ଜୁଆର ମାଡ଼ରେ ଭ୍ୟୁ ଟାୱାର ମୂଳଦୁଆ ଭୁଶୁଡ଼ିଲା
ଏରସମା,୧୩ା୯(ସ୍ବ.ପ୍ର.):ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଜଗତ୍ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ବିପଦସଙ୍କୁଳ ହୋଇପଡ଼ିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସଂଗଠିତ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ…
ଆଜିଠୁ ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର, ୧୩।୯(ବ୍ୟୁରୋ): ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଚଳିତବର୍ଷ ଯେଉଁ ଛାତ୍ରୀଛାତ୍ର ଏସବୁ ପରୀକ୍ଷାରେ ପାସ୍ ମାର୍କ ରଖିଥିଲେ ମଧ୍ୟ କେବଳ ଗୋଟିଏ ବିଷୟରେ ଫେଲ ହୋଇଥିଲେ, ସେମାନେ ହିଁ…
ଦୁଇ ଅଭିଯୁକ୍ତ ଷ୍ଟକିଷ୍ଟଙ୍କ ଆତ୍ମସମର୍ପଣ
କଟକ ଅଫିସ,୧୩ା୯:କଟକରେ ନକଲି ଔଷଧ କାରବାର ମାମଲାରେ କମିଶନରେଟ ପୋଲିସର ତନାଘନା ଆରମ୍ଭ ହୋଇଛି। ଫେରାର ଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଦୁଇ ଅଭିଯୁକ୍ତ ଷ୍ଟକିଷ୍ଟ ସୋମବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଯାଉଁଳିଆପଟି ପୂଜା ଏଣ୍ଟରପ୍ରାଇଜ୍ର…
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ମୁମ୍ବାଇ ଗସ୍ତ
ଭୁବନେଶ୍ବର,୧୩ା୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ଆସନ୍ତା ୧୪ରେ ମୁମ୍ବାଇର ଏକ ଘରୋଇ ହୋଟେଲ୍ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…
୧୫ ଦିନ ସମୟ ନେଲେ ସରକାର
ଭୁବନେଶ୍ବର,୧୩ା୯(ବ୍ୟୁରୋ):ବର୍ଷାରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନ ପରେ ରାଜ୍ୟ ସରକାରଙ୍କ ଉପରେ ଏକ ପ୍ରକାର ଚାପ ପଡ଼ିଥିବା ଆଲୋଚନା ଜୋର୍ ଧରିଛି। ସେମାନଙ୍କ ଦାବି ପୂରଣ କରିବା ଦିଗରେ ଏବେ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଦଶହରା ପୂର୍ବରୁ ଖୁସି…
କଳାପଟା ନାହିଁ, ଆଲମିରାରେ ଲେଖୁଛନ୍ତି ଶିକ୍ଷୟିତ୍ରୀ
ସୋନପୁର/ବିନିକା,୧୩।୯(ନି.ପ୍ର./ଡି.ଏନ୍.ଏ.):ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣ ବା ୫-ଟି ବିଦ୍ୟାଳୟ ଯୋଜନାକୁ ସୁବର୍ଣ୍ଣପୁର ଜିଲାରେ ବିଶେଷ ସଫଳତା ମିଳିିପାରି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍ଘାଟିତ…
ମନ୍ତ୍ରୀଙ୍କୁ ଚପଲ ମାଡ
ଜୟପୁର,୧୩।୯: ରାଜସ୍ଥାନର ମନ୍ଦିର ସହର ପୁଷ୍କରରେ ଗୁର୍ଜର ସଂରକ୍ଷଣ କମିଟିର ସୁପ୍ରିମୋ ସ୍ବର୍ଗତ କର୍ଣ୍ଣେଲ କିରୋରି ସିଂ ବଂଶଲାଙ୍କ ଅସ୍ଥି ବିସର୍ଜନ ପୂର୍ବରୁ ଆୟୋଜିତ ଗୁର୍ଜର ମହାସମ୍ମିଳନୀରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ମଞ୍ଚରେ ଉପସ୍ଥିତ ନେତାମାନଙ୍କୁ ତୀବ୍ର ବିରୋଧ କରାଯାଇଥିଲା। ବିକ୍ଷୋଭକାରୀମାନେ…
କୋହିନୁର ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ
ପୁରୀ ଅଫିସ,୧୩।୯:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋହିନୁର ହୀରାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ଏହିକ୍ରମରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି।…
ଗାଁକୁ ଯାଇ ରାଜସ୍ବ ମାମଲା ଫଇସଲା କରିବେ ତହସିଲଦାର
ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଆସନ୍ତା ୧୫ ତାରିଖରୁ ତହସିଲଦାରମାନେ କ୍ୟାମ୍ପ କୋର୍ଟ ଶୁଣାଣି ଆରମ୍ଭ କରିବେ। ସେହିପରି ପ୍ରତ୍ୟେକ ମାସରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନରେ ଥିବା ପ୍ରତ୍ୟେକ ଗଁାକୁ ଯାଇ ବିଭିନ୍ନ ରାଜସ୍ବ ମାମଲା ଫଇସଲା କରିବେ। ଏଥିପାଇଁ ରାଜସ୍ବ ବିଭାଗ…
କିନ୍ନରଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଲେ ସ୍ତ୍ରୀ
ଭବାନୀପାଟଣା/ନର୍ଲା,୧୩।୯(ସ୍ବ.ପ୍ର./ଡି.ଏନ୍.ଏ.):ମନ ସହ ମନର ମିଳନ ହିଁ ପ୍ରକୃତ ପ୍ରେମ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅଧୀନ ଧୁରୁକୁଟି ଗ୍ରାମରେ। ୫ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ଜନୈକ ଯୁବକ ଜଣେ କିନ୍ନରଙ୍କ ହାତ ଧରିଛନ୍ତି।…
ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%
ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଏହି ତଥ୍ୟ ପ୍ରକାଶ ପାଇଛି। ୨୦୨୧ ଅଗଷ୍ଟରେ ଦେଶରେ ଖୁଚୁରା…
ଇଲେକ୍ଟ୍ରିକ୍ ହାଇଓ୍ବେ ବିକାଶ ଲାଗି ସରକାର କାର୍ଯ୍ୟ କରୁଛନ୍ତି: ଗଡ଼କରୀ
ନୂଆଦିଲ୍ଲୀ,୧୨।୯: କେନ୍ଦ୍ର ସରକାର ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍ ରାଜପଥ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରାଜପଥରେ ଯାତାୟାତ କରୁଥିବା ବସ୍, ଟ୍ରକ୍ ଚାର୍ଜ କରିବା ସୁବିଧା ସେଠାରେ ରହିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରଜାପଥ ମନ୍ତ୍ରୀ…
Archives


