ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍‌ ୯ ତାରିଖ ରବିବାର ସଲମାନ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସଲମାନ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି ପଲକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲମାନଙ୍କ ପୋଷ୍ଟରେ ପଲକ କହିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ। ଏଥି ସହିତ ଭାଇଜାନଙ୍କ ଏହି ପୋଷ୍ଟ ଆସିବା ପରେ ପ୍ରଶଂସକମାନେ ମନ୍ତବ୍ୟ ଦେଇଛନ୍ତି। ସଲମାନଙ୍କୁ କହିଛନ୍ତି ଭାଇ ଆପଣ ଜନ୍ମଦିନର ଶୁଭେଚ୍ଛା ଜଣାଇବାରେ ବିଳମ୍ବ କରିଛନ୍ତି। କିଛି ପ୍ରଶଂସକ ପଲକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଅଭିନେତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି।

ପଲକ ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ ସେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସଲମାନ, ଶେହନାଜ ଗିଲ ଏବଂ ରାଘବ ଜୁଏଲ ଏବଂ ଜସି ଗିଲଙ୍କ ସହ ଏହି ଅଭିନେତ୍ରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍‌ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଲୁକ୍‌ରେ ବିଗ୍‌ ବି

ମୁମ୍ବାଇ: ବିଗ୍‌ ବି’ଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ମୁଣ୍ଡରେ ଗୋଲ୍ଡେନ ଟୋପି ଏବଂ ଆଖିରେ କଳା ଚଷମା ପିନ୍ଧି ଖୁବ୍‌ କୌତୂହଳ ଦେଖାଯାଉଛନ୍ତି।...

‘ଜୀବନରେ ଦୁଇ ଆଦର୍ଶ ପୁରୁଷଙ୍କୁ ଭେଟିଛି’

ଆଜି ପିତୃଦିବସ। ଏହି ଅବସରରେ ଅନେକ ବଲିଉଡ୍‌ ସେଲିବ୍ରିଟି ସୋସିଆଲ ମିଡିଆରେ ଫଟୋ ଶେୟାର କରି ନିଜ ପିତାଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି...

ଘରକୁ ଆସୁଛନ୍ତି ନୂଆ ଅତିଥି ମା’ ହେବେ ସେଲିବ୍ରିଟି

କରୋନା ମହାମାରୀ ଭିତରେ ବଲିଉଡ୍‌ରୁ ଆସିଛି ଖୁସି ଖବର। ଜଣେ କି ଦୁଇଜଣ ନୁହେଁ, ଚଳିତବର୍ଷ ଏକାଧିକ ସେଲିବ୍ରିଟି ମାତୃତ୍ୱ ଲାଭ କରିବେ। ମା’ ହେବାରୁ...

ଟ୍ରୋଲ ହେଲେ ଅନୁଷ୍କା

ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଅନୁଷ୍କା ଶର୍ମା ଏବେ ରେଡ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି...

‘ମିଶନ ମଙ୍ଗଲ’ ନିର୍ଦ୍ଦେଶକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତି ହଠାତ୍‌ ଗତ ୨୫ ତାରିଖରେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ...

ମେ ୧୩ରେ ହେବ ପରିଣିତି-ରାଘବଙ୍କ ଏନଗେଜମେଣ୍ଟ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଗତ କିଛିଦିନ ହେବ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ବିବାହ ଖବର କିଛି ଦିନ...

ଦ୍ୱାଦଶ ଶ୍ରେଣୀରେ ଦେଶରେ ଟପ୍ପର ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୨ ଅକ୍ଟୋବର ୧୯୮୮ରେ ହରିୟାଣାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିଲେ।...

ବାଂଲାଦେଶରେ ରଦ୍ଦ ହେଲା ନୋରା ଫତେହିଙ୍କ ଡ୍ୟାନ୍ସ ଶୋ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ତାଙ୍କ ଡ୍ୟାନ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ହେଲେ ନିକଟରେ ବାଂଲାଦେଶରେ ନୋରାଙ୍କର ଏକ ଡ୍ୟାନ୍ସ ଶୋ’କୁ...

Advertisement
Archives

Model This Week