ବ୍ରିଟେନ ମହାରାଣୀ ଅସୁସ୍ଥ: ସ୍କଟଲାଣ୍ଡରେ ପହଞ୍ଚିଲା ରାଜ ପରିବାର
ଲଣ୍ଡନ,୮।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାକୁ ନେଇ ଡାକ୍ତର ଚିନ୍ତା ପ୍ରକଟ କରିଥିବା ବେଳେ ୯୬ବର୍ଷୀୟା ମହାରାଣୀ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଏନେଇ ବକିଂଘମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ରାଜ ପରିବାରର ସମସ୍ତ…
ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କଲେ ମୋଦି
ନୂଆଦିଲ୍ଲୀ,୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟରେ ଇଣ୍ଡିଆ ଗେଟ ନିକଟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାପରେ ସେ ମୂର୍ତ୍ତି ନିକଟରେ ପୁଷ୍ପାଞ୍ଜଳି ଦେଇଛନ୍ତି । ସୁଭାଷ ବୋଷଙ୍କ ଏହି…
୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ
ନାଇରୋବି,୮।୯: ବିଶ୍ୱର ପଡ଼ ପରିବାର। ଜଣେ ବକ୍ତିଙ୍କ ୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ। ୬୧ବର୍ଷୀୟ ଡେଭିଡ ସକାୟୋ କାଲୁହାନା ନାମକ ଜଣେ ବ୍ୟକ୍ତି ସମସ୍ତ ସ୍ତ୍ରୀଙ୍କ ସହିତ ପଶ୍ଚିମ କେନିଆର ଏକ ଛୋଟ ଗାଁରେ ରୁହନ୍ତି। ସେ ସମସ୍ତ ସ୍ତ୍ରୀଙ୍କ ପାଇଁ ବିଭିନ୍ନ…
ଘରୋଇ ବିଦ୍ୟୁତ୍ ଦର କମାଇବେ ସରକାର
ଲଣ୍ଡନ,୮ା୯: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଗୁରୁବାର କହିଛନ୍ତି, ଆଗାମୀ ଦିନରେ ପ୍ରବଳ ଥଣ୍ଡା ପାଗର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ତାଙ୍କ ସରକାର ଘରୋଇ ତଥା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତି ମୂଲ୍ୟ ହ୍ରାସ କରିବେ। ସଂସଦରେ…
ବିଗୁଲ ବଜାଇଲେ ମମତା: ନୀତୀଶ-ସୋରେନଙ୍କ ସହ ଲଢ଼ିବେ ୨୦୨୪ ନିର୍ବାଚନ
କୋଲକାତା,୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତା ମମତା ବାନାର୍ଜୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ବିଗୁଲ ବଜାଇଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହୋଇ ନିର୍ବାଚନ ଲଢ଼ିବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡ଼ଖଣ୍ଡ…
ଫଟୋ ଶେୟାର ନୀତୀଶଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, ପରେ କରିଦେଲେ ଡିଲିଟ୍
ପାଟନା, ୮।୯: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫଟୋ ଜରିଆରେ ଟାର୍ଗେଟ୍ କରିଛନ୍ତି। ସେ ଟୁଇଟର୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୀତୀଶ କୁମାରଙ୍କ ୪ଟି ଫଟୋ ଶେୟାର କରିଛନ୍ତି। ଏହି ସମସ୍ତ ଫଟୋରେ…
୩୦ କୋଟିରୁ ଅଧିକ ଓପନିଂ କରିପାରେ ‘ବ୍ରହ୍ମାସ୍ତ୍ର’
ବମ୍ବେ: ଶୁକ୍ରବାର ପରଦାକୁ ଆସିବ ବିଗ୍ ବଜେଟ୍ରେ ନିର୍ମାଣ ହୋଇଥିବା ‘ବ୍ରହ୍ମାସ୍ତ୍ର’। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଏଯାବତ ଦେଢ଼ ଲକ୍ଷ ଟିକେଟ ବିକ୍ରି ହୋଇଛି। ଏଥିରେ ୮ କୋଟି ଟଙ୍କା ଆୟ…
ଜଳବାୟୁ ପରିବର୍ତ୍ତନ ନେଇ ଆଇନ ପ୍ରଣୟନ
ମେଲବୋର୍ନ,୮ା୯: ଅଷ୍ଟ୍ରେଲିଆରେ ପରିବେଶକୁ ସଫାସୁତରା ରଖିବା ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦେଶର ସଂସଦ ଗୁରୁବାର ଗ୍ରୀନ୍ସ ପାର୍ଟି ଏବଂ ସ୍ବାଧୀନତାବାଦୀଙ୍କ ସମର୍ଥନରେ ଏକ ଆଇନ ପ୍ରଣୟନ କରି ୨୦୩୦ ସୁଦ୍ଧା କାର୍ବନ ନିର୍ଗମନକୁ…
ପୁଣି କେନ୍ଦ୍ର ସରକାରକୁ ଟାର୍ଗେଟ୍ କଲେ ମମତା: କହିଲେ, ମୁଁ ଯେମିତି ତାଙ୍କ ଶ୍ରମିକ
କୋଲକତା,୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ସନ୍ଧ୍ୟାରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ସମାରୋହରେ ନିମନ୍ତ୍ରଣ…
ଏମ୍କେସିଜିରୁ ପୁଣି ଖସିଲା ଶିଲିଂ
ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁର ଏମ୍କେସିଜିରେ ଗୁରୁବାର ପୁଣି ଅଘଟଣ ଘଟିଛି। ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାର ଶିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ୟୁରୋଲୋଜି ଓ୍ବାର୍ଡରେ ନିଆଁ ଲାଗିଯାଇଥିଲା। ଏବେ ପୁଣି ଥରେ ଶିଲିଂ ଖସିବାରୁ ଲୋକେ ଭୟଭୀତ…
ପାକିସ୍ତାନୀ ଖେଳାଳିଙ୍କ ପ୍ରିୟ ନାୟିକା ‘ଡିମ୍ପଲ ଗର୍ଲ’
ମୁମ୍ବାଇ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି। କିନ୍ତୁ ସେ ବିଭିନ୍ନ ଦେଶର କ୍ରିକେଟ ଲିଗ୍ରେ ଖେଳୁଛନ୍ତି। ଏବେ ଏକ କାରଣକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ଅମୀର କାରବିଆନ ପ୍ରିମିୟର ଲିଗ୍ରେ…
ପୁରୁଷ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ
ନୂଆଦିଲ୍ଲୀ,୮।୯: ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳ ଚାରୋଟି ଭିନ୍ନ ଗ୍ରୁପ୍ରେ ସ୍ଥାନିତ କରାଯାଇଛି। ଭାରତ ଇଂଲଣ୍ଡ, ସ୍ପେନ ଏବଂ ୱେଲ୍ସ ସହିତ ଗ୍ରୁପ ଡିରେ ଅଛି। ଏଥି ସହିତ ଅଷ୍ଟ୍ରେଲିଆ ଗ୍ରୁପ…
Archives


