ହଠାତ୍ ଟୁଇଟର୍ ଛାଡିଲେ କରଣ ଜୋହର
ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ହଠାତ୍ ଟୁଇଟର୍କୁ ଅଲବିଦା କହିଛନ୍ତି। ସେ ଏକ ଟୁଇଟ୍ କରି ଟୁଇଟର୍ରୁ ବିଦାୟ ନେଇଛନ୍ତି। ସେ ତାଙ୍କର ଶେଷ ଟୁଇଟ୍ରେ ଲେଖିଛନ୍ତି, ମୁଁ ଆହୁରି ସକରାତ୍ମକ ଶକ୍ତି ପାଇଁ ସ୍ଥାନ ପ୍ରସ୍ତୁତ…
ପ୍ରଥମ ଅଭ୍ୟାସ ମ୍ୟାଚ୍ ଜିତିଲା ଭାରତ
ପର୍ଥ,୧୦।୧୦: ଅଷ୍ଟ୍ରେଲିଆରେ ୨୦୨୨ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ଭାରତ ସୋମବାର ପର୍ଥରେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଛି। ଏହି ମ୍ୟାଚରେ ଭାରତ ପଶ୍ଚିମ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି। ସୁର୍ଯ୍ୟକୁମାର ଯାଦବ ଏବଂ…
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ
ସ୍ବିଡେନ୍,୧୦।୧୦: ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ଅର୍ଥନୀତି ପାଇଁ ୨୦୨୨ ନୋବେଲ ପୁରସ୍କାର ଘୋଷଣା କରିଛି। ବେନ ଏସ ବର୍ନାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ ଏଚ ଡାଏବୱିଗଙ୍କୁ ବ୍ୟାଙ୍କ ଏବଂ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ…
ସଞ୍ଜୟ ରାଉତଙ୍କୁ ଆଶ୍ୱସ୍ତି ନାହିଁ
ମୁମ୍ବାଇ,୧୦।୧୦: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଝଟ୍କା ମିଳିଛି। ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହି ଦିନ ତାଙ୍କ ଜାମିନ ଆବେଦନ ମଧ୍ୟ ଶୁଣାଣି ହେବ।…
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଏଏପି ନେତା
ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ନେଇ ଫସିଛନ୍ତି ଆମ୍ ଆଦ୍ମୀ ପାର୍ଟି(ଏଏପି)ର ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟାଲୀୟା। ନ୍ୟାଶନାଲ କମିଶନ ଫର୍ ୱମେନ (ଏନ୍ସିଡବ୍ଲ୍ୟୁ) ଅକ୍ଟୋବର ୧୩ରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ଦେଇଛନ୍ତି।…
ସେମିଫାଇନାଲରେ ଭାରତ
ସିଲହଟ,୧୦।୧୦: ମହିଳା ଏସିଆ କପ୍ର ଏକ ମ୍ୟାଚ୍ରେ ଭାରତ ଥାଇଲାଣ୍ଡକୁ ନଅ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ଦଳ ଭାରତ ସମ୍ମୁଖରେ ୩୮ ରନ୍ ଲକ୍ଷ୍ୟ ସ୍ଥିର କରିଥିଲା ଏବଂ ଭାରତୀୟ ଦଳ ୬ ଓଭରରେ ଗୋଟିଏ…
କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ
ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ । ରୁଷିଆ ଏହାର ଜବାବରେ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ମିଶାଇଲ ମାଡ କରିଛି । କୁହାଯାଉଛି…
ପୃଥିବୀ ମାନଚିତ୍ରରୁ ଆମକୁ ପୋଛି ଦେବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି
କିଭ୍,୧୦।୧୦: କ୍ରିମିଆରୁ ରୁଷିଆକୁ ସଂଯୋଗ କରୁଥିବା ଏକ ବ୍ରିଜ୍କୁ ୟୁକ୍ରେନ୍ ସେନା ସୋମବାର ଉଡାଇଦେବା ପରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆ ସୋମବାର ୟୁକ୍ରେନର ଅନେକ ଆବାସିକ ଅଞ୍ଚଳରେ ୭୫ଟି କ୍ଷେପଣାସ୍ତ୍ର ମାଡ କରିଛି। କିଭ୍ର ମେୟର ଭିଟାଲୀ କ୍ଲିଚକୋ…
ଭାଉଜଙ୍କୁ ହତ୍ୟା କଲେ ଦିଅର
ଖୋର୍ଦ୍ଧା ଅଫିସ,୧୦ା୧୦: ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଦିଅର ହାତରେ ଭାଉଜଙ୍କ ଜୀବନ ଯାଇଛି। ତେବେ ଆକ୍ରମଣକାରୀ ଫେରାର ଅଛନ୍ତି। ମୃତକ ହେଲେ ମିନାକ୍ଷୀ ରାଉତରାୟ। ପୋଲିସ ଘଟଣାର ତଦନ୍ତ ଆରମ୍ଭ…
ଡିପ୍ରେସନକୁ ନେଇ ଏମିତି କହିଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଆଜି ସେ ଜଣେ ସଫଳ ଅଭିନେତ୍ରୀ ଏବଂ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ମଧ୍ୟ ଅଛନ୍ତି। କିନ୍ତୁ ଦୀପିକା ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଥିଲେ। ସେ…
ଝାଡ଼ାବାନ୍ତିରେ ଜଣେ ମୃତ, ୩ ଆକ୍ରାନ୍ତ
ପାପଡ଼ାହାଣ୍ଡି,୧୦ା୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ସୋରିଷପଦରଠାରେ ଝାଡ଼ାବାନ୍ତି ବ୍ୟାପୀ ସୋମବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ହେଲେ ତୁଳାବତୀ ଭତରା। ତାଙ୍କ ସ୍ବାମୀ ଟଙ୍କଧର ଭତରା ରବିବାର ଆକ୍ରାନ୍ତ ହୋଇ…
ରାସ୍ତା କର୍ଦ୍ଦମାକ୍ତ, ଯାତାୟାତରେ ସମସ୍ୟା
ଦାରିଙ୍ଗବାଡ଼ି,୧୦ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏକାଧିକ ସ୍ଥାନରେ କଲଭର୍ଟ କାର୍ଯ୍ୟ ଚାଲିଛି। ଫଳରେ ଡାଇଇଭର୍ସନ ରାସ୍ତା କରାଯାଇଛି ଏବଂ ସେଗୁଡିକ…

