Home

ଭିନେଶଙ୍କୁ ବ୍ରୋଞ୍ଜ

ବେଲଗ୍ରେଡ୍‌,୧୫ା୯(ପି.ଟି.) : ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ୫୩ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭିନେଶ ଫୋଗତ। ଏହା ସହିତ ପ୍ରଥମ ଭାରତୀୟ ମହିଳା ରେସଲର ଭାବରେ ଦୁଇଟି ବିଶ୍ୱ ଚାମ୍ପିୟନଶିପ ପଦକ ଜିତି ସେ ଇତିହାସ ସୃଷ୍ଟି କରିଛନ୍ତି।…

ଭାରତ ବିପକ୍ଷ ସିରିଜରୁ ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ ଓହରିଲେ

ମେଲବୋର୍ନ, ୧୫।୯ (ପି.ଟି.): ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ଏହି ଖେଳାଳିମାନେ ଭାରତରେ ହେବାକୁଥିବା ସିରିଜପାଇଁ ଉପଲବ୍ଧ…

ଇଂଲଣ୍ଡକୁ ହରାଇଲା ଭାରତ

ଡର୍ବି,୧୫ା୯(ପି.ଟି.): ଓପନର ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ହୋଇଛି ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ରହିଥିବା ବେଳେ ଗୁରୁବାର ଅନ୍ତିମ ମ୍ୟାଚ ଖେଳାଯିବ। ପ୍ରଥମେ ବ୍ୟାଟିଂ…

୩ ଦଶନ୍ଧି ପୂର୍ବରୁ ତିଆରି ହୋଇଥିଲା ମହାରାଣୀଙ୍କ କଫିନ୍‌

ଲଣ୍ଡନ: ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ମୃତ୍ୟୁର କଫିନ୍‌ ତିଆରି ହୋଇ ରହିଥିଲା। ରାଜପରିବାରର ପରମ୍ପରା ଅନୁସାରେ ପାଖାପାଖି ୩୨ ବର୍ଷ ପୂର୍ବରୁ ଓକ୍‌ ଗଛର ଶକ୍ତ କାଠରୁ ମହାରାଣୀଙ୍କ ପାଇଁ ଏହି…

ପୃଥିବୀ ବିକାଶ ପାଇଁ ଗଣତନ୍ତ୍ର ଅପରିହାର୍ଯ୍ୟ

ପୃଥିବୀର ବିକାଶ ପାଇଁ ଗଣତନ୍ତ୍ର ଅପରିହାର୍ଯ୍ୟ। ଗଣତନ୍ତ୍ରର ଭୂମିକାକୁ ଉପଲବ୍ଧି କରି ୨୦୦୭ରେ ମିଳିତ ଜାତିସଂଘର ସାଧାରଣ ସଭା ଗଣତନ୍ତ୍ରର ନୀତିକୁ ପ୍ରୋତ୍ସାହନ ତଥା ସମର୍ଥନ କରିବା ଉଦ୍ଦେଶ୍ୟରେ ୧୫ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି…

ଆଧୁନିକ ଭାରତର ବିନ୍ଧାଣି ବିଶ୍ୱେଶ୍ୱରାୟା

ସେପ୍ଟେମ୍ବର ୧୫ରେ ଭାରତ ରତ୍ନ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମଦିନକୁ ଭାରତରେ ଇଞ୍ଜିନିୟର୍ସ ଦିବସ (ଇଞ୍ଜିନିୟର୍ସ ଡେ’) ଭାବରେ ପାଳନ କରାଯାଏ। ଇଞ୍ଜିନିୟରିଂ ଏବଂ ଶିକ୍ଷା କ୍ଷେତ୍ରରେ ସାର୍‌ ଏମ୍‌. ବିଶ୍ୱେସରାୟାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ସର୍ବଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣକାରୀଙ୍କ ମଧ୍ୟରେ…

ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ମ୍ୟାରିନ ମ୍ୟାଜିକ ଶୋ

ଭୁବନେଶ୍ୱର,୧୫।୯: ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରମୁଖ ବାଣିଜି୍ୟକସ୍ଥଳ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏକ ଅଭିନବ ପ୍ରୟାସ ‘ମ୍ୟାରିନ ମ୍ୟାଜିକ ଶୋ’ ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମଲ୍‌ ପରିସରକୁ ଆସୁଥିବା ଗ୍ରାହକଙ୍କ ପିଲାମାନଙ୍କ ପାଇଁ ଏହି ଶୋ’ର ବ୍ୟବସ୍ଥା କରାଯାଇଛି। ଏପରିକି…

ପରିବହନର ପ୍ରମୁଖ ପଥ ପାଲଟିଛି କେଡିଏସ୍‌

ଭୁବନେଶ୍ୱର,୧୫।୯: ଦେଶର ସର୍ବପୁରାତନ ତଥା ପ୍ରମୁଖ ବନ୍ଦର ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର କୋଲକାତା (ଏସ୍‌ଏମ୍‌ପିକେ) ପକ୍ଷରୁ ବ୍ୟବସାୟିକ ବୃଦ୍ଧି ଓ ମିଳିତ କାରବାର ଉଦ୍ଦେଶ୍ୟରେ ବୁଧବାର ସ୍ଥାନୀୟ ଏକ ହୋଟେଲରେ ‘ମିଟ୍‌ ଓଡ଼ିଶା’ ନାମରେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…

ଖସିଲା ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫।୯: ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅସ୍ଥିରତା ସାଙ୍ଗକୁ ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଜାରି ରହିଛି। ଏପରି କି ୨୦୨୨ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ବା ହୋଲ୍‌ସେଲ୍‌ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି କ୍ରମାଗତ ୩ୟ ମାସ ପାଇଁ ହ୍ରାସ…

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୯: ପୂର୍ବତଟ ରେଳପଥର ମୁଖ୍ୟାଳୟ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳସଦନଠାରେ ବୁଧବାର ହିନ୍ଦୀ ଦିବସ ସହ ରାଜଭାଷା ପକ୍ଷ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର…

ଗୁଜରାଟରେ ୧.୫୪ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ

ନୂଆଦିଲ୍ଲୀ,୧୫।୯: ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଇବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ବାନ ଅନୁସାରେ ଗୁଜରାଟର ଅହମଦାବାଦ ଜିଲାରେ ଏକ ସେମିକଣ୍ଡକ୍ଟର ଫ୍ୟାବ୍‌ ୟୁନିଟ୍‌ ସହ ଏକ ଡିସ୍‌ପ୍ଲେ ଫ୍ୟାବ୍‌ ୟୁନିଟ୍‌, ସେମିକଣ୍ଡକ୍ଟର ଆସେମ୍ବ୍ଲିଂ…

ଅଗଷ୍ଟରେ ବୃଦ୍ଧି ପାଇଛି ରପ୍ତାନି

ନୂଆଦିଲ୍ଲୀ,୧୫।୯: ଗତ କିଛି ମାସ ହେବ ଭାରତରେ ଉଭୟ ଆମଦାନୀ ଓ ରପ୍ତାନିରେ ସୁଧାର ପରିଲକ୍ଷିତ ହୋଇଛି। ଏପରିକି ଗତ ମାସ ଭଳି ଚଳିତ ମାସରେ ମଧ୍ୟ ଆମଦାନୀରେ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ରପ୍ତାନିରେ ସୁଧାର ସାଙ୍ଗକୁ ସାମାନ୍ୟ ବୃଦ୍ଧି ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri