Home

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର ଆକ୍ରମଣାତ୍ମକ ଢଙ୍ଗରେ ଦିଲ୍ଲୀର ଭାଜପା ମୁଖ୍ୟ ଏକ ପୋଷ୍ଟର ମାଧ୍ୟମରେ ସିସୋଡିଆଙ୍କୁ ‘ଲୁଟେରା’ ବୋଲି…

ଆମେରିକା ଏୟାର ଶୋ’ରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ଆସିଲା ସାମ୍ନାକୁ, ପ୍ରାୟ ୬ ଜଣଙ୍କର ହୋଇଛି ମୃତ୍ୟୁ

ୱାଶିଂଟନ,୧୩ ।୧୧: ଆମେରିକାର ଟେକ୍ସାସ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଏହାର ଏକ ଲୋମ ଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବିମାନ ଭିଣ୍ଟେଜ…

କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅନନ୍ତନାଗରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ,୧୩ ।୧୧: ଜମ୍ମୁ-କଶ୍ମୀରରେ ପ୍ରବାସୀଙ୍କ ଉପରେ ଚାଲିଥିବା ଆକ୍ରମଣ ଘଟଣା ଥମିବାର ନା ନେଉନି । ଅନନ୍ତନାଗରେ ଦୁଇ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି କରିଥିବା ସୂଚନା ମିଳିଛି । ଏହି ଟାର୍ଗେଟ କିଲିଂରେ ଉଭୟ ଶ୍ରମିକ ଆହତ…

ପୃଥିବି ପୃଷ୍ଠକୁ ଫେରିଲା ମାନବ ବିହୀନ ସାମରିକ ମହାକାଶ ବିମାନ, ରେକର୍ଡ ୯୦୮ ଦିନ

ୱାଶିଂଟନ,୧୩ ।୧୧: ଆମେରିକାର ଏକ ମାନବ ବିହୀନ ସାମରିକ ମହାକାଶ ବିମାନ ଏହାର ଷଷ୍ଠ ମିଶନ ପୁରଣ କରି ଶନିବାର ଭୋର ସମୟରେ ପୃଥିବି ପୃଷ୍ଠକୁ ଫେରି ଆସିଛି । ଏହି ବିମାନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଏହାର କକ୍ଷପଥରେ ୯୦୮…

ଭାଜପାର ନିର୍ବାଚନୀ ଗାଡ଼ିକୁ ସହାୟତା କଲା କଂଗ୍ରେସ, ସୋସିଆଲ ମିଡିଆରେ ଭାଇରାଲ…

ଅହମଦାବାଦ,୧୨।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଏପରିସ୍ଥଳେ ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବାଲିରେ ଫଶି ଯାଇଥିବା ଏକ ଭାଜପା…

ହାଇକୋର୍ଟ କ୍ଷମା କ୍ଷମତାର ପ୍ରୟୋଗ କରି ପାରିବେ ନାହିଁ : ସୁପ୍ରିମ୍‌କୋର୍ଟ..

ନୂଆଦିଲ୍ଲୀ,୧୨।୧୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ନ୍ୟାୟିକ ସମୀକ୍ଷାର କ୍ଷମତା ପ୍ରୟୋଗ କରୁଥିବାବେଳେ ହାଇକୋର୍ଟ ନିଜେ କ୍ଷମା କ୍ଷମତା ବ୍ୟବହାର କରିପାରିବେ ନାହିଁ। ଏକ ହତ୍ୟା ମାମଲାରେ ଦୋଷୀଙ୍କୁ ୧୨ ବର୍ଷ ୯ ମାସ ପ୍ରକୃତ ଦଣ୍ଡାଦେଶ କରାଯାଇଥିଲା। ଯେତେବେଳେ ସେ…

ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ପାରଦ ତଳମୁହାଁ ହେବା ଯୋଗୁ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସକୁ ଖସିଛି। ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି। ତେବେ ଆସନ୍ତା ୩ରୁ ୪ ଦିନ…

ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହେଲେ ରାଜୁ ଘିବେଲା

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଧାମନଗ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସିଟ୍‌ରେ ବାଜିମାତ କରିବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନିକଟରେ ବିଜେଡିରେ ମିଶିଥିବା ରାଜୁ ଘିବେଲାଙ୍କୁ ବିଜୁ ଜନତା…

ପାଣି ବିକୁଥିବା ଯୁବକ ଚଳାଇଛନ୍ତି କନଷ୍ଟେବଳ ପରୀକ୍ଷା ଲାଗି ପ୍ରସ୍ତୁତି

କଥାରେ ଅଛି ‘ଯେଉଁମାନେ ପରିଶ୍ରମ କରନ୍ତି ସେମାନେ ସଫଳ ନିଶ୍ଚୟ ହୁଅନ୍ତି’। ଅନେକ ବିଫଳ ହେବା ଭୟରେ ଚେଷ୍ଟା କରି ନ ଥାନ୍ତି। ହେଲେ ବହୁତ କମ୍‌ ଲୋକ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ସେଭଳି ଏକ ସୁନ୍ଦର ଚିତ୍ର…

କର୍ମଜୀବୀ ମହିଳାଙ୍କୁ ବିଳମ୍ବିତ ରାତ୍ରରେ ଘରେ ଆଣି ଛାଡ଼ିବେ ପୋଲିସ…

ଫରିଦାବାଦ,୧୨।୧୧ : ଫରିଦାବାଦ ପ୍ରଶାସନ କର୍ମଜୀବୀ ମହିଳାଙ୍କ ପାଇଁ ସୁବିଧା କରିଛନ୍ତି। ବିଳମ୍ବିତ ରାତ୍ରରେ ଏଭଳି ମହିଳାଙ୍କୁ ଆଉ ଘରକୁ ଫେରିବାର ଭୟ ରହିବ ନାହିଁ। ପୋଲିସ ସେମାନଙ୍କୁ ଘରେ ନେଇ ଛାଡ଼ିବେ। ଏଭଳି ମହିଳା ଯଦି ଘରକୁ ଫେରିବାରେ ଅସୁବିଧାର…

ନର୍ଭସ ନୁହେଁ ଉତ୍ସାହିତ ଅଛି: ବାବର

ମେଲବୋର୍ନ,୧୨।୧୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ଆଉ ଗୋଟିଏ ମ୍ୟାଚ୍‌ ପରେ ମହାନ କ୍ରିକେଟର ଇମରାନ ଖାଁଙ୍କ ଉପଲବ୍ଧିର ସମକକ୍ଷ ହେବେ। ହେଲେ ସେ ଏଥିପାଇଁ ନର୍ଭସ ହେବା ପରିବର୍ତ୍ତେ ଉତ୍ସାହିତ ଅଛନ୍ତି। କାରଣ ସେ ବିଶ୍ୱକପ୍‌ରେ ଗତ ୩ ମ୍ୟାଚ୍‌ରେ…

୨ ହଜାରରୁ ଅଧିକ ପିଲାଙ୍କୁ ମାଗଣା ଲ୍ୟାପଟପ୍‌ ଦେବେ ଯୋଗୀ ସରକାର…

ଲକ୍ଷ୍ନୌ,୧୨।୧୧ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଉତ୍ତରପ୍ରଦେଶର ଦୁଇ ହଜାରରୁ ଅଧିକ ପିଲାଙ୍କ ପାଇଁ ଟ୍ରେଜେରୀ ଖୋଲି ଦେଇଛନ୍ତି। ଯୋଗୀ ସରକାର ଏହି ପିଲାମାନଙ୍କୁ ଲ୍ୟାପଟପ ଦେବେ। ଏଥିପାଇଁ ଯୋଗୀ ସରକାର ପାଣ୍ଠି ଘୋଷଣା କରିଛନ୍ତି। ବାଲ ସେବା ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?