Home

ଦିଲ୍ଲୀରେ ଡ୍ରାଏ ଡେ ସଂଖ୍ୟା ୨୧କୁ ବୃଦ୍ଧି, ଦଶହରା-ଦୀପାବଳି-ଇଦ୍‌ରେ ବନ୍ଦ ରହିବ ମଦ ଦୋକାନ…

ନୂଆଦିଲ୍ଲୀ,୫।୧୦ : ଦଶହରା, ଦୀପାବଳି, ଇଦ, ମିଲାଦ-ଉନ-ନବି ଏବଂ ବାଲ୍ମିକୀ ଜୟନ୍ତୀ ଭଳି ପର୍ବରେ ମଦ ଦୋକାନ ବନ୍ଦ ହେବା ସହିତ ଦିଲ୍ଲୀ ସରକାର ପୁଣି ଡ୍ରାଏ ଡେ କୁ ୨୧ ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକାରୀମାନେ ଏହି…

ଦଶହରାରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍‌ଙ୍କ ଜୀବନ

ନୂଆଦିଲ୍ଲୀ,୫।୧୦: ଦେଶରେ ବର୍ତ୍ତମାନ ଦଶହରା ମାହୋଲ ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି।…

ପୁଣି ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ଆମେରିକା

କିଭ୍‌,୫।୧୦: ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ କାହାରି ଧାରଣା ନ ଥିଲା ଯେ, ୟୁକ୍ରେନ ନିଜକୁ ଏତେ ଦିନ ପର୍ଯ୍ୟନ୍ତ ନିଜକୁ ବଞ୍ଚାଇ…

ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ: ମେହବୁବା…

ଶ୍ରୀନଗର,୫।୧୦ : ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଦାବି କରିଛନ୍ତି ଯେ ତାଙ୍କୁ ଉତ୍ତର କଶ୍ମୀରର ପଟ୍ଟନ ସହରକୁ ଯିବାକୁ ବାରଣ କରାଯାଇ ଘରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି କହିଛନ୍ତି ଯେ ଯେତେବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା…

ସଂସଦୀୟ କମିଟିରେ ପରିବର୍ତ୍ତନ, କଂଗ୍ରେସ ହାତରୁ ଆଇଟି-ସ୍ବରାଷ୍ଟ୍ର ମାମଲା ଅଧ୍ୟକ୍ଷତା ଛଡ଼ାଇ ନେଲା ଶାସକ ଭାଜପା…

ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସରକାର ସ୍ବରାଷ୍ଟ୍ର ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷତା କଂଗ୍ରେସ ହାତରୁ ଛଡ଼ାଇ ନେଇଛି। ଏହା ସହିତ ବହିର୍ବ୍ୟାପାର ବିଭାଗ, ପ୍ରତିରକ୍ଷା ବିଭାଗ, ଅର୍ଥ ବିଭାଗ ଆଦି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ଅଧ୍ୟକ୍ଷ ପଦବୀ ଶାସକ ଭାଜପା…

ମୋଦିଙ୍କ ସହ କଥା ହେଲେ ଜେଲେନ୍‌ସ୍କି: କହିଲେ…

କିଭ୍‌/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଭୋଲୋଡିମିର ଜେଲେନ୍‌ସ୍କି ମୋଦିଙ୍କ…

ଗୋଟିଏ ହେଉ ସଭିଙ୍କ ମନ୍ଦିର, ପାଣି-ଶ୍ମଶାନ-ଘୋଡ଼ୀ ଚଢ଼ିବା ନେଇ ବିବାଦ ଠିକ୍‌ ନୁହେଁ: ଭାଗଓ୍ବତ…

ନାଗପୁର,୫।୧୦ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ତାଙ୍କ ଦଶହରା ଅଭିଭାଷଣରେ ସମାଜରେ ଏକତା ପାଇଁ ନିବେଦନ କରିଛନ୍ତି। ବିଶେଷକରି ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ମୋହନ ଭାଗବତ କହିଛନ୍ତି ଯେ କିଏ ଘୋଡୀ ଚଢ଼ିପାରିବ ଏବଂ କିଏ ପାରିବ…

ମହିଷାସୁର ସ୍ଥାନରେ ମହାତ୍ମା : ମୁହଁ ଖୋଲିଲା ହିନ୍ଦୁ ମହାସଭା…

କୋଲକାତା,୫।୧୦ : ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦକ୍ଷିଣ-ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଥିବା ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ଭଳି ଦେଖାଯାଉଥିବା ମୂର୍ତ୍ତି ରଖାଯାଇଥିଲା। ଜାତିର ପିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ…

ଦେଶର ସୁରକ୍ଷା ସୁରକ୍ଷିତ ହାତରେ: ରାଜନାଥ…

ଚାମୋଲି,୫।୧୦ : ଦଶହରାର ଶୁଭ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଔଲି ମିଲିଟାରୀ ଷ୍ଟେଶନରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଉପସ୍ଥିତିରେ ଶସ୍ତ୍ର ପୂଜା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଭାରତ…

ଫ୍ଲୋରିଡାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗାପୂଜା

ଫ୍ଲୋରିଡା,୫।୧୦: ସାରା ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଗାଁଠୁ ସହର ଦେଶରୁ ବିଦେଶ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ। କରୋନା ପାଇଁ ଗତ ୨ବର୍ଷ ହେଲା ଦୁର୍ଗାପୂଜା ପାଳନ କେବଳ ରୀତିନୀତିରେ ସୀମିତ ରହିଥିଲା। ହେଲେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ…

ପ୍ରଫେଟ ବିବାଦ ନେଇ ଭାଗଓ୍ବତଙ୍କ ପରାମର୍ଶ, କାହାର ଶ୍ରଦ୍ଧାକୁ ଆଘାତ ଦେବା ଉଚିତ ନୁହେଁ…

ନାଗପୁର,୫।୧୦ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ବିଜୟାଦଶମୀ ଉପରେ ଦେଇଥିବା ଅଭିଭାଷଣରେ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବୃତ୍ତି ହେତୁ ନିକଟରେ ଆରମ୍ଭ ହୋଇଥିବା ବିବାଦ ବିଷୟରେ କହିଛନ୍ତି। ଏହି ସମୟ ମଧ୍ୟରେ ସେ କାହାର ନାମ ନେଇ ନଥିଲେ, କିନ୍ତୁ…

ଦୈନିକ ସଂକ୍ରମଣରେ ୩୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୫।୧୦ : ଦେଶରେ କରୋନା ଆତଙ୍କ ଥମିବାର ନା ଧରୁନି। ବୁଧବାର (ଅକ୍ଟୋବର ୫) ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨,୪୬୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ଗତକାଲି ତୁଳନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?