ସିଏସ୍‌ଆଇଆର୍‌ର ୮୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧।୧୦: ଦେଶର ପ୍ରମୁଖ ଗବେଷଣାତ୍ମକ ସଂସ୍ଥା କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ୮୧ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜି (ଆଇଏମ୍‌ଏମ୍‌ଟି), ଭୁବନେଶ୍ୱର ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ନାଇଜରର ନିର୍ଦ୍ଦେଶକ ସୁଧାକର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଏବଂ ଶିକ୍ଷାର ଗୁରୁତ୍ୱ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏପରିକି ଛାତ୍ରୀଛାତ୍ରଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ସହ ଆମ ଦାୟିତ୍ୱକୁ ଭୁଲି ନ ଯିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏମ୍‌ଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ୱ ବାସୁ କହିଛନ୍ତି, ସିଏସ୍‌ଆଇଆର୍‌ ଦ୍ୱାରା ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି କୋଭିଡ୍‌ ସମୟରେ ଦେଶର ଉନ୍ନତି ସମେତ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ବହୁ କାର୍ଯ୍ୟ କରିଛି। ଏହା ସହିତ ଭାଇରସ୍‌ ଜେନୋମିକ ଷ୍ଟଡିଜ୍‌ଠୁ ଆରମ୍ଭକରି ବିଭିନ୍ନ ପ୍ରକାର ଶକ୍ତିର ଉତ୍ସ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷଣ କୋଭିଡ୍‌ ସମୟରେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ନ ମିଳିଲେ ଖର୍ଚ୍ଚ କମାଇବେ ରାଜ୍ୟ

ନୂଆଦିଲ୍ଲୀ,୧୩।୯:ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ସହମତି ହୋଇପାରିନାହିଁ। ଏ ସଂକ୍ରାନ୍ତ କ୍ଷତିପୂରଣ ଯଦି ନ ମିଳେ ତେବେ ରାଜ୍ୟଗୁଡିକ...

ଆଇଡିଏଫ୍‌ସି ଏଏମ୍‌ସିରେ ଯୋଗଦେଲେ ମନୀଷ

ନୂଆଦିଲ୍ଲୀ,୨୮।୧: ଦେଶର ପ୍ରମୁଖ ଏଏମ୍‌ସି ସଂସ୍ଥା ଆଇଡିଏଫ୍‌ସି ଆସେଟ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଲିମିଟେଡ୍‌ (ଆଇଡିଏଫ୍‌ସି ଏଏମ୍‌ସି)ର ଇକ୍ୱିଟିଜ୍‌ ବିଭାଗର ମୁଖ୍ୟ ମନୀଷ ଗୁନ୍‌ୱାନିଙ୍କୁ ନିକଟରେ ନିଯୁକ୍ତି...

ଜିଓରେ କ୍ୱାଲ୍‌କମ୍‌ର ୭୩୦ କୋଟି ନିବେଶ

ନୂଆଦିଲ୍ଲୀ,୧୨।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମରେ କ୍ୱାଲ୍‌କମ୍‌ ଭେଞ୍ଚରର ନିବେଶ ଫାର୍ମ କ୍ୱାଲ୍‌କମ୍‌ ଇନ୍‌କର୍ପୋରେଟେଡ ୭୩୦ କୋଟି ଟଙ୍କା ନିବେଶ କରିଛି। ୫ଜି ଏବଂ...

କୃଷି ଋଣ ଉପରେ ୩ ମାସର ମୋରାଟୋରିୟମ

ନୂଆଦିଲ୍ଲୀ,୨୨।୪: କୃଷି ଋଣ ନେଇଥିବା କୃଷକଙ୍କୁ ମିଳିବ ଆଶ୍ୱସ୍ତି । କୃଷି ଋଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମଙ୍ଗଳବାର ୩ ମାସର ମୋରାଟୋରିୟମ ଘୋଷଣା...

ଦୁର୍ବଳ ହେବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୧୩।୪ : ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ଏହାର ପ୍ରଭାବ...

ଅଭିବୃଦ୍ଧି ପୂର୍ବାନୁମାନ ୪.୮%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୨୧-୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍‌ଏଫ୍‌) ସୋମବାର ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୪.୮%କୁ ଖସାଇଛି। ଏହି ଏଜେନ୍ସି ଭାରତ...

ଫ୍ୟୁଚର ଗ୍ରୁପ୍‌ରେ ଅଂଶଧନ କିଣିପାରେ ରିଲାଏନ୍ସ

ନୂଆଦିଲ୍ଲୀ,୨୭।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁକେଶ ଅମ୍ବାନୀ ବର୍ତ୍ତମାନ ଚର୍ଚ୍ଚାରେ ରହି ଆସିଛନ୍ତି। ରିଟେଲ କାରବାରରେ ନିଜର ଉପସ୍ଥିତିକୁ ଦୃଢ କରିବା ଲାଗି ରିଲାଏନ୍ସ ଫ୍ୟୁଚର ଗ୍ରୁପ୍‌ରେ...

ଇଲେକ୍ଟ୍ରିକ୍‌ ପେ ସହ ଜେଏସ୍‌ଡବ୍ଲ୍ୟୁର ଇଭି ଚାର୍ଜିଂ ସହଭାଗିତା

ଭୁବନେଶ୍ୱର,୧୧।୮: ଦେଶର ପ୍ରମୁଖ ଇଭି ଚାର୍ଜିଂ ପ୍ଲାଟ୍‌ଫର୍ମ ଇଲେକ୍ଟ୍ରିକ ପେ ସହ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଏକ ଚାର୍ଜିଂ ସହଭାଗିତା ସ୍ଥାପନ ହୋଇଛି। ଇଲେକ୍‌ଟ୍ରିକ ଯାନ କିଣିବା...

Advertisement
Archives

Model This Week