ସାମ୍ବାଦିକଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ଇଡି
ନୂଆଦିଲ୍ଲୀ,୧୩।୧୦: ମନିଲଣ୍ଡରିଂ ମାମଲାରେ ସାମ୍ବାଦିକ ରାଣା ଆୟୁବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଜିଆବାଦର ଏକ ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍ ଦାଖଲ କରିଛି। ‘କେଟ୍ଟୋ’ ଅନ୍ଲାଇନ କ୍ରାଉଡ୍ ଫଣ୍ଡିଂ ପ୍ଲାଟ୍ଫର୍ମ ଜରିଆରେ ସେ ଏକ ଚ୍ୟାରିଟି ନାମରେ ଲୋକଙ୍କଠାରୁ ବେଆଇନ ଭାବେ…
ନମାଜ ପାଠ ବେଳେ ଆକ୍ରମଣ: ଥାନାରେ ମାମଲା ରୁଜୁ
ଗୁରୁଗ୍ରାମ,୧୩।୧୦: ଗୁରୁଗ୍ରାମର ଏକ ମସ୍ଜିଦରେ ବୁଧବାର ନମାଜ ପାଠ ଚାଲିଥିବା ବେଳେ କେତେଜଣ ଲୋକ ସେଠାରେ ପ୍ରବେଶ କରି ମାରପିଟ୍ କରିବା ସହ ମସ୍ଜିଦରେ ଭଙ୍ଗାରୁଜା କରିଛନ୍ତି। ମୁସଲମାନମାନେ ଉକ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଆକ୍ରମଣକାରୀମାନେ ଧମକ ଦେଇଥିଲେ। ଖବର ପାଇ…
ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଧମକ ଦେଲା ରୁଷିଆ
ମସ୍କୋ,୧୩।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ…
ସେଣ୍ଟ୍ରାଲ ଜେଲରେ ମହିଳା କଏଦୀ ପାଳିଲେ କରଓ୍ବା ଚୌଥ
ଇନ୍ଦୋର,୧୩।୧୦: ସାରା ଦେଶରେ ଗୁରୁବାର କରଓ୍ବା ଚୌଥ ବ୍ରତ ପାଳନ କରାଯାଉଛି। ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ ଆୟୁଷ ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ନିର୍ଜଳା ଉପବାସ ରଖାଯାଇଥାଏ। ବ୍ରତଧାରୀମାନେ ଦିନଯାକ ଟୋପାଏ ପାଣି ମଧ୍ୟ…
ବଲାଙ୍ଗୀରରେ ଚାଲିଛି ବେଧଡ଼କ ସେକ୍ସ ର଼୍ୟାକେଟ
ବଲାଙ୍ଗୀର ଅଫିସ,୧୩।୧୦: ବଲାଙ୍ଗୀର ସହର ଭିତରେ ବେଧଡ଼କ ଭାବେ ସେକ୍ସ ର଼୍ୟାକେଟ ଚାଲିଛି। ସହରର ଶାସ୍ତ୍ରୀନଗର ପଡାର ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ନେଇ ଟାଉନ ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ପୋଲିସର ଏକ ଟିମ୍ ଘର ଉପରେ ଚଢାଉ…
ବଦ୍ରିନାଥ ପହଞ୍ଚିଲେ ମୁକେଶ ଅମ୍ବାନୀ: ପୂଜାପାଠ ପରେ ଦାନ କଲେ ୫ କୋଟି
ଡେରାଡୁନ, ୧୩।୧୦: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡିଷ୍ଟ୍ରି ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଭଗବାନ ବଦ୍ରି ବିଶାଳଙ୍କ ବିଶେଷ ଦର୍ଶନ ପାଇଁ ଗୁରୁବାର ବଦ୍ରିନାଥ ଧାମରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ମନ୍ଦିର ସମିତିର ଉପାଧ୍ୟକ୍ଷ କିଶୋର ପାଓ୍ବାର ଓ…
୩ଘଣ୍ଟା ପଚରାଉଚରା ପରେ ଗୁଜରାଟର ଏଏପି ମୁଖ୍ୟଙ୍କୁ ଛାଡ଼ିଲା ପୋଲିସ
ନୂଆଦିଲ୍ଲୀ,୧୩।୧୦: ଆମ ଆଦମୀ ପାର୍ଟିର ଗୁଜରାଟର ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦିଲ୍ଲୀ ପୋଲିସ ଗୁରୁବାର ୩ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି। ଏହି ସମୟରେ ପୋଲିସ ତାଙ୍କୁ ଭାଇରାଲ ଭିଡ଼ିଓକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏଏପି ସଂଯୋଜକ ତଥା…
ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ହାରିଲା ଭାରତ
ପର୍ଥ,୧୩।୧୦: ଭାରତ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୁରୁବାର ଖେଳାଯାଇଥିବା ଏହି ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳ ୩୬ ରନରେ ପରାସ୍ତ ହୋଇଛି। ୧୬୯ ରନର ଲକ୍ଷ୍ୟକୁ ପିଛା…
ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଇଦେଲେ ଗ୍ରାମବାସୀ
ଲକ୍ଷ୍ନୌ,୧୩ା୧୦: ଉତ୍ତରପ୍ରଦେଶର ଏକ ପ୍ରେମୀଯୁଗଳଙ୍କୁ ପ୍ରେମ ମହଙ୍ଗା ପଡ଼ିଛି। ଗ୍ରାମବାସୀ ଏବଂ ପରିବାର ଲୋକେ ଦୁହିଁଙ୍କୁ ଜୋର୍ ଜବରଦସ୍ତ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କରିଦେଇଛନ୍ତି। ଏମିତି ଘଟଣା କାନପୁରର ଦେହାତରେ ଦେଖିବାକୁ ମିଳିଛି। ଜଲୌନର ସିର୍ସା କଲର ଥାନା ଅନ୍ତର୍ଗତ…
ସେନା ବସ୍ ଉପରେ ଗୁଳିମାଡ଼: ୧୮ ସୈନ୍ୟ ମୃତ୍ୟୁ, ୨୭ ଆହତ
ଡାମସକସ,୧୩।୧୦: ସିରିଆର ଡାମସକସ ନିକଟରେ ଗୁରୁବାର ଏକ ସେନା ବସ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଗତ କିଛି ମାସ ମଧ୍ୟରେ ସିରିଆ ସରକାରୀ…
ଚାଲିଗଲା ଦୁର୍ଦ୍ଧର୍ଷ ଆର୍ମି କୁକୁର ‘ଜୁମ’
ଶ୍ରୀନଗର,୧୩।୧୦: ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍ଭିଏଚ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲା। ଅକ୍ଟୋବର ୧୦ ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ‘ଜୁମ’…
ଥରୁରଙ୍କ ଅଭିଯୋଗ: ଖାର୍ଗେଙ୍କ ଭଳି ମୋତେ ମିଳୁନି ସମାନ ସୁଯୋଗ
ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ବିପକ୍ଷ ପ୍ରାର୍ଥୀ ମଲିକାର୍ଜୁନ ଖାର୍ଗେଙ୍କ ଭଳି ତାଙ୍କୁ ସମାନ ସୁଯୋଗ ଦିଆଯାଉ ନ ଥିବା ସେ ଇସାରାରେ କହିଛନ୍ତି। ଅଧ୍ୟକ୍ଷ ନିର୍ବାଚନରେ ତାଙ୍କୁ ସମାନ…
Archives


