ତିବ୍ବତରେ ୫ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଡିଏନ୍ଏ ନମୁନା ସଂଗ୍ରହ କରୁଛି ଚାଇନା…
ଲେହ,୮।୯ : ତିବ୍ଦତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଡିଏନ୍ଏ ସଂଗ୍ରହ ପାଇଁ ଚାଇନା ଉଦ୍ୟମ ଜାରି ରଖିଛି। ଏହି ଅନ୍ତର୍ଗତ ଚାଇନା ପକ୍ଷରୁ ପାଞ୍ଚ ବର୍ଷରୁ କମ ପିଲାମାନଙ୍କର ରକ୍ତ ନମୁନା ନିଆଯାଉଛି। ମାନବାଧିକାର ଗୋଷ୍ଠୀଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ…
ଓଡ଼ିଶାର ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ: ମନ୍ତ୍ରୀ
ଭୁବନେଶ୍ବର, ୮।୯(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୩ୟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ ଅନୁଷ୍ଠିତ ହେବ। ରାଜ୍ୟ ବାହାରର ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବା ଏବଂ ଓଡ଼ିଶାର ବୟନ ଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ଲକ୍ଷ୍ୟରେ ବୁଧବାର…
ବିଓଆଇର ୧୧୭ ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୮।୯: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-୬ ରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ…
ଓଡ଼ିଶା ବଜାରରେ କନ୍ଷ୍ଟ୍ରକ୍ସନ ଲିଡର ‘ସାନି’
ଭୁବନେଶ୍ୱର,୮।୯ : ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଶ୍ ଜଣାଶୁଣା ତଥା କନ୍ଷ୍ଟ୍ରକ୍ସନ ଲିଡର ଭାବେ ପରିଚିତ ସାନି ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏପରିକି ସାନି ହେଭି ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ବୁଧବାର ସ୍ଥାନୀୟ ପଳାଶୁଣୀଠାରେ ତା’ର ଶାଖା କାର୍ଯ୍ୟାଳୟ ସହ…
୨.୫ କୋଟିର ଋଣ ମଞ୍ଜୁର କଲା ୟୁବିଓଆଇ
ଭୁବନେଶ୍ୱର,୮।୯: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ)ର ବାଲୁଗଁା ଶାଖା ନବୀକରଣ ପରିସର ସହ ୟୁନିୟନ ଗୋଲ୍ଡ ଲୋନ୍ ପଏଣ୍ଟ ଏବଂ ଏଟିଏମ୍ ଲବି ଆଦିର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ ମୁଖ୍ୟ…
ଏଏମ୍ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ଭୁବନେଶ୍ୱର,୮।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ (ଏଏମ୍-ଏନ୍ଏସ୍) ଇଣ୍ଡିଆ ପକ୍ଷରୁ ବୁଧବାର ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶା ଜଗରନଟ୍ସର ଖେଳାଳିମାନଙ୍କୁ ଉସତ୍ାହିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏପରିକି ନିକଟରେ ପୁଣେଠାରେ ଶେଷ…
ଶିକ୍ଷା କରେ ସାମୂହିକ ବିକାଶ
ଶିକ୍ଷା ଦ୍ୱାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ। ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ। ଜଣେ ସାକ୍ଷର ବିଭିନ୍ନ ସରକାରୀ ଯୋଜନାର ଲାଭ ସହଜରେ ଗ୍ରହଣ କରି ପାରିଥାଏ। ତେଣୁ ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ…
ଘୃଣା, ବିଭାଜନ ବାପାଙ୍କ ଜୀବନ ନେଇଛି
ନୂଆଦିଲ୍ଲୀ,୮ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ତାଙ୍କ ସ୍ବର୍ଗତ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।…
ବିଶ୍ୱ ସହ ଯୋଡ଼ିହେବେ ଗାଜା ବିଦ୍ୟାର୍ଥୀ
ଜେନେଭା, ୮।୯: ଗାଜା ଷ୍ଟ୍ରିପ୍ରେ ଥିବା ପାଲେଷ୍ଟିନୀୟ ଶିଶୁମାନେ ଏଣିକି ସାରା ବିଶ୍ୱ ସହ ଯୋଡ଼ି ହୋଇପାରିବେ। କାରଣ ସେମାନଙ୍କୁ ସହଯୋଗ କରିବାକୁ ଜାତିସଂଘ ଆଗେଇ ଆସିଛି। ଜାତିସଂଘ ପକ୍ଷରୁ ସେମାନଙ୍କୁ ଟାବ୍ଲେଟ ବଣ୍ଟନ କରାଯାଇଛି। ଗାଜା ଜନସଂଖ୍ୟା ୨.୩ ନିୟୁତ…
ବନ୍ୟାବେଳେ ଦୋସା ଭିଡିଓ କରି ତେଜସ୍ବୀ ସୂର୍ଯ୍ୟା ହଟହଟା
ବେଙ୍ଗାଲୁରୁ,୮ା୯: ଲଗାଣ ବର୍ଷାରେ କର୍ନାଟକର ବେଙ୍ଗାଲୁରୁ ଉବୁଟୁବୁ ହେଉଥିବାବେଳେ ସ୍ଥାନୀୟ ଏମ୍ପି ତେଜସ୍ବୀ ସୂର୍ଯ୍ୟା ଦୋସା ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ବେଙ୍ଗାଲୁରୁ ସାଉଥ୍ ଆସନର ଭାଜପା ଏମ୍ପି ତଥା ଦଳର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ…
କୋବିନ୍ଦଙ୍କୁ ଜେଡ୍ ପ୍ଲସ ସୁରକ୍ଷା
ନୂଆଦିଲ୍ଲୀ,୮ା୯: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍ ପ୍ଲସ୍ କାଟାଗୋରି ଭିଆଇପି ସୁରକ୍ଷା ଯୋଗାଇ ଦିଆଯାଇଛି। ଗତ ୫ ତାରିଖରୁ ତାଙ୍କ ସେବାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍) ଭିଆଇପି ସିକ୍ୟୁରିଟି କମାଣ୍ଡୋ ୟୁନିଟ୍ ନିୟୋଜିତ…
ପାଶ୍ଚାତ୍ୟକୁ ମିଳିବନି ତେଲ କି ଗ୍ୟାସ୍
ମସ୍କୋ, ୮ା୯: ରୁଷିଆ ତେଲର ମୂଲ୍ୟ ସୀମା (ପ୍ରାଇସ୍ କ୍ୟାପ୍) ନିର୍ଦ୍ଧାରଣ କରିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଯୋଜନା କରୁଛନ୍ତି। ହେଲେ ଏଭଳି ପଦକ୍ଷେପ ପାଶ୍ଚାତ୍ୟ ପାଇଁ ମୂର୍ଖତାପୂର୍ଣ୍ଣ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି।…
Archives


