Home

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ,୬ା୧୦: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ସକାଳ ୫ଟା ୧୮ମିନିଟ୍‌ରେ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି।ଅବକାଶ ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କର…

ଏ ବିଲ୍ଡିଂରୁ ସେ ବିଲ୍ଡିଂକୁ ଉଡ଼ି ଖାଦ୍ୟ ଯୋଗାଉଛନ୍ତି ଡେଲିଭରି ବୟ, ଭିଡିଓ ଦେଖିଲେ…

ବିଶ୍ୱ ଦିନକୁ ଦିନ ବିକାଶର ନୂତନତା ଆଡ଼କୁ ଗତି କରୁଛି। ଏହି ଯେମିତି ବିଦ୍ୟୁତ୍‌, ମୋବାଇଲ, ଯାନବାହନ, ବିଭିନ୍ନ ମେଶିନ ଉପରେ ଲୋକେ ଏମିତି ନିର୍ଭରଶୀଳ ଯେ, ଏଗୁଡ଼ିକ ବିନା ମୁହୂର୍ତ୍ତେ ବଞ୍ଚିହେବନି। ଯେତେବେଳେ ମଣିଷ ଏହାର ଆବଶ୍ୟକତା ଅନୁଭବ ହେଲା…

ଫାଟିଲା ସ୍ମାର୍ଟ ଟିଭି: ଜଣେ ମୃତ, ୪ ଆହତ

ଗାଜିଆବାଦ,୬।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲଇଡି ସ୍ମାର୍ଟ ଟିଭିରେ ବିସ୍ଫୋରଣରେ ଜଣେ ୧୭ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଏହି ଘଟଣା ଗାଜିଆବାଦର ହର୍ଷ ବିହାରରୁ ଆସିଛି। ଆହତମାନଙ୍କୁ ଦିଲ୍ଲୀର…

କୁକୁର ପାଇଁ ୨ ଲକ୍ଷ ଟଙ୍କାର ଶପିଂ

ଧନ ହେଉ କି ଖ୍ୟାତି, ଯଦି କୌଣସି ସଫଳତା ନିଜ ପରିଶ୍ରମରେ ହାସଲ କରାଯାଏ ତେବେ ଏହାର ମଜା ଅଲଗା ଥାଏ। ଆମେରିକାରେ ରହୁଥିବା ଯୁବତୀଙ୍କ ସହ ଏହା ହିଁ ଘଟିଛି। ସେ ଯୁବତୀ ଜଣଙ୍କ ଖୁବ୍‌ କମ ବୟସରେ କୋଟିପତି…

ଛାଡ଼ପତ୍ରକୁ ନେଇ ଥିଲେ ଡିପ୍ରେସନରେ: ୩୪ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତା

ହାଇଦ୍ରାବାଦ: ସିନେମାଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ବର୍ଷ ୨୦୨୨ରେ ଅନେକ ତାରକା ଦୁନିଆରୁ ବିଦାୟ ନେଇଛନ୍ତି। ଏହି କ୍ରମରେ ଆଉ ଜଣେ କଳାକାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାମିଲ ଫିଲ୍ମ ଏବଂ ଟେଲିଭିଜନ ଧାରାବାହିକର ଜଣାଶୁଣା…

ଅମ୍ବାନୀ ପରିବାରକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୬।୧୦: ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନର ହସ୍ପିଟାଲ ଉପରେ ବୋମା ପକାଇ ଉଡାଇଦେବା ଏବଂ ଅମ୍ବାନୀ ପରିବାରର ସଦସ୍ୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ବିହାରରୁ ଗିରଫ କରାଯାଇଛି। ଏହି ଧମକ ସମ୍ପର୍କରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ଦରଭଙ୍ଗାରୁ ଗିରଫ କରିଛି।…

ପୁଣି ଦୁଇ ହାତୀଙ୍କ ଜୀବନ ଗଲା, କାରଣ ଅସ୍ପଷ୍ଟ

ଜମନକିରା,୬ା୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡ଼ରମା ରେଞ୍ଜ ତିଲେଇମାଲ ଗାଁ ପତ୍ରା ଜଙ୍ଗଲରେ ବୁଧବାର ରାତିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ…

ରାଷ୍ଟ୍ରପତିଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଟୁଇଟ, କ୍ଷମା ମାଗିବା ଦାବି କଲା ଭାଜପା…

ନୂଆଦିଲ୍ଲୀ,୬।୧୦ : ଅଧୀର ରଞ୍ଜନ ଚୌଧୁରୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ସେ ମୁର୍ମୁଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଉଦିତ ରାଜଙ୍କ ଏହି…

କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା

କାଲିଫର୍ନିଆ,୬।୧୦: ଆମେରିକାର କାଲିଫର୍ନିଆରେ ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣାରେ ମୃତ ଛାତ୍ରଙ୍କ କୋରିଆ ରୁମମେଟଙ୍କୁ ଗିରଫ କରାଯାଇଛି। ଆମେରିକାର ପୋଲିସ କହିଛି…

ତାଇଓ୍ବାନକୁ ବାରୁଦ ଗଦାରେ ପରିଣତ କରିବାକୁ ଆମେରିକାର ଯୋଜନା…

ତାଇପେ,୬।୧୦ : ଚାଇନାର ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଆମେରିକା ନୂଆ ରଣନୀତି ଅନୁସାରେ ତାଇୱାନକୁ ଏକ ବାରୁଦ ଗଦାରେ ପରିଣତ କରିବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ କରିଛି। ଆମେରିକା ଯୋଜନା କରିଛି ଯେ ତାଇୱାନରେ ବିପୁଳ ପରିମାଣର ଗୁଳି…

ସାରଡାଙ୍ଗରେ ହଇଜା ଆତଙ୍କ: ଜଣେ ମୃତ, ୧୧ ଆକ୍ରାନ୍ତ

ଖଇରା,୬ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ପୂଜା ଭୋଜି ଖାଇ ୧୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ମାମୁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କୁ ଚିକିତ୍ସାପାଇଁ ଖଇରା…

ଘାଟିରେ ଓଲଟିଲା ପରିବା ବୋଝେଇ ଟ୍ରକ୍‌

ଦାରିଙ୍ଗବାଡ଼ି,୬ା୧୦(ଡି.ଏନ୍‌.ଏ.): କନ୍ଧମାଳ ଓ ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ଏବେ ବିପଦ ସାଜିଛି। କେବେ ଦୁର୍ଘଟଣା ଆଉ କେବେ ଭୁସ୍ଖଳନ ପାଇଁ ଚର୍ଚ୍ଚାରେ ରହିଛି ଏହି ଘାଟି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଫଳ ଏବଂ ପନିପରିବା ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?