ବାଦଲ ଫାଟିବା ବିତ୍ପାତ
ଗତ ମାସ ୮ ତାରିଖ ଦିନ ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ରାସ୍ତାର ପହଲଗାମ ନିକଟରେ ବାଦଲ ଫାଟିବା କାରଣରୁ ଅଚାନକ ବନ୍ୟା ଅସି ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ବହୁ ଲୋକ ଆହତ ହୋଇଛନ୍ତି ଏବଂ ଅନେକ…
ସଞ୍ଜୟଙ୍କ ଗିରଫ ପରେ ଖୁସିରେ ଝୁମିଲେ ନବନୀତ
ମୁମ୍ବାଇ,୧।୮: ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି। ଏହି ଘଟଣାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅମରାବତୀ ଏମ୍ପି ନବନୀତ ରାଣା। ଶିବସେନା ଉପରେ ପ୍ରାୟତଃ ଟାର୍ଗେଟ୍ କରୁଥିବା ନବନୀତ୍ କହିଛନ୍ତି,…
ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର, ୧ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧, ଏହି ୩ ମାସ ପାଇଁ ଭିତରକନିକା ବନ୍ଦ ରହିଥାଏ। ଏହି…
ରାସ୍ତାସାରା ଖାଲ, ମରାମତି ହେଉନି
ବିଞ୍ଝାରପୁର,୧ା୮(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଶାସନ୍ଦା ପଞ୍ଚାୟତର ତାଉଁତରାଠାରୁ ଗୁହାଳି ପଞ୍ଚାୟତର ଇଞ୍ଜନପୁର ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ତେବେ ଦୀର୍ଘଦିନ ହେବ ରାସ୍ତା ମରାମତି ନ…
ଜୁଲାଇରେ ବି ନିଅଣ୍ଟିଆ ବର୍ଷା
ଯାଜପୁର ଅଫିସ,୧ା୮: ସବୁପ୍ରକାରର ପଦକ୍ଷେପକୁ ଆପଣାଇବା ପରେ ଶେଷ ବିକଳ୍ପ ଥିଲା ମୌସୁମୀ। ପୂର୍ବାନୁମାନକୁ ନେଇ ଆକଳନ କରାଗଲା ଯେ, ଏଥର ସ୍ବାଭାବିକ ବର୍ଷା ହେବ। ଫଳରେ ଶସ୍ୟ ଉତ୍ପାଦନ ବଢ଼ିବ। କିନ୍ତୁ ଚଳିତ ବର୍ଷାଋତୁର ପ୍ରଥମ ଦୁଇ ମାସରେ ଯାଜପୁର…
ସଞ୍ଜୟଙ୍କୁ କଂଗ୍ରେସର ସମର୍ଥନ, ଆମେ ଅଛୁ ସାଥିରେ, କହିଲେ ଅଧୀର ରଞ୍ଜନ…
ନୂଆଦିଲ୍ଲୀ,୧।୮ : ପାତ୍ରା ଚୋଲ ଜମି ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ସୋମବାର ତାଙ୍କୁ ପିଏମଏଲଏ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ସଞ୍ଜୟ ରାଉତଙ୍କୁ କଂଗ୍ରେସ ସମର୍ଥନ କରୁଛି। ଗଣମାଧ୍ୟମ…
ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ବାସେଟେରୀ,୧ା୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଏହି ମୁକାବିଲାରେ ନିଜ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ପ୍ରଥମ ମୁକାବିଲାକୁ ଜିତି ନେଇଥିଲା ଭାରତ। ଏହି ମ୍ୟାଚ୍ରେ…
ବିଧାୟକଙ୍କ ଠାରୁ ଟଙ୍କା ଜବତ, ଇଡି ଚୁପ୍ କାହିଁକି …
କୋଲକାତା,୧।୮ : କଂଗ୍ରେସ ବିଧାୟକଙ୍କ ନିକଟରୁ ଜବତ ହୋଇଥିବା ନଗଦ ଟଙ୍କା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ନୀରବତା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରଶ୍ନ କରିଛି। ଏସମ୍ପର୍କରେ ଗୋଟିଏ ପରେ ଗୋଟିଏ ଟିଏମସିର…
ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଚାଲିଛି ଗୋଗୁଆ-୧ ଅଙ୍ଗନୱାଡି କେନ୍ଦ୍ର
ମହାକାଳପଡ଼ା,୧ା ୮(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତ ପରିସରରେ ଗୋଗୁଆ ଗ୍ରାମର ଏକ ନବନିର୍ମିତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଅଙ୍ଗନୱାଡି କେନ୍ଦ୍ର (୧)ର ଶିଶୁମାନେ ପଢୁଥିବାର ଦେଖିବାକୁ ମିଳିଛି। ଏହି କେନ୍ଦ୍ରରେ ୩୫ କୋମଳମତି ଶିଶୁ ପାଠ ପଢୁଛନ୍ତି। ଗୋଗୁଆ ଗ୍ରାମରେ…
ଚାଇନାର ଧମକ ପରେ ପେଲୋସିଙ୍କ ତାଇଓ୍ବାନ ଗସ୍ତ ବାତିଲ…
ଓ୍ବାଶିଂଓନ/ବେଜିଂ,୧।୮ : ଆମେରିକାର ହାଉସ ଅଫ କମନ୍ସ ଅଧ୍ୟକ୍ଷ ନାନସୀ ପେଲୋସିଙ୍କ ଏସିଆ ଗସ୍ତ ତାଲିକାରୁ ତାଇୱାନକୁ ହଟାଇ ଦିଆଯାଇଛି। ଶୁକ୍ରବାର ଠାରୁ ପେଲୋସିଙ୍କ ଗସ୍ତ ଆରମ୍ଭ ହେଉଛି। ଗସ୍ତ ସମୟରେ ସେ ତାଇଓ୍ବାନର ତାଇପେଇ ଯିବାକୁ ସଙ୍କେତ ଦେଇଥିଲେ। ଏହା…
ଜୀବନ ପ୍ରତି ବିପଦ, ଭାଇଜାନ୍ଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ…
ମୁମ୍ବାଇ : ବଲିଉଡ୍ ଅଭିନେତା ଭାଇଜାନ୍ଙ୍କ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ। ତାଙ୍କୁ ହତ୍ୟା ଧମକ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ସେ ବନ୍ଧୁକ ଲାଇସେନ୍ସ୍ ପାଇଁ ଆବେଦନ କରିଛି। ତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। ମୁମ୍ବାଇ ପୋଲିସ…
ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୧୩୯କୁ ବୃଦ୍ଧି
ଭୁବନେଶ୍ୱର,୧ା୮(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୮୦୦ ତଳେ ଥିବା ବେଳେ ଆଜି ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ…
Archives


