Home

ଗୁଜରାଟ ନିର୍ବାଚନ : ୧୮ ଗ୍ରାମବାସୀ ଭୋଟ ଦେବାକୁ ମନାକଲେ, ‘ଟ୍ରେନ ନାହିଁ ତ ଭୋଟ ନାହିଁ’…

ଅହମଦାବାଦ,୧୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନରେ ନଭସାରୀ ବିଧାନସଭାର ୧୮ ଟି ଗାଁର ଲୋକମାନେ ସମସ୍ତ ରାଜନୈତିକ ଦଳର ଚିନ୍ତା ବଢ଼ାଇଛନ୍ତି। ଏହି ଗ୍ରାମବାସୀ ନିର୍ବାଚନରେ ଭୋଟ ନଦେବାକୁ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଭାଜପା ଏବଂ ଅନ୍ୟ ଦଳର…

ଆମେରିକା ବିଦେଶମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଫେନମପେହ୍ନ,୧୩।୧୧: କାମ୍ବୋଡିଆରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଏହି ସମୟରେ ୟୁକ୍ରେନ ସଙ୍କଟ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ରଣନୀତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ନେତାଙ୍କ ମଧ୍ୟରେ…

ବରଙ୍କ ଅଜବ ସର୍ତ୍ତ, ରାତି ୯ଟା ଯାଏ ସାଙ୍ଗମାନଙ୍କ ସହ ବାହାରେ ବୁଲିବି

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ନୂଆ ଦାୟିତ୍ୱ, ନୂଆ କାର୍ଯ୍ୟ, ନୂଆ ଇଚ୍ଛା। କିନ୍ତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି ନାହିଁ। ଅନେକ କୁହନ୍ତି,ବିବାହ ପରେ ପ୍ରତିବନ୍ଧକ ଆରମ୍ଭ ହୋଇଯାଏ। ଏପରି ପରିସ୍ଥିତିରେ, ଏହି ବନ୍ଧନକୁ ବଜାୟ ରଖିବା କଷ୍ଟକର…

ଝିଅର ଏମିତି ନାଁ ଦେଲେ ବିପାଶା

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଠାରୁ ଏବେ ଖାଲି ଖୁସି ଖବର ମିଳିବାରେ ଲାଗିଛି। କିଛିଦିନ ପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକ କନ୍ୟାସନ୍ତାନର ମାତାପିତା ହୋଇଥିବା ବେଳେ ଶନିବାର ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର କନ୍ୟାସନ୍ତାନର…

ଟସ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ମେଲବୋର୍ନ ଗ୍ରାଉଣ୍ଡରେ ହେଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ଟିମ୍‌ ପାକିସ୍ତାନ ବ୍ୟାଟିଂ…

ଗୁଜରାଟରେ ଭାଜପାର ଚିନ୍ତା ବଢ଼ିଲା, ଟିକଟ ପାଇ ନ ଥିବା ୫ ନେତା ସ୍ବାଧୀନ ଭାବେ ଲଢ଼ିବାକୁ ଦେଲେ ଧମକ…

ଅହମଦାବାଦ,୧୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ କଟାଯାଇଥିବା ବିଧାୟକମାନେ ଦଳ ବିରୋଧରେ ବିଦ୍ରୋହ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସଳର ଜଣେ ସିଟିଂ ବିଧାୟକ ଏବଂ ଚାରିଜଣ ପୂର୍ବତନ ବିଧାୟକ…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ବାପା

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ରବିବାର ଇଡିରେ ହାଜର ହୋଇଛନ୍ତି ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବାପା। ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ଖୋଳତାଡ଼ ଆରମ୍ଭ କରିଛି। ଅର୍ଚ୍ଚନାଙ୍କ ବାପା ଆଜି ସକାଳେ ଇଡି ଅଫିସରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଇ…

ଛାଡ଼ପତ୍ର ପରେ ପୁଣି ପ୍ରେମ ବିବାହ

କାନ୍‌ବେରା,୧୩।୧୧: ବିବାହ ପରେ ଛାଡ଼ପତ୍ର। ପରବର୍ତ୍ତୀ ସମୟରେ ପ୍ରେମରେ ପଡ଼ି ପୁଣି ସମ୍ପର୍କ ସ୍ଥାପନ। ଆଉ ଶେଷରେ ପୂନର୍ବିବାହ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଲଭ୍‌ଷ୍ଟୋରି ଅଷ୍ଟ୍ରେଲିଆର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କୁର୍ଟିସ୍‌ ଏବଂ ଟିମ୍‌…

ରେକର୍ଡ ଭାଙ୍ଗିଲା ‘ଯଶୋଦା’

ମୁମ୍ବାଇ: ବିଗ୍‌ ବି’ଙ୍କ ଫିଲ୍ମ ‘ଉଞ୍ଚାଇ’ ସହ ହଲ୍‌ରେ ଆଉ ତିନୋଟି ଫିଲ୍ମ ରିଲିଜ ହୋଇଛି। ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର୍‌-୨’ ଏବଂ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ‘ଯଶୋଦା’ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଏହି ତିନୋଟି ଫିଲ୍ମ…

ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା ହେଉଛି, କିନ୍ତୁ କଳା ବାଦଲ ସମଗ୍ର ସହରକୁ ଘୋଡାଇ ରଖିଛି। ଅନ୍ତିମ ମ୍ୟାଚ ସମୟରେ…

ଭାରତ-ପାକିସ୍ତାନ ସୀମାରେ ଡ୍ରୋନ୍‌ରେ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ବୃଦ୍ଧି ଘଟିଛି…

ଶ୍ରୀନଗର,୧୩।୧୧ : ପଞ୍ଜାବ, ଜମ୍ମୁ-କଶ୍ମୀରର ଭାରତ ଏବଂ ପାକିସ୍ତାନ ସୀମାରେ ୨୦୨୨ ମସିହାରେ ସୀମା ଆରପାର୍ଶ୍ୱରୁ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ର ଚୋରା ମାମଲା ଦ୍ୱିଗୁଣିତ ହୋଇଛି। ସୀମା ସୁରକ୍ଷା ବଳର ମହାନିର୍ଦେଶକ (ବିଏସଏଫ ଡିଜି) ପଙ୍କଜ କୁମାର ସିଂ…

କରେଣ୍ଟ ଲାଗି ହାତୀଛୁଆର ଜୀବନ ଗଲା

ବୁଗୁଡ଼ା,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡ଼ା ଓ ପିଡିପୁର ଶାସନ ମଝିରେ ଥିବା ଏକ ଧାନ କିଆରୀରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଏକ ହାତୀଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ପହଞ୍ଚି ଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?