Home

୫ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧ା୭(ବ୍ୟୁରୋ):ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଏବଂ ଉପକୂଳ…

ଓଡ଼ିଆ ବିଭାଗ ପ୍ରଫେସର ଗିରଫ

ଗୋପାଳପୁର,୧ା୭(ଡି.ଏନ.ଏ.):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଗୁରୁବାର ଓଡ଼ିଆ ବିଭାଗର ଜଣେ ପ୍ରଫେସରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ ସଦାନନ୍ଦ ନାୟକ। ଯାଜପୁର ଅଞ୍ଚଳର ଛାତ୍ରୀ ଜଣକ ସ୍ନାତକୋତ୍ତରରେ ପଢ଼ୁଛନ୍ତି। ଗତ…

ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଉଠିଛି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି। ଗୋଟି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଶ୍ରୀ ସୁଦର୍ଶନ। ନିର୍ଦ୍ଧାରିତ ସମୟ…

ଆଜିଠାରୁ ବର୍ମିଂହାମ୍‌ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଚାରିଟି ମ୍ୟାଚ ଗତ ବର୍ଷ ଖେଳାଯାଇଥିଲା, କିନ୍ତୁ କରୋନା କାରଣରୁ ଶେଷ ମ୍ୟାଚ ଖେଳାଯାଇ ପାରି ନ ଥିଲା,…

ଆଜି ଦର୍ଶନ ଦେବେ ରଥାରୂଢ଼ ଦାରୁଦିଅଁ

ପୁରୀ ଅଫିସ,୧ା୭: ଆଷାଢ଼ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଶୁକ୍ରବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ।…

ସିନ୍ଧେ ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବ ଠାକ୍‌ରେଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ମହାରାଷ୍ଟ୍ରର ନୂତନ ଭାବେ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା। ମହାରାଷ୍ଟ୍ରରେ…

ଜୁଲାଇ ୨ରେ ବହୁମତ ସାବ୍ୟସ୍ତ କରିବେ ସିନ୍ଧେ

ମୁମ୍ବାଇ,୩୦।୬: ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶନିବାର ଅର୍ଥାତ ଜୁଲାଇ ୨ ତାରିଖରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମହାରାଷ୍ଟ୍ର କ୍ୟାବିନେଟ ୨ ଦିନ ଅର୍ଥାତ୍‌ ଜୁଲାଇ ୨ ଏବଂ ୩ ପାଇଁ…

ଗୋଆ ହୋଟେଲରେ ଝୁମିଲେ ବିଦ୍ରୋହୀ ବିଧାୟକ

ପଣଜୀ,୩୦।୬: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନାମ ଘୋଷଣା ହେବା ପରେ ଗୋଆ ହୋଟେଲରେ ରହିଥିବା ସିନ୍ଧେ ଗୋଷ୍ଠୀର ବିଧାୟକମାନେ ଖୁସି ବ୍ୟକ୍ତ କରିବା ସହିତ ଉତ୍ସବ ପାଳନ କରିଛନ୍ତି। ବିଧାୟକଙ୍କ ଏକ ଭିଡିଓ ଏବେ ସାମ୍ନାକୁ…

ଜୁଲାଇ ୧୮ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୩୦।୬: ସଂସଦର ମୌସୁମୀ ଅଧିବେଶନ ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଉଛି। ଏହା ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁଯାୟୀ, ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ…

ସିନ୍ଧେ-ଫଡନବିସ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟ ପରେ ମହାରାଷ୍ଟ୍ରକୁ ଗୁରୁବାର ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏକ ନୂତନ ସରକାର ମିଳିଛି। ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶିୟାରୀଙ୍କ ଦ୍ୱାରା ସିନ୍ଧେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ…

ଶୁକ୍ରବାରଠୁ ନିୟମ କଡାକଡି, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଜୁଲାଇ ୧ ଅର୍ଥାତ୍‌ ଶୁକ୍ରବାରଠୁ ଭୁବନେଶ୍ବରରେ ଜୁଲାଇ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍‌ସି। ପ୍ଲାଷ୍ଟିକ୍‌ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୨୧ରେ ସଂଶୋଧନ ହୋଇଛି । ଏହି ସଂଶୋଧିତ ଆଇନ ଅନୁଯାୟୀ ଆସନ୍ତାକାଲିଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ।…

‘ଦଳର ଆଦେଶ ସର୍ବୋପରି’

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନବିସ୍‌ ଟୁଇଟ କରିଛନ୍ତି। ଟୁଇଟ କରି ସେ ଲେଖିଛନ୍ତି, ଜଣେ ପ୍ରାମାଣିକ କର୍ମକର୍ତ୍ତା ଭାବେ ମୁଁ ଦଳର ଆଦେଶ ପାଳନ କରୁଛି। ଦଳର ଆଦେଶ ଯାହା ମୋତେ ଆଜି ସର୍ବୋଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri