଥିଲେ ଗାଈଗୋଠ
ବର୍ଷକୁ ବର୍ଷ ଶିଳ୍ପୀମାନଙ୍କ ପାଇଁ ବିଭିନ୍ନ ଖମାରରୁ କିପରି ଶସ୍ୟ ଓ ନଡ଼ିଆ ଆସୁଥିଲା, ତାହା ଆମ ଜାତିର ସହଯୋଗ ମାନସିକତାକୁ ପ୍ରତିପାଦନ କରେ। ବର୍ଷ ବର୍ଷ ଧରି କୋଠଦେଶ ପ୍ରଗଣାର ବକ୍ରେଶ୍ୱର ଖମାରରୁ ସବୁଠାରୁ ବେଶି ଦ୍ରବ୍ୟ ଆସୁଥିଲା। କୋଠଦେଶ…
ପୋଲିସ ଗୁଳିରେ ୩ ବର୍ଷ ମଧ୍ୟରେ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ଘଟିନି, ଉପରାଜ୍ୟପାଳଙ୍କ ସୂଚନା…
ଶ୍ରୀନଗର,୧।୮ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଆତଙ୍କବାଦୀ ଇକୋ-ସିଷ୍ଟମକୁ ଅନେକାଂଶରେ ବିଲୋପ କରାଯାଇଛି। ଏ ସହିତ ସମଗ୍ର ଅଞ୍ଚଳରୁ ଆତଙ୍କବାଦକୁ ଦୂର କରିବା ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ଯେ ଆତଙ୍କବାଦ କେବଳ ସମାଜ ପାଇଁ…
ମଧ୍ୟାହ୍ନଭୋଜନ ଅର୍ଥ ହେରଫେର
ଖୋର୍ଦ୍ଧା ଅଫିସ,୧ା୮: ସରକାରୀ ଆଶ୍ରମ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା, ସୁସ୍ଥ ପରିବେଶ, ଉତ୍ତମ ଖାଦ୍ୟପେୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ତେବେ କେତେକ ସ୍କୁଲରେ ପିଲାଙ୍କ ସାମଗ୍ରୀ ବାଟମାରଣା ହେଉଛି। ଖୋର୍ଦ୍ଧା ଜିଲା…
ଭୋଟର ତାଲିକା ସଂଶୋଧନ ନେଇ ପଞ୍ଜୀକରଣ
ବଲାଙ୍ଗୀର ଅଫିସ,୧ା୮: ସୋମବାରଠାରୁ ଭୋଟର ତାଲିକାରେ ସଂଶୋଧିତ ରୂପାନ୍ତରିତ ପଞ୍ଜୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏ ସମ୍ପର୍କରେ ଏଡିଏମ ତଥା ଅତିରିକ୍ତ ଜିଲା ନର୍ବାଚନ ଅଧିକାରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଆଇସି ଫାଲଗୁନୀ ଶବର, ଜିଲା ସୂଚନା ଓ ଲୋକସମ୍ପର୍କ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩୦ ପୂର୍ବତନ ବିଧାୟକ
ଭୁବନେଶ୍ୱର,୧ା୮(ବ୍ୟୁରୋ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ୩୦ ପୂର୍ବତନ ବିଧାୟକ ଭେଟିଛନ୍ତି। ପେନ୍ସନ୍ ଏବଂ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ସେମାନେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ପୂର୍ବତନ ବିଧାୟକଙ୍କ ସହ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…
ନରେନ୍ଦ୍ର ମୋଦିଙ୍କ ପାଇଁ ଆପଣମାନେ ଜୀବିତ ଅଛନ୍ତି, କହିଲେ ବିଧାୟକ…
ପାଟନା,୧।୮ : କରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରି ବିହାର ମନ୍ତ୍ରୀ ତଥା ଭାଜପା ନେତା ରାମ ସୁରତ ରାୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ରାଜସ୍ବ…
ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ
ପରଜଙ୍ଗ,୧ା୮(ଡି.ଏନ୍.ଏ.): ଜଳାଭିଷେକ କରିବାକୁ ଆସି କେନାଲରେ ଭାସି ଯାଇଛନ୍ତି ଜଣେ କାଉଡ଼ିଆ। ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋଗାଁସ୍ଥିତ ରେଙ୍ଗାଳି ବାମପାର୍ଶ୍ୱ କେନାଲରେ। ନିଖୋଜ ଭକ୍ତ ଜଣଙ୍କ ତାଳଚେରର ୧୬ ବର୍ଷୀୟ ବାଳକ ଶ୍ୟାମସୁନ୍ଦର…
Archives


