Home

ବିମାନରେ ଯାତ୍ରା କରୁଛନ୍ତି କି? ଆଦୌ ଭୁଲନ୍ତୁ ନାହିଁ ଏହି ୩ ଜିନିଷ

ବିମାନରେ ଯାତ୍ରା କରିବାର ସମସ୍ତଙ୍କର ଅଭିଜ୍ଞତା ଅଲଗା ଅଲଗା। କିନ୍ତୁ ଯେଉଁମାନେ ପ୍ରଥମ ଥର ବିମାନରେ ଯାତ୍ରା କରନ୍ତି, ସେମାନଙ୍କ ପାଇଁ ଏହି ଅଭିଜ୍ଞତା ଅତ୍ୟନ୍ତ ଉତ୍ସାହଜନକ ହୋଇଥାଏ। ତଥାପି ବିମାନରେ ଯାତ୍ରା କରିବା ଟ୍ରେନ୍‌ ପରି ହୋଇ ନ ଥାଏ।…

ରୋମ୍‌ରେ ଛୁଟି କାଟୁଚନ୍ତି ଅନନ୍ୟା

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ଇଟାଲୀରେ ଛୁଟି କାଟୁଛନ୍ତି। ସେଠାରୁ ତାଙ୍କର ସୁନ୍ଦର ଫଟୋ ସବୁ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ଏବଂ ଏକ ଭିଡିଓ ଛାଡିଛନ୍ତି। ଭିଡିଓରେ ସେ…

କବରରୁ ବାହାର କରାଯିବ ନାହିଁ ଆମିରଙ୍କ ମୃତଦେହ, ୯ ମାସ ତଳେ ହୋଇଥିବା ଏନ୍‌କାଉଣ୍ଟର ମାମଲାରେ ଏସ୍‌ସିଙ୍କ ବଡ଼ ଫଇସଲା…

ନୂଆଦିଲ୍ଲୀ, ୧୨।୯ : ଶ୍ରୀନଗରର ଚର୍ଚ୍ଚିତ ତଥା ବିବାଦୀୟ ହୈଦରପୋରା ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ୯ ମାସ ତଳେ ହୋଇଥିବା ଏହି ମାମଲାର ଶୁଣାଣି ବେଳେ ଏନକାଉଣ୍ଟରରେ ନିହତ ହୋଇଥିବା ଆମିର ମ୍ୟାଗ୍ରେଙ୍କ…

ବିକଶିତ ଅର୍ଥବ୍ୟବସ୍ଥା ପାଇଁ ସୁରକ୍ଷିତ-ଦ୍ରୁତ ଲଜିଷ୍ଟିକ ଯୋଗାଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୧୨।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଛି। ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମେ ଦୁନିଆର…

‘ଜଳପରୀ’ ହେବାକୁ ଏହି ଯୁବତୀ ନିଅନ୍ତି ଏତିକି ଟଙ୍କା, ଜାଣିଲେ …

ପିଲାଦିନେ ନିଶ୍ଚିତ ଭାବରେ ‘ଜଳପରୀ’ଙ୍କ ବିଷୟରେ ଅନେକ କାହାଣୀ ଶୁଣିଥିବେ। କିନ୍ତୁ ବାସ୍ତବ ଜୀବନରେ କେହି ଜଣେ ଜଳପରୀ ଅଛନ୍ତି ତାହା ଜାଣନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଦେଖିଲେ ଆପଣଙ୍କ…

ପାକିସ୍ତାନର ପରାଜୟ ପରେ ରାଗିଗଲେ ପିସିବି ସଭାପତି, ଭାରତୀୟ ଖବରଦାତାଙ୍କ ଫୋନ ଛଡାଇନେଲେ

ଦୁବାଇ,୧୨।୯: ଏସିଆ କପ୍‌ ୨୦୨୨ ଫାଇନାଲ୍‌ରେ ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି ଶ୍ରୀଲଙ୍କା। ଏହି ମ୍ୟାଚ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା ଏବଂ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ…

ଯୁଦ୍ଧରେ ଯବାନ ନୁହନ୍ତି ସମଗ୍ର ଦେଶ ସାମିଲ ହୋଇଥାଏ…

ନୂଆଦିଲ୍ଲୀ, ୧୨।୯ : ଭାରତୀୟ ସେନା ଦ୍ୱାରା ଆର୍ମି ଲଜିଷ୍ଟିକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଅଂଶଗ୍ରହଣ କରିଛନ୍ତି। ଏହି ସମୟରେ ସେନାର ଆଧୁନିକୀକରଣରୁ ଯୁଦ୍ଧର ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ସେନା…

ଧାରଣାରେ ବସିଲେ ୩ ଶ୍ରମିକ ସଂଗଠନ

ବଅଁରପାଳ,୧୨ା୯(ଡି.ଏନ୍‌.ଏ.): ଆଲୁମିନିୟମ ସଂଘ, ନେପୁ ଏବଂ ନେସ୍‌ ପକ୍ଷରୁ ସୋମବାର ସକାଳ ୭ରୁ ନାଲ୍‌କୋ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ୩ଟି ପ୍ରମୁଖ ଶ୍ରମିକ ସଂଗଠନ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ରହି ଇନ୍‌ସେଟିଭ୍‌, ପାରାମିଟର ସମ୍ପର୍କରେ ପୂର୍ବରୁ ଆଲୋଚନା କରିଥିଲେ।…

ୟୁଏସ୍‌ କ୍ୟାପିଟୋଲରେ ପାଳନ କରାଯିବ ସ୍ବାଧୀନତାର ଅମୃତ ମହୋତ୍ସବ…

ଓ୍ବାଶିଂଟନ, ୧୨।୯ : ଭାରତର ସ୍ବାଧୀନତାର ୭୫ ତମ ବାର୍ଷିକୀ ୟୁଏସ୍‌ କ୍ୟାପିଟୋଲ (ଆମେରିକା ସଂସଦ ଭବନ) ରେ ପାଳନ କରାଯିବ। ସ୍ବାଧୀନତାର ଅମୃତ ମହୋତ୍ସବ ୧୪ ସେପ୍ଟେମ୍ବର ଆମେରିକା ସଂସଦ ଭବନରେ ଭାରତୀୟ-ଆମେରିକୀୟ ସଂଗଠନ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ…

୧୦୦ କୋଟି କ୍ଲବ୍‌ରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ତିନି ଦିନ ମଧ୍ୟରେ୧୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହାକୁ ଦେଖି କୁହାଯାଇପାରେ ଯେ, କିଛି ଦିନ ମଧ୍ୟରେ ଏହି ଫିଲ୍ମ…

ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ଗ୍ରେଟର ନୋଏଡା, ୧୨।୯ : ଭାରତୀୟ ଏକ୍ସପୋ ମାର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ଗ୍ରେଟର ନୋଏଡା ଏକ୍ସପୋ ସେଣ୍ଟରରେ ଦୁଗ୍ଧ ପ୍ରଦର୍ଶନୀ ବୁଲି ପ୍ରଧାନମନ୍ତ୍ରୀ ଦେଖିଛନ୍ତି। ୪୮ ବର୍ଷ ପରେ ଭାରତରେ ଦୁଗ୍ଧ ସମ୍ମିଳନୀ…

ବିଷ ପିଇଥିଲେ ଆଇଟିଆଇ ଛାତ୍ର: ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ ଅଫିସ,୧୨ା୯: ବିଷ ପିଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri