ଏସସିଓ ବୈଠକରେ ଯୋଗ ଦେବାକୁ ସମରକନ୍ଦ ଯିବେ ମୋଦି, ସନ୍ଧ୍ୟାରେ ପୁଟିନଙ୍କ ସହ ହେବ ଦ୍ୱିପାକ୍ଷିକ ବାର୍ତ୍ତା
ନୂଆଦିଲ୍ଲୀ,୧୫ ।୯: ତାସକନ୍ଦର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ୨୦୨୨ରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତାଙ୍କର ଯାତ୍ରା ଆରମ୍ଭ କରିବେ । ସେଠାରେ ସେ ରୁଷିଆ ରାଷ୍ଟ୍ରପତି ପୁଟିନ, ଚାଇନା ରାଷ୍ଟ୍ରପତି…
ଜ୍ୟାକ୍ଲିନ୍ଙ୍କୁ ୮ ଘଣ୍ଟା ଜେରା
ନୂଆଦିଲ୍ଲୀ, ୧୫।୯: ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କୁ ବୁଧବାର ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସେସ୍ ଓ୍ବିଙ୍ଗ ୮ ଘଣ୍ଟା ଜେରା କରିଛି। ବୁଧବାର ସକାଳ ସାଢ଼େ ୧୧ଟାବେଳେ ଜ୍ୟାକ୍ଲିନ୍ ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିବାବେଳେ ରାତି ୮ଟାରେ…
କୋଭିଡ୍ର ନୂଆ ଭାରିଏଣ୍ଟ ଚିହ୍ନଟ
ଲଣ୍ଡନ, ୧୫।୯: ଆମେରିକା ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ କୋଭିଡ୍ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭାରିଏଣ୍ଟର ନାମ ଓମିକ୍ରନ୍ ବିଏ.୪.୬ ହୋଇଥିବା ବ୍ରିିଟେନ୍ ହେଲ୍ଥ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୪ରେ ବ୍ରିଟେନ୍ରେ ଟେଷ୍ଟ ହୋଇଥିବା…
୪୭ କୋଟିର ସୁନା, ରୁପା ଜବତ
ମୁମ୍ବାଇ,୧୫।୯: ମୁମ୍ବାଇର ଏକ ପ୍ରାଇଭେଟ ଲକର୍ରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୯୧.୫ କେଜି ସୁନା ଏବଂ ୧୫୨ କେଜି ଓଜନର ରୁପା ଜବତ କରିଛି। ଜବତ ସୁନା ଓ ରୁପାର ବଜାର ମୂଲ୍ୟ ୪୭ କୋଟି ଟଙ୍କା ରହିଛି। ମନି ଲଣ୍ଡରିଂ…
ବାଧ୍ୟତାମୂଳକ ଶ୍ରମ ଉତ୍ପାଦିତ ଦ୍ରବ୍ୟ ବ୍ୟାନ୍ କରିବ ଇୟୁ
ବ୍ରସେଲ୍ସ, ୧୫ା୯: ଲୋକଙ୍କୁ ଜବରଦସ୍ତି ଶ୍ରମିକ ସଜାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ୟୁରୋପିଆନ୍ ୟୁନିୟନ୍(ଇୟୁ) ଯୋଜନା ପ୍ରସ୍ତୁତ କରିଛି। ମହାମାରୀ, ଯୁଦ୍ଧ ପ୍ରଭାବ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବିଶ୍ୱରେ ବଢ଼ୁଥିବା ଆଧୁନିକ ଦାସତ୍ୱ ବା…
ଓ୍ବାକଫ୍ ବୋର୍ଡର ବିନା ଅନୁମତିରେ ବିକି ହେଉନି ଜମି
ଚେନ୍ନାଇ, ୧୫।୯: ତାମିଲନାଡୁର ୨୦ଟି ଗ୍ରାମର ଜମି ମାଲିକ ଏବେ ଚିନ୍ତାରେ। ଓ୍ବାକଫ୍ ବୋର୍ଡର ବିନା ଅନୁମତିରେ ଗ୍ରାମର କୌଣସି ଜମି ମାଲିକ ନିଜ ସମ୍ପତ୍ତି ବିକ୍ରି କରିପାରୁ ନ ଥିବା ଥିରୁଚେନ୍ଦୁରାଇ ସବ୍-ରେଜିଷ୍ଟ୍ରାର ଅଫିସ୍ ପକ୍ଷରୁ କୁହାଯାଇଛି। ଏହି ଗ୍ରାମର…
ଟୁଇଟରରେ ଭାରତ, ଚାଇନା ଏଜେଣ୍ଟ
ଓ୍ବାଶିଂଟନ୍, ୧୫ା୯: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରର ପୂର୍ବତନ ସୁରକ୍ଷା ମୁଖ୍ୟ ତଥା ହ୍ବିସିଲ୍ବ୍ଲୋଓର ପିଟର ମଜ୍ ଜାଟ୍କୋ ଆମେରିକା ସିନେଟ୍ର ନ୍ୟାୟିକ କମିଟି ଆଗରେ ଚକିତ କଲାଭଳି ତଥ୍ୟ ରଖିଛନ୍ତି। ଭାରତ ଓ ଚାଇନାର ଏଜେଣ୍ଟ ଟୁଇଟରରେ ବେତନଭୋଗୀ କର୍ମଚାରୀ…
କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟାଙ୍କ ଲୁଟ୍
ବେରୁଟ, ୧୫ା୯: ଭଉଣୀର କ୍ୟାନ୍ସର ଚିକିତ୍ସା ପାଇଁ ଲେବାନନ୍ର ଜଣେ ମହିଳା ବୁଧବାର ବ୍ୟାଙ୍କ ଲୁଟିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଲୁଟ୍ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ଡରାଇବା ପାଇଁ ଖେଳଣା ବନ୍ଧୁକ ଧରିଥିଲେ। ବ୍ଲୋମ୍ ବ୍ୟାଙ୍କର ବେରୁଟ୍ ଶାଖାରେ ଲୁଟ୍ ବେଳର…
ଲମ୍ପି ବ୍ୟାପୁଛି: ମଲେଣି ୭୫ ହଜାର ଗୋରୁ
ନୂଆଦିଲ୍ଲୀ,୧୫।୯ : କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଅଭିଶାପ ପାଲଟିଥିବାବେଳେ ଗୋରୁଙ୍କ ଭଳି ଗୃହପାଳିତ ପ୍ରାଣୀଙ୍କ ଲାଗି ଘାତକ ସାଜିଛି ଲମ୍ପି ଭାଇରସ୍। ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରଥମେ ଚିହ୍ନଟ ହୋଇଥିବା ଲମ୍ପି ଭାଇରସ୍ ପରବର୍ତ୍ତୀ ସମୟରେ ଦେଶର…
ଆମେରିକାରେ କମୁଛି ମଙ୍କିପକ୍ସ ମାମଲା
ଓ୍ବାଶିଂଟନ,୧୪ା୯: ଆମେରିକାରେ ମଙ୍କିପକ୍ସ ମାମଲା ଧିରେ ଧିରେ ହ୍ରାସ ପାଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ପୂର୍ବ ମାମଲାର ପ୍ରାୟ ଅଧା ଅଟେ। ଏକ ମାସ ପୂର୍ବରୁ ଆମେରିକାରେ ମଙ୍କିପକ୍ସ ମାମଲାରେ ରେକର୍ଡ ବୃଦ୍ଧି ଘଟିଥିଲା। ଏକ ରିପୋର୍ଟ…
ପାକିସ୍ତାନକୁ ସହାୟତା ଦେଲା ଆମେରିକା: ଚିନ୍ତାପ୍ରକଟ କଲା ଭାରତ
ନୂଆଦିଲ୍ଲୀ,୧୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ତାଙ୍କ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଟୁଇଟ୍ ଯୋଗେ…
‘ସାଂସ୍କୃତିକ ପରମ୍ପରା ଧ୍ୱଂସ କରିଛନ୍ତି ସରକାର’
କୋଲକାତା,୧୪ା୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୋଲକାତାରେ ଆନ୍ଦୋଳନ ବେଳେ କର୍ମୀଙ୍କୁ ମାଡ଼ର ତୀବ୍ର ନିନ୍ଦା କରିଛି ଭାଜପା। ପଶ୍ଚିମବଙ୍ଗ ସବୁବେଳେ ନିଜର ବୌଦ୍ଧିକ ଓ ସାଂସ୍କୃତିକ ପରମ୍ପରା ପାଇଁ ପରିଚିତ ଥିବାବେଳେ ମମତା ସରକାର ଏହାକୁ…
Archives


