Posted inଜାତୀୟ

ୟୁପି ବିଧାନସଭାରେ ସିଆରପିସି ସଂଶୋଧନ ବିଲ ଆଗତ, ମହିଳାଙ୍କ ପ୍ରତି ଗୁରୁତର ଅପରାଧ ମାମଲାରେ ମିଳିବନି ଆଗୁଆ ଜାମିନ…

ଲକ୍ଷ୍ନୌ, ୨୨।୯ : ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସିଆରପିସି ସଂଶୋଧନ ବିଲ ଆଗତ ହୋଇଛି। ଏହି ବିଲ ଅନୁସାରେ ଗୁରୁତର ମହିଳା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଆଉ ଆଗୁଆ ଜାମିନ ମିଳିବନି। ମହିଳାଙ୍କ ଉପରେ ହୋଇଥିବା ଗୁରୁତର ଅପରାଧ ମାମଲାରେ ଆଗୁଆ ଜାମିନ ପ୍ରାବଧାନ ଏବେ ଶେଷ ହେବାକୁ ଯାଉଛି।

ରାଜ୍ୟରେ ମହିଳାଙ୍କ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା ଶୁଣାଣି ବେଳେ କୋର୍ଟ ଭିତରେ ବେହୋସ୍‌ ହୋଇଗଲେ ଜଷ୍ଟିସ ଭାନୁମଥି

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ ନେଇ ଶୁକ୍ରବାର ଶୁଣାଣି ଚାଲୁଥିବା ସମୟରେ କୋର୍ଟ ଭିତରେ ଜଷ୍ଟିସ ଆର୍‌. ଭାନୁମଥି...

ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ...

ଭାରତରେ ମଙ୍କିପକ୍ସ ଚିହ୍ନଟ ପାଇଁ ବିକଶିତ ହେଲା କିଟ୍‌: ଘଣ୍ଟାକରେ ଆସିବ ରିପୋର୍ଟ

ନୂଆଦିଲ୍ଲୀ,୨୮।୫: ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ୨୦ରୁ ଅଧିକ ଦେଶରେ ବ୍ୟାପସାରିଲାଣି। ବିଶ୍ୱ ସ୍ବାସ୍ଥ୍ୟ...

ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍‌ପିଏଲ୍‌ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଆସନ୍ତା...

ୟୁପିରେ ୩ଟା ସୁଦ୍ଧା ୪୬.୪୦% ମତଦାନ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି...

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ସରକାରଙ୍କ ନୂତନ ଯୋଜନା…

ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଅସ୍ତ୍ରଶସ୍ତ୍ର ଉତ୍ପାଦନ ଏବଂ...

ଅମରିନ୍ଦର କଲେ ଘୋଷଣା: ଗଢିବେ ନୂଆ ଦଳ

ଚଣ୍ଡିଗଡ,୨୦।୧୦: ଶେଷରେ ପଞ୍ଜାବରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ପାଇଁ କ୍ୟାପଟେନ ଅମରିନ୍ଦର ସିଂ। ଏନେଇ ସେ ବୁଧବାର ଘୋଷଣା କରିଛନ୍ତି। ଏହି...

ଘରକୁ ଘର ବୁଲି ଭାକ୍ସିନ ଦେବାର ସମୟ ଆସିନାହିଁ

ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍‌-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର...

Advertisement
Archives

Model This Week