ସେଲ୍‌ର ସ୍ବତନ୍ତ୍ର ଷ୍ଟିଲ୍‌ରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନିର୍ମିତ

ନୂଆଦିଲ୍ଲୀ,୩ା୯: ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦକ ତଥା ରାଷ୍ଟ୍ରାୟତ୍ତ ମହାରତ୍ନା କମ୍ପାନୀ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେ୍‌ଲ)ର ସ୍ବତନ୍ତ୍ର ଷ୍ଟିଲ୍‌ରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନିର୍ମିତ ହୋଇଛି ବୋଲି ସେଲ୍‌ ପକ୍ଷରୁ କୁହାଯାଇଛି। ଏପରିକି ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନ ପରିବହନକାରୀ ଆଇଏନ୍‌ଏସ୍‌ ବିକ୍ରାନ୍ତ ପାଇଁ ଆବଶ୍ୟକ ସମସ୍ତ ଡିଏମ୍‌ଆର୍‌ ଗ୍ରେଡ୍‌ ସ୍ପେଶିଆଲିଟି ଷ୍ଟିଲ୍‌ ସେ୍‌ଲ ଯୋଗାଇ ଦେଇଛି। ଭାରତୀୟ ନୌସେନାର ଏହି ପ୍ରଥମ ସ୍ବଦେଶୀ ବିମାନ ପରିବହନକାରୀ ଜାହାଜ ନିର୍ମାଣ ପାଇଁ କମ୍ପାନୀ ପ୍ରାୟ ୩୦,୦୦୦ ଟନ୍‌ ଡିଏମ୍‌ଆର୍‌ ଗ୍ରେଡ୍‌ ସ୍ପେଶିଆଲିଟି ଷ୍ଟିଲ୍‌ ଯୋଗାଇବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ କମ୍ପାନୀ ଭାଗୀଦାରି ହୋଇସାରିଛି। ଏହି ସ୍ବଦେଶୀ ବିମାନ ପରିବହନକାରୀ ବୋଟ୍‌ ଆଇଏନ୍‌ଏସ୍‌ ବିକ୍ରାନ୍ତ କୋଚି ଶିପିୟାର୍ଡ ଲିମିଟେଡ୍‌ଠାରୁ ଶୁକ୍ରବାର ସମୁଦ୍ର ଅବତରଣ କରିଛି। ଏହି ସ୍ବଦେଶୀ ପ୍ରକଳ୍ପ ପାଇଁ ସେଲ୍‌ ଦ୍ୱାରା ଯୋଗାଯାଇଥିବା ଇସ୍ପାତରେ ସ୍ବତନ୍ତ୍ର ଡିଏମ୍‌ଆର୍‌ ଗ୍ରେଡ୍‌ ପ୍ଲେଟ୍‌ ଥାଏ। ଭାରତୀୟ ନୌସେନା ଏବଂ ଡିଏମ୍‌ଆର୍‌ଏଲ ସହଯୋଗରେ ସେଲ୍‌ ଦ୍ୱାରା ଏହି ଡିଏମ୍‌ଆର୍‌ ଗ୍ରେଡ୍‌ ପ୍ଲେଟ୍‌ଗୁଡିକ ବିକଶିତ କରାଯାଇଛି। ଉକ୍ତ ଜାହାଜର ହଲ୍‌ ଏବଂ ଭିତର ପାଇଁ ଗ୍ରେଡ୍‌ ୨୪୯-ଏ ଏବଂ ଫ୍ଲାଇଟ୍‌ ଡେକ୍‌ ପାଇଁ ଗ୍ରେଡ୍‌ ୨୪୯ -ବି ଡିଏମ୍‌ଆର୍‌ ପ୍ଲେଟ୍‌ ବ୍ୟବହାର କରାଯାଇଥିଲା। ଏହି ଯୁଦ୍ଧଜାହାଜ ପାଇଁ କମ୍ପାନୀର ସ୍ବତନ୍ତ୍ର ଇସ୍ପାତ କାରଖାନା ଭିଲାଇ, ବୋକାରୋ ଏବଂ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଇସ୍ପାତ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri