ସିନ୍ଧେ-ଫଡନବିସ୍ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୩୦।୬: ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟ ପରେ ମହାରାଷ୍ଟ୍ରକୁ ଗୁରୁବାର ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏକ ନୂତନ ସରକାର ମିଳିଛି। ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶିୟାରୀଙ୍କ ଦ୍ୱାରା ସିନ୍ଧେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ…
ଶୁକ୍ରବାରଠୁ ନିୟମ କଡାକଡି, ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩୦।୬(ବ୍ୟୁରୋ): ଜୁଲାଇ ୧ ଅର୍ଥାତ୍ ଶୁକ୍ରବାରଠୁ ଭୁବନେଶ୍ବରରେ ଜୁଲାଇ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍ସି। ପ୍ଲାଷ୍ଟିକ୍ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୨୧ରେ ସଂଶୋଧନ ହୋଇଛି । ଏହି ସଂଶୋଧିତ ଆଇନ ଅନୁଯାୟୀ ଆସନ୍ତାକାଲିଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ।…
‘ଦଳର ଆଦେଶ ସର୍ବୋପରି’
ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନବିସ୍ ଟୁଇଟ କରିଛନ୍ତି। ଟୁଇଟ କରି ସେ ଲେଖିଛନ୍ତି, ଜଣେ ପ୍ରାମାଣିକ କର୍ମକର୍ତ୍ତା ଭାବେ ମୁଁ ଦଳର ଆଦେଶ ପାଳନ କରୁଛି। ଦଳର ଆଦେଶ ଯାହା ମୋତେ ଆଜି ସର୍ବୋଚ୍ଚ…
ଅଟୋ ଚାଳକରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ସହଜ ନ ଥିଲା ଯାତ୍ରା
ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଅନ୍ତ ଘଟିଛି। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟା ୪୦ରେ ଏକନାଥ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଶିବସେନା ଇତିହାସରେ…
ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଧେଙ୍କ ଯୁଗ
ମୁମ୍ବାଇ,୩୦।୬: ଗତ ୧୧ଦିନରୁ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ସଙ୍କଟର ଗୁରୁବାର ଅନ୍ତ ଘଟିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଭାଜପା ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ମହାରାଷ୍ଟ୍ରର ରାଜଭବନରେ…
ମଣିପୁରରେ ଭୂସ୍ଖଳନ: ୭ଯବାନ ଶହୀଦ,୨୫ନିଖୋଜ
ଇମ୍ଫାଲ,୩୦।୬: ଗତ ୨ଦିନ ହେଲାଣି ମଣିପୁରରେ ଲଗାତର ବର୍ଷା ହେବାରୁ ନୋନି ଜିଲାରେ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲାର ଇମ୍ଫାଲ-ଜିରିବାମ ରେଲଓ୍ବେ ଲାଇନର ସୁରକ୍ଷା ପାଇଁ ମୁତୟନ ହୋଇଥିବା ଭାରତୀୟ ସେନାର ୧୦୭ପ୍ରାଦେଶିକ ସେନାର କ୍ୟାମ୍ପ ନିକଟରେ…
ମାତ୍ର ୨୪ ଘଣ୍ଟାରେ କହ୍ନେୟାଲାଲଙ୍କ ପରିବାରକୁ ମିଳିଲା ୧.୩୭ କୋଟି ଟଙ୍କାର ସହାୟତା
ନୂଆଦିଲ୍ଲୀ,୩୦।୬: ରାଜସ୍ଥାନର ଉଦୟପୁର ହତ୍ୟାକାଣ୍ଡ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ଧାର୍ମିକ ବିଦ୍ୱେଷକୁ ନେଇ ଯେଉଁଭଳି ଭାବେ ଜଣେ ନିରୀହ ଦରଜିଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି ତାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି…
ଜାପାନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା
ଟୋକିଓ,୩୦ା୬: ଜାପାନରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ୧୮୭୫ ମସିହା ପରଠାରୁ ଅଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ଜାପାନ। ଲୋକଙ୍କୁ ଯଥାସମ୍ଭବ ବିଦ୍ୟୁତ୍ ସଞ୍ଚୟ କରିବାକୁ ଅନୁରୋଧ କରାଯାଉଛି। ଏଥିସହିତ ସରକାର ଉତ୍ତାପ ଜନିତ ରୋଗରୁ ରକ୍ଷା ପାଇବା ପାଇଁ…
ବଡ଼ ହୃଦୟ ଦେଖାଇଲା ଭାଜପା: ସିନ୍ଧେ
ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ରାଜନୀତିରେ ଲାଗିରହିଥିବା ବିବାଦ ଶେଷ ହୋଇଛି। ୧୧ଦିନ ପରେ ଗୁରୁବାର ମହାରାଷ୍ଟ୍ର ରାଜନୀତି ଏକ ବଡ଼ ମୋଡ଼ ନେଇଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ସେ ଶପଥ…
‘କ୍ୟାପିଟାଲ ହିଲ୍ ହିଂସା ପାଇଁ ଟ୍ରମ୍ପ୍ ଦାୟୀ’
ଓ୍ବାଶିଂଟନ,୩୦ା୬: ଆମେରିକାର ସଂସଦ ଗୃହ କ୍ୟାପିଟାଲ ହିଲ୍ ଦଙ୍ଗା ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଡୁଆରେ ପଡ଼ିଛନ୍ତି। ଆମେରିକା କଂଗ୍ରେସ କମିଟିର ପ୍ରଥମ ଶୁଣାଣିରେ କ୍ୟାପିଟାଲ ହିଲ୍ ଉପରେ ହୋଇଥିବା ଆକ୍ରମଣକୁ ଟ୍ରମ୍ପ୍ ସମର୍ଥକଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର…
ଫଡନବିସ୍ ନୁହେଁ, ସିନ୍ଧେ ହେବେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୀତିରେ ଗୁରୁବାର ନାଟକୀୟ ମୋଡ ଦେଖିବାକୁ ମିଳିଛି। ଭାଜପା ନେତା ଦେବେନ୍ଦ୍ର ଫଡନବିସ୍ ନୁହେଁ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ଭାଜପା ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହେବେ…
ଫ୍ୟୁଜନ କରି ପ୍ରସିଦ୍ଧ
କେନ୍ଦୁଝର,୩୦ା୬: ୟୁଟ୍ୟୁବରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ନାମକ ଜଣେ ଯୁବକଙ୍କ ଏକ ଧାର୍ମିକ ସଙ୍ଗୀତ ଭିଡିଓ ଧମାକା କରିଛି। ଏହା ଶିବଙ୍କ ସ୍ତୋତ୍ରକୁ ନେଇ ପ୍ରସ୍ତୁତ ହୋଇଛି। ଗତ ପ୍ରାୟ ଦୁଇ ମାସରେ ଏହାର ଦର୍ଶକ ସଂଖ୍ୟା…
Archives


