Home

ଆଜି ଆସୁଛନ୍ତି ଶେଖ ହାସିନା

ନୂଆଦିଲ୍ଲୀ,୫।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୋମବାର ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକର୍‌ଙ୍କୁ ସାକ୍ଷାତ କରିବେ। ଏହି ଅବସରରେ ହାସିନା ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର…

ପ୍ରଧାନମନ୍ତ୍ରୀ ହେଲେ ସପ୍ତାହକରେ ଶକ୍ତି ସଙ୍କଟର ସମାଧାନ

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଆଗୁଆ ଥିବା ୪୭ ବର୍ଷୀୟା ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହକ ମଧ୍ୟରେ ଶକ୍ତିସଙ୍କଟର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ୧୯୭୫ରେ ଅକ୍ସଫୋର୍ଡରେ ଜନ୍ମିତ ମେରି ଏଲିଜାବେଥ୍‌ ଟ୍ରସ୍‌ଙ୍କ ପ୍ରତିଦ୍ୱନ୍ଦ୍ୱିତା ଭାରତୀୟ…

ଓବାମାଙ୍କୁ ଏମି ପୁରସ୍କାର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନେଟ୍‌ଫ୍ଲିକ୍ସ ପ୍ରାମାଣିକ ଚିତ୍ର ସିରିଜ୍‌ ‘ଆଓ୍ବାର ଗ୍ରେଟ୍‌ ନ୍ୟାଶନାଲ ପାର୍କ୍ସ’ ପାଇଁ ଶ୍ରେଷ୍ଠ ବ୍ୟାଖ୍ୟାକାର ଭାବେ ଏମି ଆଓ୍ବାର୍ଡ ପାଇଛନ୍ତି। ତାଙ୍କ ପ୍ରଯୋଜନା କମ୍ପାନୀ ହାୟର ଗ୍ରାଉଣ୍ଡ ଉକ୍ତ ଡକୁମେଣ୍ଟାରି ପ୍ରସ୍ତୁତ କରିଛିି। ଏମି…

ବିଶ୍ୱ ଐତିହ୍ୟ ତାଲିକାରୁ ହଟିପାରେ ମହେଞ୍ଜୋଦାରୋ

ଲର୍କାନା, ୫ା୯: ବିଶ୍ୱର ଐତିହ୍ୟ ତାଲିକାରୁ ମହେଞ୍ଜୋଦାରୋ ହଟିବା ନେଇ ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗ ଆଶଙ୍କା ବ୍ୟକ୍ତ କରିଛି। ଏଥିସହ ଏହି ପ୍ରାଚୀନ ସଭ୍ୟତାର ତ୍ୱରିତ ସଂରକ୍ଷଣ ତଥା ମରାମତି ପାଇଁ ଦୃଷ୍ଟି ଆକର୍ଷଣ କରିଛି। ଅଗଷ୍ଟ ୧୬ରୁ ୨୬ ତାରିଖ…

ପନ୍ତଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡର ଏକ ମ୍ୟାଚ୍‌ରେ ପାକିସ୍ତାନ ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଆରମ୍ଭ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ବଡ଼ ସ୍କୋର…

ଗଣେଶ ପେଣ୍ଡାଲରେ ହନୁମାନଙ୍କ ମୃତ୍ୟୁ

ଲକ୍ଷ୍ନୌ,୫।୯: ଗଣେଶ ଚତୁର୍ଥୀ ଅବସରରେ ଉତ୍ତରପ୍ରଦେଶର ମୈନପୁରରେ ଶନିବାର ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଉଥିଲା। ଭଜନ ଦଳ ସହ ରବି ଶର୍ମା (୩୫) ନାମକ ବ୍ୟକ୍ତି ଆସିଥିଲେ। ଭଜନ ପରିବେଷଣ ବେଳେ ସେ ଗଣେଶ ପେଣ୍ଡାଲରେ ହନୁମାନ ବେଶ ଧାରଣ କରି…

ମୃତକ, ଆହତଙ୍କ ପରିବାରକୁ ମିଳୁନି ସହାୟତା

ଛତ୍ରପୁର,୫/୯(ଡି.ଏନ୍‌.ଏ.):ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲାରେ ଘଟୁଛି। ଏପରିକି ଅଜଣା ଗାଡି ଧକ୍କାରେ ପ୍ରତିବର୍ଷ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଅଜଣା ଗାଡି ଧକ୍କାରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟେ କିମ୍ବା ଗୁରୁତର ଆହତ ହୋଇଥାନ୍ତି ସେମାନଙ୍କ…

୧୧୦.୮୩ କୋଟିର ଦୁର୍ନୀତି ଧରିଲେ ଏଜି

ଭୋପାଳ,୫।୯: ମଧ୍ୟପ୍ରଦେଶରେ ମହିଳା ଓ ଶିଶୁଙ୍କ ପୋଷଣ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ୧୧୦.୮୩ କୋଟି ଟଙ୍କାର ଖାଦ୍ୟଶସ୍ୟ ବଣ୍ଟନ ସମ୍ପର୍କରେ ଭୁଲ୍‌ ତଥ୍ୟ ଦିଆଯାଇଥିବା ରାଜ୍ୟ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅଡିଟ୍‌ରୁ ଧରାପଡ଼ିଛି। ୨୦୨୦ରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…

ବିଦେଶରୁ ଫେରିଲେ ବାଚସ୍ପତି

ଭଞ୍ଜନଗର,୫।୯(ଡି.ଏନ.ଏ):ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଦେଶ ଗସ୍ତ ସାରି ଶୁକ୍ରବାର ଓଡ଼ିଶା ଫେରିବା ପରେ ରବିବାର ନିଜ ନିର୍ବାଚନମଣ୍ଡଳୀ ଭଞ୍ଜନଗରକୁ ଆସିଛନ୍ତି। ତାଙ୍କୁ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ ଭେଟି ସ୍ବାଗତ ଜଣାଇଥିଲେ। ଅପରାହ୍ନରେ ସ୍ଥାନୀୟ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାରେ ଭଞ୍ଜନଗର…

କନ୍ଧମାଳରେ ବଳରାମ ଯୋଜନା ଦିଗହରା

ଫୁଲବାଣୀ ଅଫିସ, ୫ା୯:ରାଜ୍ୟ ସରକାର ଚାଷ, ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେଥିମଧ୍ୟରୁ ‘ବଳରାମ’ ଯୋଜନା ଅନ୍ୟତମ ା ୨୦୨୧ ଆର୍ଥିକ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଛି ା ହେଲେ କନ୍ଧମାଳ ଜିଲାରେ ଏହି ଯୋଜନାର…

ରେଡିଏଶନ୍‌କୁ ଭିଜା ଲୋଡ଼ା ନାହିଁ

ମସ୍କୋ/କିଭ୍‌ , ୫ା୯: ୟୁକ୍ରେନ୍‌ ଉପରେ ୬ ମାସରୁ ଅଧିକ ସମୟ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାଦିନରୁ ଆମେରିକା ସମେତ ୟୁରୋପୀୟ ସଂଘ (ଇୟୁ) ରୁଷିଆ ଉପରେ ଚାପ ପକାଇବା ପାଇଁ କଟକଣା ଲଗାଇବାରେ ଲାଗିଥିବାବେଳେ…

ଦ୍ରୁତତମ ଓ ପଞ୍ଚମ ବୃହତ୍ତମ: ନିରନ୍ତର ପ୍ରଗତି ପଥେ ଭାରତୀୟ ଅର୍ଥବ୍ୟବସ୍ଥା

ହୁଏତ ଏହା ସଂଯୋଗବଶତଃ ହୋଇ ଥାଇପାରେ, କିନ୍ତୁ ବ୍ରିଟିଶ ସାମ୍ରାଜ୍ୟ ଠାରୁ ସ୍ବାଧୀନତା ପାଇବାର ୭୫ତମ ବର୍ଷରେ ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍‌ ଅର୍ଥବ୍ୟବସ୍ଥାରେ ପରିଣତ ହେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିଶ୍ଚିତ ଭାବେ ପରମ ସନ୍ତୋଷର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri