ଆଧୁନିକ ଦାସତ୍ୱ କବଳରେ ୫ କୋଟି
ଜେନେଭା,୧୪ା୯: ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ମହାମାରୀ ଆଦି ଯୋଗୁ ବିଶ୍ୱ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏହା ଭିତରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ଆଧୁନିକ ଦାସତ୍ୱ। ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍ଓ)…
ମସ୍କଙ୍କୁ ଟୁଇଟର ଶେୟାର ବିକ୍ରି କରାଯାଉ
ଓ୍ବାଶିଂଟନ୍, ୧୪ା୯: ଟୁଇଟର ଇଙ୍କ୍ର ବଡ଼ ସଂଖ୍ୟାରେ ଅଂଶୀଦାର କମ୍ପାନୀର ଶେୟାର ଟେସ୍ଲା ମାଲିକ ଏଲନ ମସ୍କଙ୍କୁ ବିକ୍ରି କରାଯାଉ ବୋଲି ଚାହାଁନ୍ତି। ମସ୍କଙ୍କ ୪୪ ବିଲିୟନ ଡଲାରର ବାଏଆଉଟ୍ ଡିଲ୍ ସପକ୍ଷରେ ସେମାନେ ଭୋଟ ଦେଇଛନ୍ତି। ମଙ୍ଗଳବାର ଏହ ଭୋଟିଂର…
ଅନ୍ୟ ମାମଲାରେ ଜେଲରେ ରହିବେ ସିଦ୍ଦିକ କାପ୍ପାନ
ଲକ୍ଷ୍ନୌ,୧୪ା୯(ପି.ଟି.): କେରଳର ଖବରଦାତା ସିଦ୍ଦିକ୍ କାପ୍ପାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଥିଲେ ହେଁ ଅନ୍ୟ ଏକ ମାମଲାରେ ସେ ଜେଲରେ ରହିବେ ବୋଲି କାରାଗାର କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କ ବିରୋଧରେ ଚାଲିଥିବା ଅନ୍ୟ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି।…
ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀ…
ନୂଆଦିଲ୍ଲୀ, ୧୪।୯ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବିଶ୍ୱ ସ୍ତରରେ ଭାରତ ପାଇଁ ଏକ ବିଶେଷ ସମ୍ମାନ ଆଣିଛି ଏବଂ ଏହାର ସରଳତା ତଥା ସମ୍ବେଦନଶୀଳତା…
ଭୁଲ୍ ଦିଗରେ ଯାଉଛି ବିଶ୍ୱ
ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ ସତର୍କ କରାଇବା ସହ ବିଶ୍ୱ ଭୁଲ୍ ଦିଗରେ ଯାଉଥିବା କହିଛି। ଜାତିସଂଘ ରିପୋର୍ଟ ଅନୁଯାୟୀ,…
କେନ୍ଦ୍ର ଯୋଜନାର ସୁଫଳ ପାଉନାହାନ୍ତି ରାଜ୍ୟବାସୀ
ପୁରୀ ଅଫିସ,୧୪ା୯: ଭାଜପାର ୩ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ବଳିଆପଣ୍ଡାସ୍ଥିତ ଏକ ହୋଟେଲ ପରିସରରେ ମଙ୍ଗଳବାର ଉଦ୍ଘାଟିତ ହୋଇଛି। ଏହି ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ସଭାପତି ସମୀର ମହାନ୍ତି ଉଦ୍ଘାଟନ କରିଥିଲେ। ବିଭିନ୍ନ ବିଷୟକୁ ନେଇ ଚିନ୍ତନ ଓ ଆଗାମୀ ନିର୍ବାଚନ…
ଓଡ଼ିଶାରେ ହେବ ଭାରତ ଯୋଡ଼ୋ ଯାତ୍ରା
ଭୁବନେଶ୍ବର,୧୪ା୯(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି। ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ ସହ ଆକାଶଛୁଆଁ ଦରଦାମ ଓ ବେକାରି ବୃଦ୍ଧିକୁ ପ୍ରସଙ୍ଗ କରି ଏହି ଯାତ୍ରା ଚାଲିଛି।…
ମାୟାବତୀଙ୍କ ପୁତୁରା ବିଏସ୍ପିର ନଂ. ୨ ନେତା
ଲକ୍ଷ୍ନୌ,୧୪ା୯(ଆଇଏଏନ୍ଏସ୍): ବହୁଜନ ସମାଜ ପାର୍ଟି (ବିଏସ୍ପି) ଅଧ୍ୟକ୍ଷା ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବେ ଦଳରେ ନଂ୨ ନେତା। ଆଗାମୀ ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳକୁ ସୁଦୃଢ଼ କରାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି।…
୨୦୦ କୋଟି ଟଙ୍କାର ଡ୍ରଗ୍ସ୍ ସହିତ ଧରାପଡ଼ିଲା ପାକିସ୍ତାନୀ ଡଙ୍ଗା…
ଅହମଦାବାଦ, ୧୪।୯ : ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଏବଂ ଗୁଜରାଟ ଏଟିଏସ ଭାରତୀୟ ଜଳ ଭିତରକୁ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଧରିଛନ୍ତି। ଡଙ୍ଗାରୁ ୪୦ କିଲୋଗ୍ରାମ୍ ଡ୍ରଗ୍ସ୍ ଜବତ କରାଯାଇଛି। ଜବତ ହୋଇଥିବା ଡ୍ରଗ୍ସ୍ର ଆନୁମାନିକ ମୂଲ୍ୟ ୨୦୦…
ମକ୍କାରେ ଏଲିଜାବେଥ୍ଙ୍କ ପାଇଁ ପ୍ରାର୍ଥନା କରି ଗିରଫ
ରିୟାଧ: ବିଶ୍ୱ ପ୍ରସିଦ୍ଧ ସାଉଦି ଆରବର ମକ୍କା ମସ୍ଜିଦ୍ରେ ପ୍ରାର୍ଥନା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ସ୍ଥାନ କୁହାଯାଉଥିବା ମକ୍କାକୁ ମୁସଲମାନଙ୍କ ବ୍ୟତୀତ ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପ୍ରବେଶ ନିଷିଦ୍ଧ। ଏପରି ସ୍ଥିତିରେ ବ୍ରିଟେନ୍…
ମାସୁଦ ଆଝାରଙ୍କୁ ଗିରଫ କର, ତାଲିବାନକୁ ଚିଠି ଲେଖିଲା ପାକିସ୍ତାନ…
ଇସଲାମାବାଦ, ୧୪।୯ : ଆତଙ୍କବାଦୀ ନେତା ମୌଲାନା ମାସୁଦ ଆଝାରଙ୍କୁ ଗିରଫ କରିବାକୁ ଦାବି କରି ପଡୋଶୀ ଆଫଗାନିସ୍ତାନରେ ଶାସକ ତାଲିବାନ ସରକାରଙ୍କୁ ପାକିସ୍ତାନ ସରକାର ଏକ ଚିଠି ଲେଖିଛନ୍ତି। ଆଝାର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସଦସ୍ୟ ଏବଂ ମିଳିତ…
ରାଣୀଙ୍କ ପରି ଡ୍ରେସ୍ ପିନ୍ଧିବାରୁ ୨ ବର୍ଷ ଜେଲ
ବ୍ୟାଙ୍କକ୍: ଥାଇଲାଣ୍ଡ ରାଣୀ ସୁଥିଡାଙ୍କ ପରି ପୋଷାକ ପିନ୍ଧିବା କାରଣରୁ ଥାଇଲାଣ୍ଡ କୋର୍ଟ ଜଣେ ମହିଳା ସାମାଜିକ କର୍ମୀଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୦ରେ ରାଜାଙ୍କ ବିରୋଧରେ ବ୍ୟାଙ୍କକ୍ ରାଜରାସ୍ତାରେ ସାଧାରଣ ନାଗରିକଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୨୫…

