ଫଟୋରେ ଏହି ଦୁଇ କୁନି ଝିଅ ଆଜି ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ବେଳେବେଳେ ସେମାନଙ୍କ ପିଲାଦିନର ଫଟୋ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପାଇଁ ପ୍ରଶଂସକଙ୍କୁ ବହୁତ କଷ୍ଟ ହୋଇଥାଏ। ଆଜି ସେମିତି ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଚିହ୍ନିବା ନେଇ ଦ୍ୱନ୍ଦ୍ୱରେ ପଡ଼ିଛି।

ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କୁ ଆଜି ଅର୍ଥାତ୍‌ ବୁଧବାର ୪୨ ବର୍ଷ ହୋଇଛି। ସେଲିବ୍ରିଟିମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କରୀନାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଚାଲିଛନ୍ତି। କରୀନାଙ୍କ ଭଉଣୀ କରିସ୍ମା କପୁର ତାଙ୍କୁ ଏକ ନିଆରା ଅଭିନନ୍ଦନ ଜଣାଇଛନ୍ତି। କରିସ୍ମା ନିଜ ଇନ୍‌ଷ୍ଟାଗ୍ରାମରେ କରୀନାଙ୍କ ସହ ପିଲାଦିନର ଫଟୋ ଶେୟାର କରିଛନ୍ତି।

ଏହି ଫଟୋଗୁଡ଼ିକରେ କରୀନା ଏବଂ କରିସ୍ମା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ପୋଷ୍ଟ କରି କରିସ୍ମା କରୀନାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା  ସହିତ ତାଙ୍କୁ ସର୍ବୋତ୍ତମ ଭଉଣୀ ଏବଂ ସର୍ବୋତ୍ତମ ବନ୍ଧୁ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି। କରିସ୍ମାଙ୍କ ଏହି ପୋଷ୍ଟରେ ୟୁଜରମାନେ ଅଭିନନ୍ଦନ ଜଣାଇଛନ୍ତି। କରିସ୍ମାଙ୍କ ଏହି ପୋଷ୍ଟରେ ନୀତୁ କପୁର, ମନୀଷ ମାଲହୋତ୍ରା, ଅମୃତା ଆରୋରା, କନିକା କପୁରଙ୍କ ସମେତ ଅନେକ ସେଲିବ୍ରିଟି କରୀନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ପହଞ୍ଚିଲା ସତିଶଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଜମିଲା ସେଲିବ୍ରିଟିଙ୍କ ଭିଡ

ମୁମ୍ବାଇ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପାର୍ଥିବ ଶରୀର ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିଛି। ଆଉ କିଛି ସମୟ...

ପରଦାରେ ‘ଛିଛୋରେ’: ପସନ୍ଦ ଆସୁଛି ସୁଶାନ୍ତ-ଶ୍ରଦ୍ଧାଙ୍କ କଲେଜ ଦିନର କାହାଣୀ

ମୁମ୍ବାଇ: ପରଦାରେ ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଛିଛୋରେ’। ଆମିର ଖାନ୍‌ଙ୍କ ‘ଥ୍ରି ଇଡିଅଟ୍‌ସ’ ଭଳି ଏଥିରେ ରହିଛି କଲେଜ...

ଭାଇଜାନଙ୍କ ପାଇଁ ନାଁ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା।...

କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍‌ରେ ରହିବେ ୧୪ ଦିନ

ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ ଗ୍ରାଜୁଏଶନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌...

ପ୍ରେମିକ ଦେଇନାହାନ୍ତି ଧୋକା, ହୋଇନି ବ୍ରେକ୍‌ଅପ୍‌

ବମ୍ବେ: ପ୍ରେମିକଙ୍କ ସହ ମିଛ ବ୍ରେକ୍‌ଅପ୍‌ ଡ୍ରାମା କରି ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ସୋସିଆଲ ମିଡିଆରେ ସେ ଗୋଟିଏ ପୋଷ୍ଟ...

ପିଲାଦିନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳୁ ନ ଥିଲା, ସ୍ବାମୀ ଛାଡ଼ପତ୍ର ଦେବା ପରେ ଭାଙ୍ଗି ପଡ଼ିଥିଲି: ରଶ୍ମି

ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ...

ରାଘବଙ୍କ ସହ ସମ୍ପର୍କକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ପରିଣୀତି

ଆଜିକାଲି ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କ ନାମ ଆମ ଆଦମୀ ପାର୍ଟି ଏମ୍‌ପି ରାଘବ ଚଢାଙ୍କ...

ଏମିତି ଟୁଇଟ୍‌ କରି ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ସମୟରେ...

Advertisement
Archives

Model This Week