ଜାକ୍ଲିନ୍ଙ୍କୁ ତୃତୀୟ ସମନ
ନୂଆଦିଲ୍ଲୀ,୧୨।୯: କନ୍ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କୁ ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ତୃତୀୟ ଥର ପାଇଁ ସମନ ଜାରି କରିଛି। ତାଙ୍କୁ ୧୪…
ଦଙ୍ଗା ଉସୁକାଇବା ଘଟଣାରେ ଏଏପିର ୨ବିଧାୟକ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ,୧୨।୯: ଦଙ୍ଗା ଉସୁକାଇବା ଏବଂ ପୋଲିସକର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ସମ୍ପର୍କିତ ୭ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ ରୌଜ ଏଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି(ଏଏପି)ର ୨ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଏପି ବିଧାୟକ ଅଖିଳେଶ ତ୍ରିପାଠୀ, ସଞ୍ଜୀବ ଝା…
ବ୍ୟାକ୍ଫୁଟରେ ରୁଷିଆ: ୨୪ଘଣ୍ଟାରେ ୨୦ଗାଁକୁ ଫେରାଇ ଆଣିଲା ୟୁକ୍ରେନ
କିଭ୍,୧୨।୯: ଗତ ସାତ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଗତ ସପ୍ତାହରେ ଖାର୍କିଭ ଅଞ୍ଚଳରେ ହୋଇଥିବା ପ୍ରତି ଆକ୍ରମଣରେ ୟୁକ୍ରେନ ସୈନ୍ୟ ରୁଷିଆ ସୈନ୍ୟଙ୍କୁ କଡ଼ା ଜବାବ ଦେଇଛନ୍ତି। ବର୍ତ୍ତମାନ ଯୁଦ୍ଧରେ ରୁଷିଆକୁ…
୧ ମିନିଟ୍ ଶୋକ ପାଳିବ ବ୍ରିଟେନ
ଲଣ୍ଡନ, ୧୨ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବ। ଏନେଇ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଆସନ୍ତା ୧୯ତାରିଖରେ ଲଣ୍ଡନର ଓ୍ବେଷ୍ଟମିନଷ୍ଟର…
‘କଂଗ୍ରେସ ଏବେ ବି ବୃହତ୍ ବିରୋଧୀ ଦଳ’
ପାଟନା,୧୨।୯: ୨୦୨୪ସାଧାରଣ ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ନିମନ୍ତେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଲାଗି ଜୋର୍ଦାର ଉଦ୍ୟମ ଜାରି ରହିଛି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଯାଇ ବିଭିନ୍ନ ଦଳର ନେତାଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ।…
ୟୁପିରେ ହାଇଆଲର୍ଟ
ଲକ୍ଷ୍ନୌ,୧୨।୯: ଜ୍ଞାନବାପି ମସ୍ଜିଦ ମାମଲାରେ ବାରାଣସୀ ଜିଲା କୋର୍ଟ ସୋମବାର ଅଞ୍ଜୁମନ ଇଣ୍ଟେଜେମିଆ ମସ୍ଜିଦ କମିଟିର ଆବେଦନକୁ ଖାରଜ କରିଦେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଜିଲା ଜଜ୍ ଅଜୟ କ୍ରିଷ୍ଣ ବିଶ୍ୱେଷ ମହିଳା ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି।…
ପୁଷ୍ପା: ଦ’ ରାଇଜ୍କୁ ଶ୍ରେଷ୍ଠ ଫିଲ୍ମ: ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା
ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁଠାରେ ଶନିବାର ଓ ରବିବାର ଦଶମ ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାଶନାଲ ମୁଭି(ଏସ୍ଆଇଆଇଏମ୍ଏ) ଆଓ୍ବାର୍ଡ ଅନୁଷ୍ଠିତ ହୋଇଯାଇଛି। ସାଉଥ୍ ଚଳଚ୍ଚିତ୍ର ଜଗତର ବହୁ କଳାକାର, ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଅବସରରେ ଚଳିତ ସାଉଥ୍ ସିନେ…
ସୋନାଲିଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ଯାଞ୍ଚ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିଶ
ନୂଆଦିଲ୍ଲୀ,୧୨।୯: ଟିକ୍ଟକ୍ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋନାଲିଙ୍କ ମୃତ୍ୟୁ…
ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ,୧୨।୯: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଦଳ ଘୋଷଣା କରିଛି। ଏହି ଦଳରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ସ୍ଥାନ ପାଇଛନ୍ତି। ଏଥି ସହ…
ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍କା
ଅହମ୍ମଦାବାଦ,୧୨।୯: ଗୁଜରାଟ ନିର୍ବାଚନ ପାଇଁ ନିଜର ପୁରା ଦମ୍ ଲଗାଇଥିବା ଆମ ଆଦମୀ ପାର୍ଟି(ଏଏପି)କୁ ଏକ ବଡ଼ ଝଟ୍କା ଲାଗିଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ଏଏପି ସହ ନିଜର ୫ମାସର ମେଣ୍ଟକୁ ଭାଙ୍ଗିିଛି। ଏନେଇ ସୋମବାର ବିଟିପି ଔପଚାରିକ ଭାବେ…
ଅକ୍ଟୋବର ୬ରେ ହାତକୁ ଦି’ ହାତ ହେବେ ଏହି ଷ୍ଟାର୍ ଯୋଡି
ବି-ଟାଉନର ଚର୍ଚ୍ଚିତ ଯୋଡି ଅଭିନେତା ଅଲି ଫଜଲ ଏବଂ ଅଭିନେତ୍ରୀ ରିଚା ଚଢା ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି। ଉଭୟ ଆସନ୍ତା ଅକ୍ଟୋବର ୬ରେ ସାତ ଜନ୍ବ ପାଇଁ ଏକାଠି ହେବାକୁ ହେବାକୁ ଯାଉଛନ୍ତି। ପରେ ଅକ୍ଟୋବର ୭ରେ…
ହଠାତ୍ ସଲମାନଙ୍କ ଘରେ ପହଞ୍ଚିଲା ମୁମ୍ବାଇ ପୋଲିସ
ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୁଣି ଥରେ ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ସୋମବାର ପଚରାଉଚରା ପାଇଁ ମୁମ୍ବାଇ ପୋଲିସର ଏକ ଟିମ ସଲମାନଙ୍କ ଘରେ ପହଞ୍ଚିଥିଲା। ସୁରକ୍ଷା ସମୀକ୍ଷା…
Archives


