ପାକିସ୍ତାନରେ ବନ୍ୟା: ମୃତ୍ୟୁସଖ୍ୟା ୨୦୪କୁ ବୃଦ୍ଧି
ଇସଲାମାବାଦ,୧୪ା୭: ପ୍ରବଳ ବର୍ଷା ହେତୁ ପାକିସ୍ତାନର ଅନେକ ଜିଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ପାକିସ୍ତାନ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଫଗାନିସ୍ତାନରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)…
ଭାରତଠାରୁ ପରାଜୟ ଇଂଲଣ୍ଡର ଭବିଷ୍ୟତ ପାଇଁ ଭଲ: ମୋଇନ ଅଲି
ଲଣ୍ଡନ,୧୪।୭: ଭାରତଠାରୁ ଟି୨୦ ଏବଂ ଦିନିକିଆ ମ୍ୟାଚ୍ରେ ପରାଜିତ ହେବା ଭବିଷ୍ୟତ ଲାଗି ଭଲ। କାହିଁକି ନା ପରାଜୟରୁ ହିଁ ବହୁତ କିଛି ଶିଖିବାକୁ ମିଳିଥାଏ ବୋଲି କହିଛନ୍ତି ଅଲରାଉଣ୍ଡର ମୋଇନ ଅଲି। ପ୍ରଥମ ଦିନିକିଆରେ ପରାଜୟକୁ ନେଇ ଖବରଦାତାଙ୍କୁ ପ୍ରତିକ୍ରିୟା…
ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ହସ୍ପିଟାଲରେ ଭର୍ତ୍ତି…
ଚେନ୍ନାଇ,୧୪।୭ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁଲାଇ ୧୨ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ହସ୍ପିଟାଲ ପକ୍ଷରୁ ପ୍ରକାଶ ପାଇଥିବା ବୁଲେଟିନ୍ ଅନୁସାରେ ଷ୍ଟାଲିନ୍ଙ୍କଠାରେ ଦେଖାଦେଇଥିବା କରୋନା ଲକ୍ଷଣର…
ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ ମନ୍ତବ୍ୟର ପ୍ରତିବାଦ
କେନ୍ଦୁଝର,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ କଂଗ୍ରେସ ପକ୍ଷରୁ ଜାତୀୟ ମୁଖପାତ୍ର ଅଜୟ କୁମାର ବିବାଦୀୟ ମନ୍ତବ୍ୟ ଦେବା ପ୍ରତିବାଦରେ ଗୁରୁବାର ଭାଜପା ପକ୍ଷରୁ ଜିଲା…
ନୂପୁରଙ୍କୁ ନେଇ ସୁପ୍ରିମ୍କୋର୍ଟଙ୍କ ଟିପ୍ପଣୀର ସମାଲୋଚନା, ଏହା ଶୀର୍ଷକୋର୍ଟଙ୍କ ଅବମାନନା ନୁହେଁ ବୋଲି କହିଲେ ଆଟର୍ନି ଜେନେରାଲ…
ନୂଆଦିଲ୍ଲୀ,୧୪।୭ : ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଟିପ୍ପଣୀ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶୀର୍ଷକୋର୍ଟଙ୍କ ଟିପ୍ପଣୀକୁ ସମାଲୋଚନା କରାଯାଇଥିଲା। କରି ଏହାର ଉତ୍ତରରେ ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ ସମାଲୋଚକଙ୍କ ବିରୋଧରେ ଅବମାନନା ମାମଲା ଚଳାଇବାକୁ ମନା…
ହାତୀ ସହ ଉଛୁଳା ନଦୀ ପାର ହେଲେ ମାହୁନ୍ତ, ଭାଇରାଲ ହେଉଛି ଭୟାନକ ଭିଡିଓ
ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଲୋକମାନେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିବାରୁ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ଏବେ ବିହାରର ବୈଶାଳୀ ଜିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ…
ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବାହାରିଲେ କଂଗ୍ରେସର ବରିଷ୍ଠ ନେତା
ନୂଆଦିଲ୍ଲୀ,୧୪।୭: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ସେ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ସମର୍ଥନ ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରମୋଦ ଟୁଇଟ୍ କରି କହିଛନ୍ତି, ପଣ୍ଡିତ ମୋତିଲାଲ ନେହେରୁଙ୍କଠାରୁ ଆଜି…
ବାମପନ୍ଥୀ-ଚରମପନ୍ଥୀଙ୍କୁ ସୁରକ୍ଷା ଦେବାକୁ କରାଯାଉଛି କି କୋର୍ଟର ବ୍ୟବହାର, ଏସ୍ସିଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୧୪।୭ : ମାଓବାଦୀ ବିରୋଧୀ ଅପରେଶନ ସମୟରେ ଛତିଶଗଡରେ ଆଦିବାସୀଙ୍କ ହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟ(ଏସ୍ସି) ଏକ ୧୩ ବର୍ଷ ପୁରୁଣା ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା…
ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ମୁସ୍ତାଫିଜୁର ରେହମାନ
ଢାକା,୧୪ା୭: ମୁସ୍ତାଫିଜୁର ରେହମାନ ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଏବଂ ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି। ଭାରତକୁ ବାଂଲାଦେଶର ହାଇ କମିଶନର ଭାବେ…
ପାକିସ୍ତାନରେ ଜଣେ ହିନ୍ଦୁ ନାବାଳିକାଙ୍କୁ ଅପହରଣ
ଇସଲାମାବାଦ୍,୧୪।୭: ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ସିନ୍ଧ ପ୍ରଦେଶରେ ଜଣେ ୧୬ ବର୍ଷର ହିନ୍ଦୁ ଝିଅଙ୍କୁ ଅପହରଣ କରିନେଇ ଜୋରଜବରଦସ୍ତ ବିବାହ କରିଦିଆଯାଇଛି। ଅପହରଣ ପରେ ପ୍ରଥମେ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲମାନ…
ଉଦ୍ଧବଙ୍କ ରାଜନୈତିକ ଅସ୍ତିତ୍ୱ ଉପରେ ସଙ୍କଟ, ଶିନ୍ଦେଙ୍କୁ ଭେଟିଲେ ୧୫ ଏମ୍ପି…
ମୁମ୍ବାଇ,୧୪।୭ : ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବାର ଆହ୍ବାନ ବର୍ତ୍ତମାନ ମହାରାଷ୍ଟ୍ରର କ୍ଷମତା ହରାଇଥିବା ଉଦ୍ଧବ ଠାକରେଙ୍କ ସାମ୍ନାରେ ସୃଷ୍ଟି ହୋଇଛି। ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ଏବେ ୪୦ ଜଣ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ସମର୍ଥନ କରୁଛନ୍ତି ଏବଂ…
ପ୍ରଶ୍ନପତ୍ର ଲିକ୍, ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ
ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷା ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେଶନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ…
Archives


