Home

ମୁଣ୍ଡ ନୋଇଲେ କେନ୍ଦ୍ର ସରକାର, ରୋହିଙ୍ଗ୍ୟା ଇଡବ୍ଲୁଏସ୍‌ ଫ୍ଲାଟ ପରିବର୍ତ୍ତେ ଡିଟେଂଶନ ସେଣ୍ଟରରେ ରହିବେ…

ନୂଆଦିଲ୍ଲୀ, ୧୭।୮ : ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କରୱାଲା ଅଞ୍ଚଳରେ ଇଡବ୍ଲୁଏସ୍‌ ଫ୍ଲାଟ ପ୍ରଦାନ କରିବାକୁ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଥିଲେ। ଏହା ପରେ କେନ୍ଦ୍ର ସରକାର ବିରୋଧର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ରୀୟ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ…

ମହିଳା ପିନ୍ଧିଥିବା ପୋଷାକକୁ ଦୋଷ ଦେଲେ କୋର୍ଟ, ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର…

ଥିରୁଭାନନ୍ତପୁରମ୍‌, ୧୭।୮ : ଏକ ଯୌନ ଉତ୍ପୀଡ଼ନ ମାମଲାରେ କେରଳର କୋଜିକୋଡେ କୋର୍ଟ ୭୪ ବର୍ଷିୟ ଲେଖକ ତଥା ସମାଜସେବୀ ସିଭିକ ଚନ୍ଦ୍ରନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଏହି ରାୟ ଘୋଷଣା କରିବାବେଳେ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା…

ଭାଜପା ସଂସଦୀୟ ବୋର୍ଡରୁ ଶିବରାଜ-ଗଡ଼କରୀ ବାହାରିଲେ…

ନୂଆଦିଲ୍ଲୀ, ୧୭।୮ : ଭାରତୀୟ ଜନତା ପାର୍ଟି ଦ୍ୱାରା ନୂତନ ସଂସଦୀୟ ବୋର୍ଡ ଘୋଷଣା କରାଯାଇଛି। ୍‌ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ବାନ ଏବଂ ନିତିନ ଗଡକରୀଙ୍କୁ ବୋର୍ଡରେ ସ୍ଥାନ ମିଳିନାହିଁ। ଏଥି ସହିତ ବିଏସ ୟେଦୁରପ୍ପା ଏବଂ ବି.ଏଲ ସାନ୍ତୋଷଙ୍କୁ…

ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଶ୍ରମିକଙ୍କ ବିକ୍ଷୋଭ

କେନ୍ଦୁଝର,୧୭ା୮(ସ୍ବ.ପ୍ର.): ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ରୋଇଡା (ସି)ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ କେନ୍ଦୁଝର ମାଇନିଂ ଓ୍ବାର୍କର୍ସ ୟୁନିଅନ (ସିଟୁ) ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଏମ୍‌ସିକୁ ମିଳିଥିବା ଏହି ଖଣିରୁ ୧୫୦…

ଭନ୍‌ସାଲୀଙ୍କ ଯୋଗୁ ବାଥରୁମ୍‌ରେ ଭୋ ଭୋ ହୋଇ କାନ୍ଦୁଥିଲେ ଏହି ଅଭିନେତ୍ରୀ, ଏବେ କହିଲେ…

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ଧାରା ପାଣ୍ଡ୍ୟା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଶାଇନି ଦୋଶୀ। ହେଲେ ଦିନ ଥିଲା ତାଙ୍କୁ ନିର୍ଦ୍ଦେଶକଙ୍କଠାରୁ ଜୋରଦାର ଗାଳି ପଡ଼ୁଥିଲା। ଏହାପରେ ସେ ବାଥରୁମ୍‌କୁ ଯାଇ ଭୋ…

ଦେଶବାସୀ ଦେଖୁଛନ୍ତି କଥା କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ…

ନୂଆଦିଲ୍ଲୀ, ୧୭।୮ : ବିଲକିସ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଅପରାଧୀଙ୍କ ମୁକ୍ତ କରିବା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ କଥାଓ କାର୍ଯ୍ୟ…

ଭବିଷ୍ୟତ ଗସ୍ତ କାର୍ଯ୍ୟସୂଚୀ ଜାରିକଲା ଆଇସିସି

ନୂଆଦିଲ୍ଲୀ,୧୭।୮: ଆଇସିସି ବୁଧବାର ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ(ଏଫ୍‌ଟିପି) ଅର୍ଥାତ୍‌ ଭବିଷ୍ୟତ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏଫ୍‌ଟିପି ଅଧୀନରେ, ଆଇସିସିର ୧୨ଟି ପୂର୍ଣ୍ଣ ସଦସ୍ୟ ଦେଶ ମୋଟ ୭୭୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଏଥିରେ ୧୭୩…

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ଫଳାଫଳ ପ୍ରକାଶ

କେନ୍ଦୁଝର,୧୭ା୮(ସ୍ବ.ପ୍ର.): ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ରେଗୁଲାର ଓ ବ୍ୟାକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିବିଏ ଓ ବିଜ୍ଞାନରେ ସମୁଦାୟ ପାସ୍‌ ହାର ୯୩.୭୧ ପ୍ରତିଶତ ରହିଛି। କଳାରେ ପାସ୍‌ ହାର ୯୫.୮୮ ପ୍ରତିଶତ,…

ବିନା କାରଣରେ ସ୍ବାମୀଙ୍କ ସହିତ ନ ରହିବା ଏକ ପ୍ରକାର ନିର୍ଯାତନା, ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ରାୟ…

ଭୋପାଳ, ୧୭।୮ : ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ କାରଣ ବିନସେ୍‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ ସମାନ।…

ପାକିସ୍ତାନ ଉପରେ ଚାଇନାର ଭରସା ନାହିଁ

ଇସଲାମାବାଦ,୧୭ା୮: ଅର୍ଥନୈତିକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ଚାଇନା ବହୁ ବିନିଯୋଗ କରୁଛି। କିନ୍ତୁ ପାକିସ୍ତାନରେ ଚାଇନା କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି। ତେଣୁ ଚାଇନାର ପାକିସ୍ତାନ ଉପରେ ଭରସା ରହୁନାହିଁ। ଏହି ଦୃଷ୍ଟିରେ ଚାଇନା ନିଜ ନାଗରିକଙ୍କ…

୧୩ ଦେଶ ଉପରେ ଚାଇନାର ନଜର…

ଓ୍ବାଶିଂଟନ/ବେଜିଂ, ୧୭।୮ : ଚାଇନା ବହୁ ପୂର୍ବରୁ ସମଗ୍ର ପୃଥିବୀକୁ ନିଜ ଦଖଲରେ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ନିଜ ଲକ୍ଷ୍ୟ ଆଡକୁ ଗତି କରୁଛି। ବିଭିନ୍ନ ଦେଶରେ ସାମରିକ ବେସ ନିର୍ମାଣ କରି ଚାଇନା…

ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳଙ୍କୁ ରୋକା ଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୧୭।୮ : ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନା ଘୋଷଣା ତଥା ଉପହାର ପ୍ରଦାନକୁ ରୋକା ଯାଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri