ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଲୋକପ୍ରିୟ ରାପର ହନି ସିଂ

ବମ୍ବେ: ୨୦ ବର୍ଷର ବୈବାହିକ ସମ୍ପର୍କ। ତଥାପି ତୁଟିଲା ସମ୍ପର୍କ। ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଛନ୍ତି ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର ୟୋ ୟୋ ହନି ସିଂ। ଦିଲ୍ଲୀ ସାକେତ ପାରିବାରିକ ଅଦାଲତର ନିଷ୍ପତ୍ତି ପରେ ସେ ସ୍ତ୍ରୀ ଶାଳିନୀ ତଲଓ୍ବାରଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି। ଏକ କୋଟି ଟଙ୍କା ବୁଝାବଣାରେ ଏହି ଛାଡ଼ପତ୍ର ହୋଇଛି। ତେବେ ଆସନ୍ତା ୨୦ ମାର୍ଚ୍ଚ ୨୦୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏଥିରେ ଶାଳିନୀଙ୍କ ଅନ୍ୟ ଆବେଦନଗୁଡିକ ଉପରେ ବିଚାର ହେବ।

ଦୀର୍ଘଦିନ ଧରି ହନି ସିଂହ ଓ ପତ୍ନୀ ଶାଳିନୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ବିବାଦ ଲାଗି ରହିଥିଲା। ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି ହେବା ସହ ବହୁ ଅଭିଯୋଗ ଆଣିଥିଲେ। ୨୦୨୧ରେ ହନିଙ୍କ ନାମରେ ଘରୋଇ ହିଂସା ନେଇ ସେ ଅଭିଯୋଗ କରିଥିଲେ। ହନି ତାଙ୍କୁ ଶାରିରୀକ ଏବଂ ମାନସିକ ଶୋଷଣ କରୁଥିବା ସେ କହିଥିଲେ। ଏହାପରେ କଥା ଛାଡପତ୍ର ଯାଏଁ ଯାଇଥିଲା। ଶୁକ୍ରବାର ଏହି ମାମଲାର ଶୁଣାଣି କରି କୋର୍ଟ ୧ କୋଟି ଟଙ୍କା ବୁଝାମଣାରେ ଛାଡପତ୍ର କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନିଲଣ୍ଡରିଂ ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି କେନ୍ଦ୍ରୀୟ...

ମୁମ୍ବାଇରେ ଘରକୁ ଘର ବୁଲୁଛନ୍ତି ରିୟା ଚକ୍ରବର୍ତ୍ତୀ

ଡ୍ରଗ୍ସ ମାମଲାରେ ଏକ ମାସ ଜେଲରେ ରହିବା ପରେ ଜାମିନରେ ମୁକ୍ତ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ସୃଷ୍ଟି...

ମାଳଦ୍ୱୀପରେ ବଲିଉଡ ଷ୍ଟାରଙ୍କ ଭିଡ

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟି ଯାଏ ସମସ୍ତେ ଲକ୍‌ଡାଉନ ସମୟରେ ନିଜ ନିଜ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଥିଲେ। ଏହି...

ବିବାହିତ ମହେଶ ଭୂପତିଙ୍କୁ ଭଲପାଇ ବସିଥିଲେ ଏହି ବିଶ୍ୱ ସୁନ୍ଦରୀ, ପରେ ଘଟିଥିଲା…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତାଙ୍କ ଆଜି ହାପି ବର୍ଥ ଡେ’। ୧୯୭୮ ମସିହା ଏପ୍ରିଲ ୧୬ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମ ଗ୍ରହଣ କରିଥିଲେ ଏହି...

ବଡ଼ ପରଦାରେ ପୁଣି ୨ ସୁପରଷ୍ଟାରଙ୍କ ଟକ୍କର, କିଏ ମାରିବ ବାଜି

ବମ୍ବେ: ବଡ଼ ପରଦାରେ ‘ଗଦର ୨’ ଏବଂ ‘ଓଏମ୍‌ଜି ୨’ ପରେ ଦେଖିବାକୁ ମିଳିବ ଆଉ ଏକ ବଡ଼ ଟକ୍କର। ଆସନ୍ତା ବର୍ଷ ଅଗଷ୍ଟ ୧୫ରେ...

‘କାନ୍ତାରା’ ସଫଳତା ପାଇଁ ରିଷଭଙ୍କୁ ମହଙ୍ଗା ଉପହାର ଦେଲେ ରଜନୀକାନ୍ତ

ରିଷଭ ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ସାରା ବିଶ୍ୱରେ ବହୁତ ପ୍ରଶଂସା ପାଇଛି। ବଲିଉଡରୁ ଦକ୍ଷିଣ...

ନିର୍ମାଣ ହେବ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବାୟୋପିକ!

ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ, କୋକିଳ କଣ୍ଠି, ଭାରତର ନାଇଟ ଆଙ୍ଗଲ ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ହେଲେ ସେ...

‘ଡ୍ରିମ୍‌ ଗର୍ଲ’ ନିର୍ଦ୍ଦେଶକଙ୍କୁ ଲାଲ୍‌ ଜାଗୁଆର୍‌ ଭେଟି ଦେଲେ ଏକତା

ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରି ହିଟ୍‌ ସାବ୍ୟସ୍ତ ହୋଇଥିଲା ଅଭିନେତା ଆୟୁଷ୍ମାନ୍‌ ଖୁରାନ୍ନାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’। ମାତ୍ର ୩୦ କୋଟି ବଜେଟରେ...

Advertisement
Archives

Model This Week