୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼, ସୁବ୍ୟମଣ୍ୟମ ସ୍ବାମୀଙ୍କୁ ହାଇକୋର୍ଟ ନୋଟିସ୍…
ନୂଆଦିଲ୍ଲୀ, ୧୪।୯ : ଭାଜପା ନେତା ତଥା ପୂର୍ବତନ ରାଜ୍ୟସଭା ଏମ୍ପି ସୁବ୍ୟମଣ୍ୟମ ସ୍ବାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ଅଧିକାରୀଙ୍କୁ ବାସଭବନ ଚାବି…
ମୋଦି ସରକାର ନିର୍ବାଚନୀ ଫାଇଦା ପାଇଁ କରୁଛନ୍ତି ଧ୍ରୁବୀକରଣ: ସୋନିଆ…
ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଏକ ଇଂଲିଶ୍ ଖବର କାଗଜର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ହୋଇଥିବା ପ୍ରବନ୍ଧରେ ସେ ଅଭିଯୋଗ କରିଛନ୍ତି ଯେ…
ପ୍ରତୀକଙ୍କୁ ମିଳିଲା ବଡ଼ ସୁଯୋଗ, ‘ନାଗିନ୍-୬’ରେ କରିବେ ଏଣ୍ଟ୍ରି
ବମ୍ବେ: ବିଗ୍ ବସ୍ ଫେମ୍ ପ୍ରତୀକ ଶେହଜପାଲଙ୍କୁ ମିଳିଛି ବଡ଼ ବ୍ରେକ୍। ଲୋକପ୍ରିୟ ଟେଲି ଧାରବାହିକ ‘ନାଗିନ-୬’ରେ ସେ ନଜର ଆସିବେ। ଏନେଇ ସେ ସୋସିଆଲ ମିଡିଆରେ ଲମ୍ବା ପୋଷ୍ଟ ଲେଖି ପ୍ରଶଂସକଙ୍କୁ ଜଣାଇଛନ୍ତି। ଟେଲି ପରଦାରେ ସୁଯୋଗ ଦେଇଥିବାରୁ ସେ…
ମାଗଣା ବିଦ୍ୟୁତ୍ ବିଲ୍ ଉପରେ ନୂଆ ନିୟମ: କେଜ୍ରିଓ୍ବାଲଙ୍କ ଘୋଷଣା
ନୂଆଦିଲ୍ଲୀ,୧୪।୯: ଦିଲ୍ଲୀରେ ବିଦ୍ୟୁତ ସବ୍ସିଡି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଯେଉଁମାନେ ବିଦ୍ୟୁତ୍ ସବ୍ସିଡି ଚାହୁଁଛନ୍ତି, ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ବିଦ୍ୟୁତ୍ ବିଲ୍ ସହିତ ଏକ ଫର୍ମ ଦିଆଯିବ…
ଭାରତ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍କା; ୩ ଖେଳାଳି ପଡ଼ିଲେ ବାଦ୍
ନୂଆଦିଲ୍ଲୀ,୧୪।୯: ଟି୨୦ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ। ସେପ୍ଟେମ୍ବର ୨୦ରୁ ଏହି ସିରିଜ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଦଳରେ ୩ ବଡ଼ ପରିବର୍ତ୍ତନ କରାଯାଇଛି। ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆର…
ଗୋଆ କଂଗ୍ରେସରେ ସଙ୍କଟ: ୮ ବିଧାୟକ ବାଡ଼ ଡେଇଁ ଧରିଲେ ପଦ୍ମ…
ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ବାଡ଼ ଡେଇଁ ଭାଜପା ଶିବିରରେ ଯୋଗ ଦେଇଛନ୍ତି।…
ନିର୍ମାଣଧୀନ କୋଠାରୁ ଖସିଲା ଲିଫ୍ଟ, ୭ ମୃତ…
ଅହମଦାବାଦ, ୧୪।୯ : ଗୁଜରାଟର ଅହମଦାବାଦରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ନିର୍ମାଣଧୀନ କୋଠାର ଲିଫ୍ଟ ହଠାତ ଖସି ପଡି ତଳେ ପଡ଼ିଯାଇଥିଲା। ଯାହା ଫଳରେ ୭ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଲିଫ୍ଟରେ…
ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ନାହିଁ-ଦୁର୍ନୀତି ଚରମସ୍ତରରେ ପହଞ୍ଚିଛି, ଜନତା ଦେବେ ଜବାବ: ରବି ଶଙ୍କର…
ନୂଆଦିଲ୍ଲୀ, ୧୪।୯ : ପଶ୍ଚିମବଙ୍ଗର ନବନ୍ନା ମାର୍ଚ୍ଚରେ ହୋଇଥିବା ହିଂସାକୁ ନେଇ ଭାରତୀୟ ଜନତା ପାର୍ଟି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି…
ନେହେରୁଙ୍କ ହାଫ୍ ପ୍ୟାଣ୍ଟ୍ ପିନ୍ଧା ଫଟୋ ଶେୟାର କଲେ ହିମନ୍ତ, କହିଲେ ଏଥିରେ ବି ନିଆଁ ଲଗାଅ…
ଗୁଆହାଟୀ, ୧୪।୯ : କଂଗ୍ରେସ ଦଳର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଏକ ଫଟୋ ପୋଷ୍ଟ କରାଯାଇଥିଲା। ଫଟେରେ ଦର୍ଶାଯାଇଥିଲା ଯେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ(ଆରଏସଏସ)ର ଡ୍ରେସ କୋଡ ପୋଡି ଯାଉଛି। ଏହି ଟୁଇଟକୁ ନେଇ ଭାଜପା କଂଗ୍ରେସ ମଧ୍ୟରେ ବିବାଦ…
ଘୃଣା ସୃଷ୍ଟିକାରୀ ଭାଷଣ: ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଲୋଡିଲେ…
ନୂଆଦିଲ୍ଲୀ, ୧୪।୯ : ଘୃଣା ଭାଷଣ ପ୍ରସଙ୍ଗରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଘୃଣାର ବକ୍ତବ୍ୟକୁ ନେଇ ଆୟୋଗ ପୁଣି ଥରେ ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ଛାଡ଼ିଛନ୍ତି। କେନ୍ଦ୍ର ସରକାର ଘୃଣାର ବକ୍ତବ୍ୟ କିମ୍ବା ଘୃଣା ବ୍ୟାପିବାକୁ…
ବିନା ଲଢ଼େଇରେ ଚାଇନାକୁ ହଜାରେ ବର୍ଗ କିଲୋମିଟର ଜମି ଦେଇଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ…
ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ଟୁଇଟ କରିଛନ୍ତି। ଚାଇନାକୁ ଭାରତ ସରକାର ଜମି ପ୍ରଦାନ କରିଥିବା ସେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି, ଏପ୍ରିଲ ୨୦୨୦ର ସ୍ଥିତି ପୁନଃସ୍ଥାପିତ…
ଏ. ରାଜାଙ୍କ ମନ୍ତବ୍ୟକୁ ନେଇ ବିବାଦ
ଚେନ୍ନାଇ,୧୪।୯: ଡିଏମ୍କେ ନେତା ଏ. ରାଜା ଶୂଦ୍ର ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ବୋଲି ଡିଏମ୍କେ ଏମ୍ପି କହିବା ପରେ ଭାଜପା ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅନ୍ୟମାନଙ୍କୁ…
Archives


