Home

ହାତକୁ ଦୁଇ ହାତ ହେବେ କିଆରା-ସିଦ୍ଧାର୍ଥ !

ବମ୍ବେ: ଦୀର୍ଘ ୩ ବର୍ଷର ଡେଟିଂ ଖବର ପରେ ନିକଟରେ ସମ୍ପର୍କ ଉପରେ ମୋହର ମାରିଥିଲେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ଏବେ ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ ଉଭୟ…

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କଲେ ଜୟଶଙ୍କର…

ମେଲବୋର୍ନ,୧୧।୧୦ : ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତ ସମୟରେ ୟୁକ୍ରେନ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି। ରୁଷିଆର ଏହି କାର୍ଯ୍ୟକଳାପକୁ ନେଇ ସେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ୟୁକ୍ରେନ ବିବାଦ କାହାର…

ମେଟାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ରୁଷିଆ…

ମସ୍କୋ,୧୧।୧୦ : ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ବିରୋଧରେ ରୁଷିଆ କଠୋର ପଦକ୍ଷେପ ନେଇଛି । ରୁଷିଆ ଏହାକୁ ଆତଙ୍କବାଦୀ ତଥା ଉଗ୍ରବାଦୀ ସଂଗଠନ ତାଲିକାଭୁକ୍ତ କରିଛି। ମେଟା ହେଉଛି ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ। ଚଳିତ ବର୍ଷ ମାର୍ଚ୍ଚ…

ବନ୍ୟା ପରେ ବ୍ୟାପିଲା ମେଲେରିଆ, ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରୀ କିଣିବ ପାକିସ୍ତାନ…

ଇସଲାମାବାଦ,୧୧।୧୦ : ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଅଟକି ରହିବାରୁ ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ଜଳ ବାହିତ ରୋଗରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁଛି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରାକୁ ଚାଲିଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ…

ଓଡ଼ିଶାକୁ ବଢ଼ୁଛି ବାତ୍ୟା ଭୟ: ପୁରୀ ନଚେତ ପାରାଦୀପଠାରେ ପିଟି ହେବା ନେଇ ଆଶଙ୍କା

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଢ଼ିବାରେ ଲାଗିଛି ବାତ୍ୟା ଭୟ। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ବାତ୍ୟା ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ପିଟି ହେବା ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ପାଣିପାଗ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍‌(ଜିଏଫ୍‌ଏସ୍‌) ସୂଚନା ଅନୁଯାୟୀ ,…

କାର୍ତ୍ତିକ ମାସରେ ପୂଜୁଛନ୍ତି କି ତୁଳସୀ? କଦାପି କରନ୍ତୁ ନାହିଁ ଏସବୁ ଭୁଲ…

କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ। କୁହାଯାଏ ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି। ସୃଷ୍ଟିରେ ଆନନ୍ଦ ଏବଂ କୃପାର ବର୍ଷା ହୁଏ। ମା’ ଲକ୍ଷ୍ମୀ ମଧ୍ୟ ପୃଥିବୀ ଭ୍ରମଣରେ ଆସିଥାନ୍ତି। ଭକ୍ତଙ୍କୁ ଧନଧାନ୍ୟରେ ପୂର୍ଣ୍ଣ କରିଥାନ୍ତି। ଏହି…

ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମର ଯୁବତୀ; ଲକ୍ଷ୍ମୀଙ୍କର ଥାଏ ବିଶେଷ କୃପା

କୁହାଯାଏ ଯେ ନାମର ପ୍ରଥମ ଅକ୍ଷର ଯେକୌଣସି ବ୍ୟକ୍ତିଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ହଟାଇଥାଏ। ଏହାର କାରଣ ହେଉଛି ଅଧିକାଂଶ ଲୋକଙ୍କ ନାମ ସେମାନଙ୍କର ଜନ୍ମ ରାଶି ଅନୁଯାୟୀ ରଖାଯାଇଥାଏ। ଜନ୍ମ ସମୟରେ ଅବସ୍ଥିତ ଥାନ୍ତି…

ଶ୍ରୀ ମହାକାଳ ଲୋକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି। ଏଣିକି ଶ୍ରଦ୍ଧାଳୁ ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ପ୍ରଭୁ ମହାକାଳଙ୍କୁ ପୂଜାର୍ଚ୍ଚନା…

ଶେହେନ୍‌ଶାହଙ୍କ ଲାଗି ବାଦ୍‌ଶାହଙ୍କ ସ୍ବତନ୍ତ୍ର ବାର୍ତ୍ତା: ଆମ ନାତି ନାତୁଣୀଙ୍କର ମଧ୍ୟ ମନୋରଞ୍ଜନ କରନ୍ତୁ

ବମ୍ବେ: ନିଜର ୮୦ତମ ଜନ୍ମଦିନ ପାଳନ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏମିତିରେ ଏହି ବର୍ଷଟି ତାଙ୍କ ପାଇଁ ବହୁତ ଖାସ୍‌। ଏହି ସ୍ବତନ୍ତ୍ର ଦିନକୁ ଅଧିକ ସ୍ମରଣୀୟ କରିବା ଲାଗ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗଖାନ୍‌…

ମାହିରଙ୍କୁ ଡେଟ୍‌ କରୁଛନ୍ତି ନିମ୍ରିତ !

ବମ୍ବେ: ଡେଟ୍‌ କରୁଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ କୌର ଆହ୍ଲୁଓ୍ବାଲିଆ। ବିଗ୍‌ବସ୍‌ ଘରେ ଏପରି କିଛି ବ୍ୟକ୍ତିଗତ କଥା ଉପରୁ ପରଦା ଉଠାଇଛନ୍ତି ପ୍ରତିଯୋଗୀ ଟିନା ଦତ୍ତା। ତେବେ ବ୍ୟକ୍ତିଜଣଙ୍କ କିଏ ସେ ବିଷୟରେ ସେ କିଛି କହି…

ସିରିଜ ଜିତିଲା ଟିମ୍‌ ଇଣ୍ଡିଆ…

ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜକୁ ଟିମ୍‌ ଇଣ୍ଡିଆ ୨-୧ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଦଳ ୧୯.୧ ଓଭରରେ ୩ ଓ୍ବିକେଟ…

ଦକ୍ଷିଣ ଆଫ୍ରିକାକୁ ୯୯ ରନ୍‌ରେ ଅଲଆଉଟ୍‌ କରି ନୂଆ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦଳ। ଏହାପରେ ଭାରତୀୟ ସ୍ପିନରଙ୍କ ଯାଦୁ ଯୋଗୁ ଦକ୍ଷିଣ ଆଫ୍ରିକା ଦିନିକିଆରେ ୧୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?