Home

ଆମେରିକାର ପାକିସ୍ତାନ ପ୍ରେମ: ପିଓକେକୁ ନେଇ ଦେଲା ବଡ ବୟାନ

ନୂଆଦିଲ୍ଲୀ,୫।୧୦: ପାକିସ୍ତାନ ସହ ଘନିଷ୍ଠତା ବଢ଼ାଉଛି ଆମେରିକା। ଏହାର ସଦ୍ୟତମ ଉଦାହରଣ ହେଉଛି ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମଙ୍କ ପିଓକେ ଗସ୍ତ। ଏହାକୁ ନେଇ ପାକିସ୍ତାନରେ ଥିବା ଆମେରିକା ଦୂତାବାସର ଏକ ଟୁଇଟ୍‌ ଭାରତରେ ଆଲୋଡନ ସୃଷ୍ଟି କରିଛି। ଟୁଇଟ୍‌ରେ ପିଓକେ(ପାକିସ୍ତାନ…

ସ୍ବାମୀଙ୍କଠାରୁ ଅଲଗା ହେବେ ନାହିଁ ଐଶ୍ଚର୍ଯ୍ୟା!

ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନକୁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ସ୍ତ୍ରୀ ଐଶ୍ଚର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଧନୁଷ। କିନ୍ତୁ ଦୁଇଜଣ ବର୍ତ୍ତମାନ ଛାଡପତ୍ର ନେବେ ନାହିଁ…

ବିଗ୍‌ବସ୍‌ରେ ସାଜିଦ୍‌: ରାଗରେ ନିଆଁବାଣ ହୋଇ ନିର୍ମାତାଙ୍କ ଉପରେ ବର୍ଷିଲେ ଉର୍ଫି

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଚଳିତ ଥର ଅନେକ ନୂଆ ମୁହଁ ସହ ବଡ ସେଲିବ୍ରିଟି ନଜର ଆସୁଛନ୍ତି। ସେଥିରୁ ଜଣେ ହେଲେ ସାଜିଦ ଖାଁ। #ମି ଟୁ ଘଟଣାରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଶୋ’ରେ ନେବାକୁ…

ପୂରଣ ହେଲା ଦୀର୍ଘଦିନର ସ୍ବପ୍ନ: ଦୁବାଇରେ ହିନ୍ଦୁଙ୍କ ଲାଗି ସ୍ଥାପନ ହେଲା ଭବ୍ୟ ମନ୍ଦିର

ଦଶହରାର ଶୁଭ ଅବସରରେ ଦୁବାଇର ଜେବେଲ ଅଲିରେ ଅବସ୍ଥିତ ଏକ ନବନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରର ଉଦଘାଟନ ହୋଇଛି। ମଙ୍ଗଳବାର ଏହି ମନ୍ଦିର ଖୋଲା ଯାଇଥିଲେ ହେଁ ଆଜି ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏହାସହିତ, ବର୍ତ୍ତମାନ ଭକ୍ତମାନେ ମଧ୍ୟ ଏହି…

ଭସାଣିକୁ ନେଇ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ…

ମିଳୁନାହାନ୍ତି ପ୍ରେମିକା, ହୋର୍ଡିଂ ଲଗାଇ ଖୋଜୁଛନ୍ତି ଯୁବକ

କୁହାଯାଏ, ଜୀବନସାଥୀ ଭଗବାନ ଠିକ୍‌ କରିଥାନ୍ତି। ଯିଏ ଯାହା ପାଇଁ ଗଢ଼ା, ତାକୁ ତାହା ମିଳିଥାଏ। କିନ୍ତୁ କନ୍ୟା ଖୋଜିବା ପାଇଁ ଆଜିର ଯୁଗରେ ଲୋକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି। ଇଦ୍‌ ଚାପମ୍ୟାନ ନାମକ ଜଣେ ୨୩ ବର୍ଷୀୟ ଯୁବକ…

ପୁଅଙ୍କୁ ଦେଖି ଭାବବିହ୍ବଳ ହେଲେ ବିଗ୍‌ବି,ଆଖିରୁ ଝରିଲା ଲୁହ

ବମ୍ବେ: କାହାପାଇଁ ସେ ମହାନାୟକ ହୋଇଥାଇପାରନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଜଣେ ଶ୍ରେଷ୍ଠ ପିତା। ଆମେ କହୁଛୁ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କଥା। ଅକ୍ଟୋବର ୧୧ରେ ଅମିତାଭଙ୍କୁ ୮୦ ବର୍ଷ ହେବ। ଏହାକୁ ନେଇ ପୂର୍ବରୁ ତାଙ୍କ ପାଇଁ…

ଶ୍ରୀମନ୍ଦିର ଚୂଡ଼ାରେ ଚଢ଼ିଗଲେ ପୂଜକ

ପୁରୀ ଅଫିସ,୫ା୧୦: ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଚୂଡ଼ାରେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା ଚଢ଼ିଯାଇଥିଲେ। ସେ ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢ଼ି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଏହା ଦେଖିବାକୁ ପାଇଥିଲେ। ତାଙ୍କୁ ଓହ୍ଲାଇବାକୁ ପୋଲିସ…

ନଂ-୪ରେ ଖେଳିବାକୁ ଆସିଲେ କାର୍ତ୍ତିକ: ନିଜ ସ୍ଥାନ ବିପଦରେ ଥିବା କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ବ୍ୟାଟିଂରେ ଅନେକ ପରିବର୍ତ୍ତନ କରିଥିଲା ଟିମ୍‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଋଷଭ ପନ୍ତ ଓପନିଂ କରିବାକୁ ଓହ୍ଲାଇଥିଲେ। ସେହିଭଳି ଶ୍ରେୟାସ ଆୟର ତୃତୀୟ ଏବଂ ଦିନେଶ କାର୍ତ୍ତିକ ଚତୁର୍ଥ…

ଅଷ୍ଟ୍ରେଲୀୟ ସ୍ତ୍ରୀଙ୍କ ମୁଣ୍ଡରେ ଘାସ ବସ୍ତା ରଖିଲେ ଭାରତୀୟ ସ୍ବାମୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯେ, ଆପଣ ବାରମ୍ବାର ଦେଖିବାକୁ ଚାହିଁବେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଭାରତୀୟ-ଅଷ୍ଟ୍ରେଲୀୟ ମହିଳାଙ୍କ ମୁଣ୍ଡରେ ଘାସ…

ପୁଣି ବାପା ହେଲେ ରାହାଣେ

ମୁମ୍ବାଇ,୫।୧୦: ଭାରତୀୟ କ୍ରିକେଟ ଦଳର ଖେଳାଳି ଅଜିଙ୍କେ ରାହାଣେଙ୍କ ସ୍ତ୍ରୀ ରାଧିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ରାହାଣେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ରାହାନେ କହିଛନ୍ତି, ରାଧିକା ଏବଂ ତାଙ୍କ ପୁଅ…

ଟେଲିପରଦାର ଏହି ରୋମାଣ୍ଟିକ୍‌ ଯୋଡ଼ିଙ୍କ ସରିଲା ନିର୍ବନ୍ଧ

ବମ୍ବେ: ଦୀର୍ଘଦିନର ଡେଟିଂ ପରେ ନିର୍ବନ୍ଧ କରିଛନ୍ତି ଟେଲିଭିଜନର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ ଏଜାଜ୍‌ ଖାଁ ଏବଂ ପବିତ୍ରା ପୁନିଆ। ବିଗ୍‌ବସ୍‌ ଘରୁ ଆରମ୍ଭ ହୋଇଥିବା ଏହି ପ୍ରେମକାହାଣୀ ଆଉ ପାଦେ ଆଗକୁ ବଢ଼ିଛି। ଖୁବ୍‌ଶୀଘ୍ର ସେମାନେ ବିବାହ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?