Home

ମାନବାଧିକାର ଉଲ୍ଳଂଘନ: ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ଜେନେଭା, ୨୧।୯ : ବିଭିନ୍ନ ଦେଶରୁ କୂଟନୀତିଜ୍ଞ ତଥା ମାନବାଧିକାର ସମର୍ଥକମାନେ ଜାତିସଂଘକୁ ମାନବିକତା ବିରୋଧରେ ଅପରାଧ ରିପୋର୍ଟ ଅନୁଯାୟୀ ଚାଇନା ବିରୋଧରେ କଡା ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ଅନୁସୂଚିତ ଜାତି ଜନଜାତିର ନିର୍ଯାତନା ସମ୍ପର୍କରେ…

ସୁନ୍ଦରଗଡ଼, ଝାରସୁଗୁଡ଼ା, କିଟ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୧ା୯(କ୍ରୀଡ଼ା ପ୍ରତିନିଧି): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ ଜୁନିୟର ହକି ଚାମ୍ପିୟନଶିପ ଇତିମଧ୍ୟରେ ତୃତୀୟ ଦିବସରେ ପହଞ୍ଚତ୍ଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ କିଟ୍‌ ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ତୃତୀୟ ଦିବସରେ ସମ୍ବଲପୁରର ଶହୀଦ ମାଧୋ ସିଂ…

ଇଂଲଣ୍ଡରେ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

କାଣ୍ଟରବରି, ୨୧ା୯ (ପି.ଟି.): ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆ ଜିତି ଭାରତ ୧-୦ରେ ଅଗ୍ରଣୀ ହାସଲ କରିସାରିଛି। ଦ୍ୱିତୀୟ ଦିନିକିଆ ଜିତି…

ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନାକଲେ ରାଷ୍ଟ୍ରପତି ବିଦ୍ୟା ଦେବୀ…

କାଠମାଣ୍ଡୁ, ୨୧।୯ : ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ସଂସଦର ଉଭୟ ଗୃହ ଦ୍ୱାରା ଏହି ବିଲ ପୁନଃପାରିତ ହୋଇ ରାଷ୍ଟ୍ରପତିଙ୍କ ସହମତି ପାଇଁ ପଠାଯାଇଥିଲା। ଫଳରେ ଏବେ ଦେଶରେ ସାମ୍ବିଧାନିକ…

ସାଲିଭା ବ୍ୟବହାରକୁ ବାରଣ କଲା ଆଇସିସି

ଦୁବାଇ, ୨୧ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଖେଳ ନିୟମରେ କେତେକ ପରିବର୍ତ୍ତନ କରିଛି। ସେଥିରେ ବଲ୍‌କୁ ପଲିସ୍‌ କରିବା ଲାଗି ସାଲିଭା (ଛେପ) ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ନିୟମଗୁଡ଼ିକ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ।…

ପରଲୋକରେ ହାସ୍ୟ ଅଭିନେତା

ମୁମ୍ବାଇ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସା ହେଉଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି…

ତିରୁମାଲା ମନ୍ଦିରକୁ ୧.୦୨ କୋଟି ଦାନକଲେ ମୁସଲମାନ ଦମ୍ପତି

ତିରୁପତି,୨୧ା୯(ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠୁ ଧନୀ ମନ୍ଦିର ଭାବେ ପରିଚିତ ତିରୁପତିର ତିରୁମାଲା ବାଲାଜୀ ମନ୍ଦିରକୁ ଚେନ୍ନାଇର ଏକ ମୁସଲମାନ ଦମ୍ପତି ୧.୦୨ କୋଟି ଟଙ୍କା ଦାନ କରିଛନ୍ତି। ଅବଦୁଲ ଘନି ଓ ନୁବିନା ବାନୁ ମଙ୍ଗଳବାର ମନ୍ଦିର ପରିଚାଳନାକରୀ ସଂସ୍ଥା ତିରୁମାଲା…

କଶ୍ମୀରରେ ଦୁଇ ଉପାୟରେ ଆତଙ୍କବାଦ ବୃଦ୍ଧି କରୁଛି ପାକିସ୍ତାନ…

ଶ୍ରୀନଗର, ୨୧।୯ : ଯଦିଓ ପାକିସ୍ତାନ ଭାରତ ଆଡକୁ ବନ୍ଧୁତ୍ୱର ହାତ ବଢ଼ାଇବା ଏବଂ ସାଧାରଣ ଫୋରମରେ ଆତଙ୍କବାଦକୁ ଦୂର କରିବା ବିଷୟରେ କଥାବାର୍ତ୍ତା କରୁଛି, ତଥାପି ଏହାର କଥା ଓ କାର୍ଯ୍ୟ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ଆତଙ୍କବାଦୀ…

ଇରାନରେ ଥମୁନି ମାହସା ମୃତ୍ୟୁ ବିବାଦ: ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ

ତେହରାନ,୨୧ା୯: ହିଜାବ ନ ପିନ୍ଧିବାରୁ ଗିରଫ ହୋଇ ଇରାନ ପୋଲିସ ହେପାଜତରେ ୨୨ ବର୍ଷୀୟା ମାହସା ଆମିନିଙ୍କ ମୃତ୍ୟୁକୁ କେନ୍ଦ୍ର କରି ସେଠାରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ମାହସାଙ୍କୁ ନ୍ୟାୟ ଦାବିରେ ଶତାଧିକ ମହିଳା ଓ ସାଧାରଣ…

ହିଜାବକୁ ଓଢ଼ଣି ସହ ତୁଳନା କଲେ ଜେଡିଏସ୍‌ ନେତା

ନୂଆଦିଲ୍ଲୀ,୨୧ା୯: ହିଜାବ ନିଷେଧ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)ର କର୍ନାଟକ ସଭାପତି ସି.ଏମ୍‌. ଇବ୍ରାହିମ୍‌ ଏହାକୁ ଓଢ଼ଣି ସହ ତୁଳନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ମୁଣ୍ଡକୁ ଓଢ଼ଣିରେ ଢାଙ୍କୁଛନ୍ତି। ଏହା କ’ଣ ପିଏଫ୍‌ଆଇ…

ହିଜାବ ସପକ୍ଷବାଦୀ ପିଏଫ୍‌ଆଇ ପାଇଁ କାମ କରୁଛନ୍ତି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୧ା୯: ୨୦୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରୀ ହିଜାବ ପରିଧାନ କରୁ ନ ଥିଲେ। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଦ୍ୱାରା ହିଜାବକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦ ଆରମ୍ଭ ହୋଇଥିବା କର୍ନାଟକ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ହିଜାବ…

ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା-ଫ୍ରାନ୍ସ…

ନ୍ୟୁୟର୍କ,୨୧।୯ : ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ(ଏସସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ କହିଥିବା ଖୋଲା ମନ୍ତବ୍ୟ ପ୍ରଦାନ କରିଥିଲେ ସେଥିପାଇଁ ମୋଦିଙ୍କୁ ଏବେ ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?