Advertisement
Posted inଜାତୀୟ

କର୍ମଜୀବୀ ମହିଳାଙ୍କୁ ବିଳମ୍ବିତ ରାତ୍ରରେ ଘରେ ଆଣି ଛାଡ଼ିବେ ପୋଲିସ…

ଫରିଦାବାଦ,୧୨।୧୧ : ଫରିଦାବାଦ ପ୍ରଶାସନ କର୍ମଜୀବୀ ମହିଳାଙ୍କ ପାଇଁ ସୁବିଧା କରିଛନ୍ତି। ବିଳମ୍ବିତ ରାତ୍ରରେ ଏଭଳି ମହିଳାଙ୍କୁ ଆଉ ଘରକୁ ଫେରିବାର ଭୟ ରହିବ ନାହିଁ। ପୋଲିସ ସେମାନଙ୍କୁ ଘରେ ନେଇ ଛାଡ଼ିବେ। ଏଭଳି ମହିଳା ଯଦି ଘରକୁ ଫେରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ବ୍ୟସ୍ତ ବିବ୍ରତ ନହୋଇ ୯୯୯୯୧୫୦୦୦୦, ୭୨୯୦୦୧୦୦୦୦ ଏବଂ ୦୧୨୯-୨୨୨୭୨୦୦ ଆଦି ତିନି ନିଶୁଳ୍କ ନମ୍ବରକୁ ଫୋନ୍‌ କଲେ ଦୁର୍ଗାଶକ୍ତି ପୋଲିସ ଟିମ୍‌ ସମ୍ପୃକ୍ତ ମହିଳାଙ୍କ ପାଖରେ ପହଞ୍ଚି ତାଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବେ।

ଶନିବାର ଫରିଦାବାଦ ପୋଲିସ ବିଭାଗ ଏବଂ ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ୩୦ ଯାଏ ଲକ୍‌ଡାଉନ

କୋଲକାତା, ୧।୯(ପି.ଟି.): ପଶ୍ଚିମବଙ୍ଗ ସରକାର କରୋନାଜନିତ ଲକ୍‌ଡାଉନ୍‌କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେପ୍ଟେମ୍ବର ୭, ୧୧ ଏବଂ ୧୨ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ...

ଡେଲିଭରୀ ଫି ଦେଇ ନ ପାରିବାରୁ ନବଜାତ ଶିଶୁକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଦମ୍ପତି

ଲକ୍ଷ୍ନୌ, ୧।୯: ଉତ୍ତର ପ୍ରଦେଶର ଆଗ୍ରା ସହରରୁ ଏକ ନିନ୍ଦନୀୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା ଡେଲିଭରୀ ଫି ବାବଦକୁ ୩୫ ହଜାର...

ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ଛେଚିଲେ

ଭୋପାଳ,୮।୧୦: ମଧ୍ୟପ୍ରଦେଶର ଧର ଜିଲାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମଧ୍ୟବୟସ୍କା ବିଧବାଙ୍କୁ ପଡୋଶୀ ଉଲଗ୍ନ କରି ନିର୍ଘାତ ମାଡ଼ ମାରିଛନ୍ତି। ଶତାଧିକ ଲୋକଙ୍କ ଉପସ୍ଥିତିରେ ମହିଳାଙ୍କୁ...

ପିଲା ପାଠ ପଢ଼ୁ ନାହିଁ କି ତା’ହେଲେ ଆପଣାନ୍ତୁ ଏହି ଉପାୟ

ସବୁ ଅଭିଭାବକ ମାନଙ୍କର ସ୍ବପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ...

ହସ୍ପିଟାଲରେ ସିଦ୍ଧୁ

ଚଣ୍ଡିଗଡ,୨୩।୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଟିଆଲା ଜେଲ୍‌ରୁ ତାଙ୍କୁ ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ମେଡିକାଲ...

ଏହି ଜଳଖିଆ ଦୋକାନୀଙ୍କୁ ପ୍ରଶଂସା କଲେ ମୋଦି: ଜାଣନ୍ତୁ କାହିଁକି

ଚଣ୍ଡିଗଡ,୨୫।୭: କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ଚଣ୍ଡିଗଡ଼ର ଜଣେ ବ୍ୟକ୍ତି କଠିନ ପରିଶ୍ରମ କରୁଛନ୍ତି। ସେକ୍ଟର -୨୯ ବି ବଜାରରେ...

ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟିଙ୍କ ପରଲୋକ

ମୁମ୍ବାଇ,୧।୧୨: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟି କାପାଡିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ...

ସୌର ବିଦ୍ୟୁତ୍‌କୁ ପ୍ରୋତ୍ସାହନ, ପ୍ରତିରକ୍ଷା ଅନୁସନ୍ଧାନକୁ ୨୫ ପ୍ରତିଶତ, ୩ କୋଟି ପରିବାରଙ୍କୁ ପାନୀୟ ଜଳ, ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୌର ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୧୯,୫୦୦ କୋଟି ଟଙ୍କା ଆବଣ୍ଟନ...

Advertisement
Archives

Model This Week