Home

୪ ଅପହୃତ ଭାରତୀୟଙ୍କ ମୃତ ଦେହ ମିଳିଲା, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୬।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଅପହୃତ ହୋଇଥିବା ଚାରିଜଣ ଭାରତୀୟ ମୂଳ ଲୋକଙ୍କର ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି।…

୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୩ ହଜାର ତଳେ ରହିଛି। ଗତ ୨୪…

ଭାରତ ଯୋଡ଼ ଯାତ୍ରାରେ ସୋନିଆ ସାମିଲ…

ବେଙ୍ଗାଲୁରୁ,୬।୧୦ : ଦୁଇ ଦିନିଆ ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ପୁଣି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଥମ ଥର ପାଇଁ ଏହି ପଦଯାତ୍ରାରେ…

ରାବଣ ବଦଳରେ ଇଡି-ସିବିଆଇ ପୁତ୍ତଳିକା ଜଳାଇଲେ କଂଗ୍ରେସକର୍ମୀ…

ଭୁଜ,୬।୧୦ : ଦଶହରାର ରାବଣ ପୋଡ଼ି ଅବସରରେ କଂଗ୍ରେସ ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଏହା ସହିତ ଏନସେଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ)ର କାର୍ଯ୍ୟକୁ ବିରୋଧ କରାଯାଇ ପ୍ରଦର୍ଶନ କରାଯାଇଛି। ଗୁଜୁରାଟର ଭୁଜର କୁଞ୍ଚ ଜିଲା କଂଗ୍ରେସ…

୨ ବସ୍‌ ମଧ୍ୟରେ ଧକ୍କା, ୯ ମୃତ, ୪୦ରୁ ଅଧିକ ଆହତ…

ଥିରୁଭାନନ୍ତପୁରମ,୬।୧୦ : କେରଳରେ ଦୁଇଟି ବସ ମଧ୍ୟରେ ହୋଇଥିବା ଧକ୍କାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ପଲକ୍କଡ ଜିଲାର ଭଡକନଚେରୀ ଠାରେ ଦୁଇଟି ଦ୍ରୁତଗାମୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା…

ଭାରତୀୟ କଫ୍‌ ସିରପ୍‌ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୬।୧୦ : ଭାରତୀୟ କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ ଚାରୋଟି କଫ୍‌ ଏବଂ ଥଣ୍ଡା ସିରପ୍‌କୁୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ ଏକ ସତର୍କ ସୂଚନା ଜାରି କରିଛି। ସଂଗଠନ କହିଛି ଯେ ଏହି କଫ୍‌ ସିରପ୍‌ ଗାମ୍ବିଆ ଦେଶରେ…

ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ୩ ଭାରତୀୟ…

ନୂଆଦିଲ୍ଲୀ/ଷ୍ଟକହୋମ,୬।୧୦ : ଅକ୍ଟୋବର ୭ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ। ଏହାପୂର୍ବରୁ କିଛି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ ଏହି ପୁରସ୍କାର ପାଇଁ ତିନିଜଣ ଭାରତୀୟ ଦୌଡ଼ରେ ଅଛନ୍ତି। ସେମାନଙ୍କୁ ଶାନ୍ତି ପୁରସ୍କାର ପାଇଁ ବିଚାର…

ରୁଷିଆ ମହାକାଶଚାରୀ ଆମେରିକାରୁ ଆରମ୍ଭ କଲେ ଯାତ୍ରା…

ଓ୍ବାଶିଂଟନ,୬।୧୦ : ବୁଧବାର ଦିନ, କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରୁଷିଅରେ ମହାକାଶଚାରୀ ଆମେରିକାର ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିଛନ୍ତି। ୟୁକ୍ରେନ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବା ସତ୍ତ୍ୱେ…

ଇମ୍ରାନଙ୍କ ନିର୍ଦ୍ଦେଶରେ ଏଫଆଇଏ ମହାନିର୍ଦ୍ଦେଶକଙ୍କୁ ଶୌଚାଳୟରେ ବନ୍ଦ କରାଯାଇଥିଲା…

ଇସଲାମାବାଦ,୬।୧୦ : ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏଫଆଇଏ) ର ପୂର୍ବତନ ମହାନିର୍ଦ୍ଦେଶକ ବଶିର ମେମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ବଶିରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅବାସରେ ଶୌଚାଳୟରେ କରାଯାଇଥିଲା। ମିଡିଆ ରିପୋର୍ଟରେ ଏହି ଖବର…

କଟକଣାକୁ ଅଣଦେଖା, ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ପୋୟାଙ୍ଗୟଙ୍ଗ,୬।୧୦ : ଜାପାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କଟକଣାକୁ ଅଣଦେଖା କରି ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଗୁରୁବାର ଦିନ ଏହାର…

ମେକ୍ସିକୋ ସିଟି ହଲରେ ଗୁଳିକାଣ୍ଡ ମେୟରଙ୍କ ସମେତ ୧୮ ମୃତ

ମେକ୍ସିକୋ,୬ ।୧୦: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନି । ମିଳିଥିବା ଖବର ଅନୁଯାୟୀ, ମେକ୍ସିକୋ ସିଟି ହଲରେ ଆଖିବୁଜା ଗୁଳିଚାଳନରେ ଅତିକମରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ମଧ୍ୟରେ ମେୟର ରହିଥିବା କୁହାଯାଉଛି ।…

ଓପେକ ଦେଶ ତୈଳ ଉତ୍ପାଦନ କମାଇବାକୁ କଲେ ଘୋଷଣା, ଦିନକୁ ଦୁଇ ନିୟୁତ ବ୍ୟାରେଲ ହେବ ହ୍ରାସ…

ଭିଏନା,୬।୧୦ : କରୋନା ମହାମାରୀର ଅଢ଼େଇ ବର୍ଷ ଓପେକ ସଦସ୍ୟ ଦେଶର ପ୍ରତିନିଧୀମାନେ ଭିଏନାରେ ଏକାଠି ହୋଇ ତୈଳ ଉତ୍ପାଦନ ପରିମାଣକୁ ପ୍ରତିଦିନ ଦୁଇ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ସହମତି ହୋଇଛନ୍ତି। ଉତ୍ପାଦନ ହ୍ରାସ କରିବାର ଏହି ନିଷ୍ପତ୍ତି ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?