Home

ଭାରତରେ ଗରିବ ସ୍ୱପ୍ନ ଦେଖିପାରିବେ, ମୁଁ ନିର୍ବାଚିତ ହେବା ଏହାର ପ୍ରମାଣ: ଦ୍ରୌପଦୀ

ନୂଆଦିଲ୍ଲୀ,୨୫ ।୭: ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ସୋମବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନା ରାଷ୍ଟ୍ରପତିଙ୍କୁ ପଦ ଓ…

‘ବଙ୍ଗବିଭୂଷଣ’ ପୁରସ୍କାର ନେବାକୁ ମନାକଲେ ଅମର୍ତ୍ତ୍ୟ ସେନ

କୋଲକତା,୨୫।୭: ନୋବେଲ ପୁରସ୍କାର ବିଜେତା ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବଙ୍ଗବିଭୂଷଣ’ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହି ବିଶେଷ ସମ୍ମାନ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଏ। ଅମର୍ତ୍ତ୍ୟ ସେନଙ୍କ ନିଷ୍ପତ୍ତି…

ମାଙ୍କଡ଼କୁ ଚିଡ଼ାଉଥିଲେ ଯୁବତୀ, କେଶ ଧରି ଭିଡ଼ିନେଲା; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ମଜାଳିଆ ହୋଇଥିବା ବେଳେ ଆଉ କେତେକ ଅତ୍ୟନ୍ତ ସ୍ପର୍ଶକାତର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ପଶୁମାନଙ୍କୁ ଥଟ୍ଟା କରିବା…

ଏଲଏସିରେ ଏସ୍‌-୪୦୦ ତୋପ ମୁତୟନ କରିବ ଭାରତ…

ଲଦାଖ,୨୫।୭ : ଏଲଏସିରେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ଅଣ୍ଡା ଭିଡ଼ିଛି। ଏନେଇ ଭାରତ ଏଲଏସିରେ ଏସ୍‌-୪୦୦ ତୋପ ମୁତୟନ କରିବାକୁ ଯୋଜନା କରିଛି। ଏହା ସହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି।…

ଗୋଟାବାୟାଙ୍କ ନାଁରେ ଯୁଦ୍ଧ ଅପରାଧ ମାମଲା

ସିଙ୍ଗାପୁର,୨୫ା୭: ଦକ୍ଷିଣ ଆଫ୍ରିକାସ୍ଥିତ ଅଧିକାର ଭିତ୍ତିକ ଗୋଷ୍ଠୀ ସିଙ୍ଗାପୁରର ଆଟର୍ନିଂ ଜେନେରାଲଙ୍କ ନିକଟରେ ଅପରାଧିକ ଅଭିଯୋଗ ଦାଖଲ କରି ଯୁଦ୍ଧ ଅପରାଧ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ଟ୍ରୁଥ୍‌ ଆଣ୍ଡ୍‌ ଜଷ୍ଟିସ୍‌…

‘ଭାଜପା ଏଜେଣ୍ଡା ପୂରଣ କରିଛନ୍ତି ରାମନାଥ କୋବିନ୍ଦ’

ନୂଆଦିଲ୍ଲୀ,୨୫।୭: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ…

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୫।୭: ବଲିଉଡର ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ସୋସିଆଲ ମିଡିଆରେ ମିଳିଛି ହତ୍ୟା ଧମକ। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିକି ମୁମ୍ବାଇର ସାଣ୍ଟାକ୍ରୁଜ ଥାନାରେ ଅଭିଯୋଗ ଆଣିଛନ୍ତି। ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି…

ପୁଣି ହୃଦୟ ଜିତିଲେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ରୁଷୋ ବ୍ରଦର୍ସଙ୍କ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ଜରିଆରେ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି। ଅନ୍ତର୍ଜାତୀୟ ପରଦାରେ ଧନୁଷଙ୍କ ଜଲଓ୍ବା ଦେଖି ତାଙ୍କର ପ୍ରଶଂସକମାନେ ବେଶ୍‌ ଖଉସି ଅଛନ୍ତି। ନିକଟରେ…

ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ଦ୍ରୌପଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ଶପଥ…

ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍‌-ସବା

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପ୍ରଶଂସା କରୁଥିବା ଦେଖାଯାଏ। ନିକଟରେ ସବା…

ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପିଥାଏ ମଙ୍କିପକ୍ସ ସଂକ୍ରମଣ, ସର୍ଭେ ରିପୋର୍ଟ…

ଲଣ୍ଡନ,୨୫।୭ : ମଙ୍କିପକ୍ସ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ୭୫ରୁ ଅଧିକ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫ ହଜାରକୁ ବୃଦ୍ଧି ପାଇଛି। ଭାରତରେ ମଧ୍ୟ ଚାରିଟି ମାମଲା ଚିହ୍ନଟ ହୋଇଛି। ଏହାର ଅଧିକାଂଶ ଆକ୍ରାନ୍ତ ପୁରୁଷ…

ପାର୍କରେ ଗୁଳି: ୨ ମୃତ, ୫ ଆହତ

ଲସ୍‌ ଆଞ୍ଜେଲ୍‌ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ସାନ୍‌ପେଡ୍ରୋରେ ଥିବା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri