କହ୍ନେୟାଲାଲ୍ଙ୍କ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ବାଇକ୍ରେ ‘୨୬୧୧’ ନମ୍ବର
ଉଦୟପୁର, ୧ା୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ। ସେମାନଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଅଭିଯୁକ୍ତ ରିଆଜ ଅଖ୍ତାରୀ ତାଙ୍କ ବାଇକ୍ରେ ‘୨୬୧୧’ ନମ୍ବର ଲଗାଇଥିଲେ। ୨୦୦୮ ନଭେମ୍ବର…
କରନ୍ଙ୍କୁ ଝଟ୍କା: ଶୋ’କୁ ଆସିବାକୁ ମନା କଲେ ଦୁଇ ଟଲିଉଡ୍ ଷ୍ଟାର!
ବମ୍ବେ: ଆଉ ଛଅ ଦିନର ଅପେକ୍ଷା। ଡିଜ୍ନୀ ପ୍ଲସ୍ ହଟ୍ଷ୍ଟାରରେ ପ୍ରସାରିତ ହେବ ‘କଫି ଉଇଥ୍ କରନ୍ ୭’। ଶୋ’କୁ ଆଉ ଦିନ କେଇଟା ଥିବା ବେଳେ ପ୍ରଥମ ଅତିଥି କିଏ ହେବ ସେନେଇ ସସ୍ପେନ୍ସ ଜାରି ରହିଛି। ଏହି ସିଜନରେ…
କୋହଲି ପୁଣି ଫେଲ୍
ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍। ଏଜବାଷ୍ଟନ୍ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡଠାରୁ ବ୍ୟାଟିଂ ନିମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍ ଗୋଟିଏ ପରେ…
ଭାରତ ବିପକ୍ଷ ଟି୨୦,ଦିନିକିଆ ଲାଗି ଇଂଲଣ୍ଡର ଦଳ ଘୋଷଣା, ଚମକାଇଲା…
ଲଣ୍ଡନ,୧।୭: ଭାରତ ପରେ ଆୟୋଜକ ଇଂଲଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ଲାଗି ଶୁକ୍ରବାର ଦଳ ଘୋଷଣା କରିଛି। ଜୋସ୍ ବଟଲର୍ ଏହି ସିରିଜ ସହ ସୀମିତ ଓଭର କ୍ରିକେଟରେ ଇଂଲଣ୍ଡ ଟିମ୍ର ନେତୃତ୍ୱ ନେବେ। ଏହାଛଡ଼ା…
ଦିଲ୍ଲୀ ପରେ ପଞ୍ଜାବରେ ମାଗଣା ହେଲା ବିଜୁଳି
ଚଣ୍ଡିଗଡ଼,୧।୭: କଥା ରଖିଲା ଆମ ଆଦମୀ ଦଳ। ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ଘୋଷଣା କରିଛନ୍ତି। ତଦନୁଯାୟୀ ଜୁଲାଇ ୧ରୁ ପ୍ରତ୍ୟେକ ପରିବାରକୁ ପ୍ରତି…
ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଭାଜପାର ପୂର୍ବତନ ସହଯୋଗୀ ଅକାଳୀ ଦଳ
ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ସହଯୋଗୀ ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ଏନେଇ ଶୁକ୍ରବାର ଚଣ୍ଡିଗଡ଼ରେ ବସିଥିବା ଦଳର କୋର କମିଟି ବୈଠକ ପରେ ଘୋଷଣା କରାଯାଇଛି। ଦୀର୍ଘ ୨୧…
ଶନିବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ
ଭୁବନେଶ୍ୱର,୧।୭(ବ୍ୟୁରୋ): ଶନିବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୪ ଯାଏ ଚାଲିବ। ତେବେ ୨୪ ଦିନିଆ ଏହି ଅଧିବେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବା ସହ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ ହୋଇପାରେ। ସେହିଭଳି କୋଭିଡ୍…
ଶରଧାବାଲିରେ ଲାଗିଲା ତିନି ରଥ
ପୁରୀ ଅଫିସ,୧।୭: ଶରଧାବାଲିରେ ଲାଗିଲା ତିନି ରଥ। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି। ଲକ୍ଷାଧିକ ଭକ୍ତ ତିନି ରଥକୁ ଟାଣି ମାଉସୀ ମା’…
ପହଞ୍ଚିଲେ ବଳଭଦ୍ର, ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ
ପୁରୀ ଅଫିସ,୧।୭: ଆଜି ପବିତ୍ର ଘୋଷଯାତ୍ରା। ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବାରୁ ବଡ଼ଦାଣ୍ଡରେ ଭକ୍ତ ଏବଂ ଭଗବାନ ଏକାକାର ହୋଇଯାଇଥିବା ଭଳି ଦୃଶ୍ୟମାନ ହେଉଛି। ପହଣ୍ଡି, ଛେରାପହଁରା ପରେ ରଥଟଣା କାର୍ଯ୍ୟ ଜାରି ରହିଛି। ଭକ୍ତିମୟ ପରିବେଶରେ ବଡ଼ଦାଣ୍ଡରେ…
କେଶ ନ ଥିବାରୁ ଫିଲ୍ମ ମିଳିଲାନି
ବମ୍ବେ: ବଲିଉଡ୍ଜଗତର ଲାଜକୁଳା ଅଭିନେତାଙ୍କ ମଧ୍ୟରୁ ଅକ୍ଷୟ ଖନ୍ନା ଜଣେ। ଚଳଚ୍ଚିତ୍ର ‘ହିମାଳୟ ପୁତ୍ର’ ଜରିଆରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏହାପରେ ତାଙ୍କୁ ଦୁଇ ବର୍ଷ ଯାଏ ଫିଲ୍ମ ମିଳି ‘ଦିଲ ଚାହ୍ତା ହେ’ ଚଳଚ୍ଚିତ୍ରରେ ବଡ଼…
ପ୍ରଥମ ବିବାହ ବିଷୟରେ ଲୁଚାଇଥିଲେ ଚାରୁ! ଏବେ ପଠାଇଲେ ଲିଗାଲ ନୋଟିସ୍
ବମ୍ବେ: ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ। ବାଟ ଅଲଗା କରିବାକୁ ମନସ୍ଥ କରିସାରିଲେଣି ଦୁହେଁ। ଆମେ କହୁଛୁ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଚାରୁ ଅସୋପାଙ୍କ ବିଷୟରେ। ଟେଲିଜଗତର ଚର୍ଚ୍ଚିତ ଯୋଡ଼ି…
ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ
ପୁରୀ ଅଫିସ,୧।୭: ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ ଏବଂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିଛନ୍ତି। ପ୍ରଥମେ ସେ ୧୦୦ ବାଲି ରଥ ପ୍ରସ୍ତୁତ…
Archives


