କିମ୍ଙ୍କ ଯୁକ୍ତି, ଦେଶରେ କରୋନା ବୃଦ୍ଧି ଘଟାଉଛନ୍ତି ଏଲିଅନ୍ସ
ପ୍ୟୋଙ୍ଗ୍ୟାଙ୍ଗ୍,୨ା୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ-ଉନ୍ ତାଙ୍କର ଅଜବ ନିଷ୍ପତ୍ତି ଏବଂ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ କିମ୍ କରୋନା ଭାଇରସ୍ ସମ୍ପର୍କରେ ଏକ ଅଜବ କଥା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଦେଶରେ…
ପନ୍ତଙ୍କ ପରେ ଜାଡେଜାଙ୍କ ସେଞ୍ଚୁରୀ
ବର୍ମିଂହାମ,୨।୭:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନର ଖେଳ ଶନିବାର ଆରମ୍ଭ ହୋଇଛି। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍ରା କ୍ରିଜ୍ରେ ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ଜାଡେଜା ୧୮୩ ବଲ୍ରେ ନିଜର…
ନ୍ୟାୟପାଳିକା ସେମାନଙ୍କର କାର୍ଯ୍ୟସୂଚୀକୁ ସମର୍ଥନ କରୁ ବୋଲି ରାଜନୈତିକ ଦଳ ଚାହୁଁଛନ୍ତି, ସିଜେଆଇଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ/ଓ୍ବାଶିଂଟନ, ୨।୭ : ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକା ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ତାଙ୍କ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ରାଜନୈତିକ ଦଳ ମଧ୍ୟରେ ଏକ ଭୁଲ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କ କାର୍ଯ୍ୟକୁ…
ଅର୍ଦ୍ଧ ଗୋଲାକାର ନୁହେଁ ଇନ୍ଦ୍ରଧନୁ, ଭିଡିଓ ଦେଖିଲେ ଦୂର ହେବ ଦ୍ୱନ୍ଦ୍ୱ
ଫଟୋ ହେଉ କି ବାସ୍ତବ। ଇନ୍ଦ୍ରଧନୁ ନିଶ୍ଚିତ ଦେଖିଥିବେ ତେବେ ଏହା ଅର୍ଦ୍ଧ ଗୋଲାକାର ଭାବେ ଦେଖିଥିବେ। କିନ୍ତୁ ଜାଣନ୍ତି କି ପ୍ରକୃତରେ ଇନ୍ଦ୍ରଧନୁ ଏକ ଅର୍ଦ୍ଧ ବୃତ୍ତ ନୁହେଁ ବରଂ ଏହା ଏକ ସମ୍ପୂର୍ଣ୍ଣ ବୃତ୍ତ। ନିମ୍ନରେ ଥିବା ଭିଡିଓ…
୧୪ ଦିନିଆ ନ୍ୟାୟିକ ହେପାଜତରେ ଜୁବେର…
ନୂଆଦିଲ୍ଲୀ, ୨।୭ : ଚାରି ବର୍ଷ ତଳେ ୨୦୧୮ରେ କରାଯାଇଥିବା ଏକ ଟୁଇଟ୍ ନେଇ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଶନିବାର ପାଟିଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜୁବେର ଏକ ଜାମିନ ଆବେଦନ କରିଥିଲେ…
ବଜ୍ରପାତରେ ୩ ଗୁରୁତର
ପାପଡ଼ାହାଣ୍ଡି,୨ା୭(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ଦୁଇଟି ସ୍ଥାନରେ ଶନିବାର ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାତ୍ରୀ ପଞ୍ଚାୟତ ଜବାଗୁଡ଼ା ଗ୍ରାମର ରବି ଚନ୍ଦ୍ର ଯାନୀ (୯) ଓ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗ୍ରାମର ବୁଟି…
ଭାଜପା ସରକାରଙ୍କୁ ପୁଣି ଘେରିଲେ ବରୁଣ, ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା…
ନୂଆଦିଲ୍ଲୀ, ୨।୭ : ଦେଶରେ ବୃଦ୍ଧି ପାଉଥିବା ଦରଦାମ୍ ବୃଦ୍ଧି ନେଇ ଭାଜପା ଏମ୍ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ସେ ଭାଜପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ…
ମନରେଗାକୁ ବୁଝି ପାରି ନାହାନ୍ତି ପ୍ରଧାନମନ୍ତ୍ରୀ…
ଓ୍ବାୟନାଡ଼, ୨।୭ : କେରଳ ଗସ୍ତର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ୱାୟନାଡରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ମନରେଗା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭେଟି ସେମାନଙ୍କୁ…
ମତେ ବି ମିଳିଥିଲା ଗୁଆହାଟୀ ଯିବାକୁ ଅଫର, କହିଲେ ସଞ୍ଜୟ…
ମୁମ୍ବାଇ, ୨।୭ : ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ପ୍ରକାଶ କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୁଆହାଟୀ ଯିବାକୁ ଅଫର ମିଳିଛି। ରାଉତ କହିଛନ୍ତି, ମୁଁ ମଧ୍ୟ ଗୁଆହାଟି ଯିବାକୁ ଏକ ଅଫର ପାଇଥିଲି, କିନ୍ତୁ ମୁଁ ବାଲାସାହେବ…
ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଲାଗୁ ହେଉଛି କଡ଼ା କଟକଣା, ଜାତିସଂଘରେ ଚିନ୍ତାବ୍ୟକ୍ତ କଲା ଭାରତ…
ଜେନେଭା/ନୂଆଦିଲ୍ଲୀ, ୨।୭ : ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ଲାଗୁ ହୋଇଥିବା କଡ଼ା କଟକଣା ନେଇ ଭାରତ ଜାତିସଂଘରେ ଚିନ୍ତାବ୍ୟକ୍ତ କରିଛି। ଜାତିସଂଘ ମାନବ ଅଧିକାର ପରିଷଦରେ ଭାରତ ଉଦ୍ବେଗ ପ୍ରକାଶ କରି ମହିଳା ଓ ବାଳିକାମାନଙ୍କର ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବାକୁ…
ମିଶନ ୨୦୨୪, ପଞ୍ଜାବ ପାଇଁ ଭାଜପାର ସ୍ବତନ୍ତ୍ର ଯୋଜନା…
ଚଣ୍ଡିଗଡ଼, ୨।୭ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ନୂତନ ଦଳ ଗଠନ କରିଥିଲେ। ଏହାକୁ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ଭାବେ ନାମକରଣ ମଧ୍ୟ କରିଥିଲେ। ବର୍ତ୍ତମାନ ଖୁବ ଶୀଘ୍ର…
କହ୍ନେୟା ଲାଲଙ୍କ ହତ୍ୟା ଘଟଣା: ରାଜସ୍ଥାନ ସମେତ ଅନେକ ସହରରେ ବନ୍ଦ ପାଳନ
ଜୟପୁର,୨।୭: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର ରାଜସ୍ଥାନର ଅନେକ ସହରରେ ବନ୍ଦ ପାଳନ କରାଯାଇଛି। ହିନ୍ଦୁ ସଂଗଠନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦର…
Archives


