Home

ମିକାଙ୍କ ହୃଦୟର ରାଣୀ ସାଜିବେ ଏହି ପଞ୍ଜାବୀ ଝିଅ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଶୋ’ ‘ସ୍ବୟଂମ୍ବର ମିକା ଦିି ଭୋହତି’କୁ ନେଇ ଖୁବ୍‌ ଚର୍ଚ୍ଚା। ତାଙ୍କର ଏହି ଶୋ’କୁ ଦର୍ଶକେ ବହୁତ ପସନ୍ଦ କରୁଛନ୍ତି। କାରଣ ଦିନକୁ ଦିନ ଏହି ଶୋ’ଟି ଅଧିକ ଆକର୍ଷଣୀୟ ହେଉଛି। ଏହା…

ଜାହାଙ୍ଗୀରପୁରୀ ହିଂସା ମାମଲା: କୋର୍ଟରେ ୨ ହଜାର ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୭: ଜାହାଙ୍ଗୀରପୁରୀ ହିଂସା ମାମଲାରେ ଗୁରୁବାର ଦିଲ୍ଲୀ ପୋଲିସ ରୋହିଣୀ କୋର୍ଟରେ ୨୦୬୩ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ମୋଟ ୩୭ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହି ଚାର୍ଜଶିଟ୍‌ରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଦଙ୍ଗା, ଆକ୍ରମଣ, ସାଧାରଣ…

ମହାରାଷ୍ଟ୍ରରେ ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ମୁମ୍ବାଇ,୧୪ା୭: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ମହାରାଷ୍ଟ୍ର ସରକାର ସମସ୍ତ ଅନୁମୋଦନ ଦେଇଛନ୍ତି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ଏହି ସୂଚନା ଦେଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ଦେବେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ…

ମାଲିକାଣୀଙ୍କୁ ଝୁଣି ମାଂସ ଖାଇଗଲା ପୋଷା କୁକୁର

ଲକ୍ଷ୍ନୌ,୧୪।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ନିଜ ମାଲିକାଣୀଙ୍କୁ କାମୁଡି ତାଙ୍କ ମାଂସ ଖାଇଯାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମୃତ ମହିଳା ଜଣଙ୍କ ହେଲେ ୮୦ ବର୍ଷିୟା ସୁଶୀଳା…

ଗୋଟିଏ ଘଟଣାରେ ଦୁଇଟି ମାମଲା: ଭିଜିଲାନ୍ସ ତଦନ୍ତ ଆରମ୍ଭ

ହାଟଡିହୀ,୧୪ା୭(ଡି.ଏନ୍‌.ଏ.): ସରକାରୀ ଅର୍ଥ ଆତ୍ମସାତ ନେଇ କେନ୍ଦୁଝର ଜିଲା ହାଟଡିହୀ ତହସିଲର ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ନାମରେ ତହସିଲଦାର ଦିଲ୍ଲୀପ କୁମାର ସାହୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନଂ ୧୩୭/୨୦.୬.୨୨ ଅଟେ। ମାମଲା…

ରାହୁଲଙ୍କ କୁଶପୁତ୍ତଳିକା ଦାହ

ବୁଗୁଡ଼ା,୧୪ା୭(ଡି.ଏନ୍‌.ଏ.): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସର ମୁଖପାତ୍ର ଦେଇଥିବା ଅଶାଳୀନ ଓ ଅପମାନ ସୂଚକ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରି ଗୁରୁବାର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଗୁଡ଼ା ମଦନମୋହନ ଛକରେ ରାହୁଲ ଗାନ୍ଧୀଙ୍କ  କୁଶପୁତ୍ତଳିକା ଦାହ…

ଶ୍ରୀଲଙ୍କା ପରିସ୍ଥିତି ଜଟିଳ: ପୁଣି ଲାଗିଲା କର୍ଫ୍ୟୁ

କଲମ୍ବୋ,୧୪।୭: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡିବା ପରେ ଦେଶରେ ରାଜନୈତିକ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ରାଷ୍ଟ୍ରପତି ଏବଂ ସରକାରଙ୍କ ବିରୋଧରେ ବ୍ୟାପକ ପ୍ରଦର୍ଶନ ମଧ୍ୟରେ…

ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାଜପା ଆଶ୍ୱସ୍ତ, ବିଜୟୀ ଘୋଷଣା ହେବା ପରେ ସାରା ଦେଶର ଆଦିବାସୀ ଗାଁରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ପ୍ରକାର ଆଶ୍ୱସ୍ତ ରହିଛି । ଯେମିତି ସେ ବିଜୟୀ ଘୋଷିତ ହେବେ ତା’ପରେ ପରେ ସାରା ଦେଶରେ ଉତ୍ସବ ପାଳନ କରାଯିବ…

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୪।୭: ଆସନ୍ତା ମାସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳର ଅଧିନାୟିକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ। ତେବେ ବିରାଟ କୋହଲି,…

ଝରକା ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୪ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଫକୀର ମୋହନ ପଣ୍ଡାଙ୍କ ଘରୁ ଦୁର୍ବୃତ୍ତମାନେ ଝରକା ଗ୍ରୀଲ୍‌ ଭାଙ୍ଗି ସୁନା,ଟଙ୍କା,ମୋବାଇଲ ଚୋରି କରିନେଇଛନ୍ତି। ଏ ନେଇ ଫକୀର ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘରେ କେହି ନ…

ପୌରପାଳିକା ସଫେଇ କର୍ମଚାରୀଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୧୪ା୭(ସ୍ବ.ପ୍ର.): ବିଭିନ୍ନ ସମସ୍ୟା ନେଇ ଗୁରୁବାର କେନ୍ଦୁଝର ପୌରପାଳିକାର ସଫେଇ କର୍ମଚାରୀମାନେ କାମ ବନ୍ଦ କରି ସକାଳୁ ଅଫିସ ଘେରାଉ କରିଛନ୍ତି। ଫଳରେ ସହରରେ ସଫେଇ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ଚାରିଆଡ଼େ ମଇଳା ଆବର୍ଜନା ଜମା ହୋଇରହିଛି। ଦୀର୍ଘ ବହୁ…

ମହାରାଷ୍ଟ୍ରରେ ୫ ଟଙ୍କା କମିଲା ପେଟ୍ରୋଲ ଦାମ…

ମୁମ୍ବାଇ,୧୪।୭ : ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ମଧ୍ୟରେ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଉପହାର ଦେଇଛନ୍ତି। ରାଜ୍ୟରେ ପେଟ୍ରୋଲ ଦାମକୁ ଲିଟରପିଛା ୫ ଟଙ୍କା କମାଇଛନ୍ତି। ଗୁରୁବାର ମୁମ୍ବାଇରେ ଶିନ୍ଦେ ଏନେଇ ଘୋଷଣା କରିଛନ୍ତି। ସେହିପରି ଡିଜେଲ ଦାମ୍‌ ଲିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri