ବିପ୍ଳବୀ ନେତା ଚେ ଗୁଏଭାରାଙ୍କ ପୁଅ କାମିଲୋଙ୍କ ପରଲୋକ

ବୁଏନ୍ସ ଏୟାର୍ସ,୧।୯: ଆଜେଣ୍ଟିନା ଜନ୍ମିତ ମାର୍କ୍ସବାଦୀ ବିପ୍ଳବୀ ନେତା ଏର୍ନେଷ୍ଟୋ ଚେ ଗୁଏଭାରାଙ୍କ ପୁଅ କାମିଲୋ ଗୁଏଭାରା ମାର୍ଚଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। କାରାକାସରେ ଗସ୍ତରେ ଥିବାବେଳେ ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କ୍ୟୁବାର ଅଫିସରମାନେ କହିଛନ୍ତି। କାମିଲୋ ନିଜ ଜୀବନର ଅଧିକାଂଶ ସମୟ ବାପାଙ୍କ ଜୀବନୀ ଉପରେ ପ୍ରାମାଣିକ ଚିତ୍ର ନିର୍ମାଣରେ ଉତ୍ସର୍ଗ କରିଥିଲେ। କାମିଲୋ ହେଉଛନ୍ତି ଚେ’ଙ୍କ ଦ୍ୱିତୀୟ ସ୍ତ୍ରୀ ଆଲେଇଡା ମାର୍ଚଙ୍କ ଚତୁର୍ଥ ସନ୍ତାନ। ତାଙ୍କ ପରଲୋକରେ କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍‌ ଡିଆଜ୍‌ କାନେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଫିଡେଲ ଏବଂ ରାଉଲ କାଷ୍ଟ୍ରୋଙ୍କ ସହ କ୍ୟୁବା ବିପ୍ଳବରେ ଚେ ସାମିଲ ହୋଇ ଫୁଲଗେନ୍‌ସିଓ ବାଟିଷ୍ଟା ସରକାରଙ୍କୁ ହଟାଇବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌

ଓ୍ବାଶିଂଟନ୍‌, ୩।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍‌ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି।...

ପରଲୋକରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌

ପ୍ୟାରିସ୍‌,୨୭।୯(ଆଇଏଏନ୍‌ଏସ୍‌): ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌ଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ୨୦୦୭ରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା...

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ...

୩୦ ହଜାର କୋଟି ପୈଠ ନ କଲେ ପାକିସ୍ତାନକୁ ଅନ୍ଧାର କରିଦେବେ ଚାଇନା କମ୍ପାନୀ…

ଇସଲାମାବାଦ୍‌, ୧୦।୫ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହାର ଘନିଷ୍ଠ ବନ୍ଧୁ ଚାଇନା ଏକ ବଡ଼ ଝଟ୍‌କା ଦେବାକୁ ଯାଉଛି। ଚାଇନା...

ମଝି ଆକାଶରେ ୟୁକ୍ରେନ୍‌ର ବୋଇଙ୍ଗ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୮୦ ଯାତ୍ରୀ କରୁଥିଲେ ଯାତ୍ରା

ତେହେରାନ୍‌,୮।୧: ଆମେରିକା ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତେହେରାନ୍‌ ନିକଟରେ ମଝି ଆକାଶରେ ୭୯୦୦ ଫୁଟ ଉପରେ ୟୁକ୍ରେନ୍‌ର ଏକ ଯାତ୍ରୀବାହୀ ବୋଇଙ୍ଗ୍‌-୭୩୭ ବିମାନ...

ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ

ଇସଲାମାବାଦ୍‌,୨୬।୧୧: ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଲ୍ୟୁଟନାଟ୍‌ ଜେନେରାଲ ସାହିର୍‌ ଶମ୍‌ଶାଦ୍‌ ମିର୍ଜାଙ୍କୁ ନୂଆ ଚିଫ୍‌ ଅଫ୍‌ ଜଏଣ୍ଟ୍‌ ଷ୍ଟାପ୍‌ ଭାବେ...

୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର...

ରୁଷିଆରେ ଓମିକ୍ରନ୍‌ର ନୂଆ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ, ୧୬୬ ଆକ୍ରାନ୍ତ ଚିହ୍ନଟ…

ମସ୍କୋ, ୧୩।୬ : ରୁଷିଆରେ ଓମିକ୍ରନର ଏକ ନୂତନ ବିପଜ୍ଜନକ ସବ-ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ଅନ୍ୟ ପ୍ରକାର ଅପେକ୍ଷା ଶୀଘ୍ର ବିସ୍ତାର ହୋଇଥାଏ ବୋଲି...

Advertisement
Archives

Model This Week