Advertisement
Posted inଖେଳ

ନର୍ଭସ ନୁହେଁ ଉତ୍ସାହିତ ଅଛି: ବାବର

ମେଲବୋର୍ନ,୧୨।୧୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ଆଉ ଗୋଟିଏ ମ୍ୟାଚ୍‌ ପରେ ମହାନ କ୍ରିକେଟର ଇମରାନ ଖାଁଙ୍କ ଉପଲବ୍ଧିର ସମକକ୍ଷ ହେବେ। ହେଲେ ସେ ଏଥିପାଇଁ ନର୍ଭସ ହେବା ପରିବର୍ତ୍ତେ ଉତ୍ସାହିତ ଅଛନ୍ତି। କାରଣ ସେ ବିଶ୍ୱକପ୍‌ରେ ଗତ ୩ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳ ଆଗାମୀ ଦିନରେ ଇଂଲଣ୍ଡ ବିପକ୍ଷରେ ଫାଇନାଲ ଖେଳିବ। ତେବେ ବଡ ଟୁର୍ନାମେଣ୍ଟ ଖେଳିବା ବେଳେ ଚାପ ଥାଏ ହେଲେ କେବଳ ଆତ୍ମବିଶ୍ୱାସ ଏବଂ ନିଜ ଉପରେ ବିଶ୍ୱାସ ଥିଲେ ହିଁ ପରିସ୍ଥିତିକୁ ସାମ୍ନା କରିହୁଏ। ଫଳରେ ଫଳାଫଳ ନିଜ ସପକ୍ଷରେ ଆସେ। ସମସ୍ତଙ୍କୁ ଏପରି କରିବା ଉଚିତ ବୋଲି ବାବର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କହିଛନ୍ତି।

ସେହିଭଳି ଇଂଲଣ୍ଡ ଟିମ୍‌କୁ ନେଇ ଆଜମ କହିଛନ୍ତି, ଦଳ ଅତ୍ୟନ୍ତ ପ୍ରତିଯୋଗୀ ଭାବ ସମ୍ପନ୍ନ। ଭାରତ ବିପକ୍ଷରେ ବିଜୟ ସହ ଫାଇନାଲରେ ପହଞ୍ଚିବା ଏହାର ପ୍ରମାଣ। ଯୋଜନା ମୁତାବକ କାମ କରିବା ଆମ ରଣନୀତି ରହିବ। ଦ୍ରୁତ ବୋଲିଂକୁ ବ୍ୟବହାର କରି ଫାଇନାଲ ଟ୍ରଫି ଜିତିବା ଆମର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଣ୍ଟିକ ଷ୍ଟାଇଲରେ ବିବାହ ବାର୍ଷିକ ଶୁଭେଚ୍ଛା ଜଣାଇଲେ ଯୁବି

ଚଣ୍ଡିଗଡ଼,୦୧।୧୨- ପୂର୍ବତନ କ୍ରିକେଟର ଯୁବରାଜ ସିଂ ଓ ହେଜଲ କିଚ ଶନିବାର ତୃତୀୟ ବିବାହ ବାର୍ଷିକ ପାଳନ କରିଛନ୍ତି। ଉଭୟ ରୋମାଣ୍ଟିକ ଷ୍ଟାଇଲରେ ପରସ୍ପରକୁ ଶୁଭେଚ୍ଛା...

କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର...

ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌, ରସେଲ

ସେଣ୍ଟ ଜନ୍ସ, ୨୫।୪(ପି.ଟି.)- ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ୱକପ ପାଇଁ ବୁଧବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷିତ ହୋଇଛି। ଇଣ୍ଡିଆନ ପ୍ରିମିୟର...

ମାକ୍ସଓ୍ବେଲ ୧୪୭ରନ୍‌ର ରେକର୍ଡ ଭାଙ୍ଗିବା ପରେ ଏଭଳି କହିଲେ ଷ୍ଟୋଇନିସ୍‌, ଭିଡିଓ ଦେଖିଲେ…

ମେଲବୋର୍ନ,୨୦।୧: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ବିସ୍ଫୋରକ ବ୍ୟାଟିଂ ବ୍ୟତୀତ କ୍ରିକେଟ ପଡ଼ିଆରେ ନିଜର ଚତୁର ଆଚରଣ ପାଇଁ ଜଣାଶୁଣା। ଚଳିତ ବିଗ୍‌ ବାଶ ଲିଗ୍‌(ବିବିଏଲ୍‌)ରେ...

ପ୍ରଥମ ଟେଷ୍ଟ: ପନ୍ତ୍‌ ନା ଶାହା

ନୂଆଦିଲ୍ଲୀ, ୧୫ା୧୨ (ପି.ଟି.)-ଆଡିଲେଡ୍‌ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବା/ରାତ୍ର ଟେଷ୍ଟ ଗୁରୁବାରଠାରୁ ଖେଳାଯିବ। ଏଥିପାଇଁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ରିଷଭ ପନ୍ତ୍‌ ଓ ରିଦ୍ଧିମାନ...

ହ୍ୟାଟ୍ରିକ ମ୍ୟାନ୍‌

ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ଅବଶ୍ୟ...

ଷ୍ଟୋକ୍ସଙ୍କ ବିରଳ ସଫଳତା

ସାଉଥାମ୍ପଟନ,୧୧।୭: ଇଂଲଣ୍ଡ ଅଲରାଉଣ୍ଡର ତଥା କାମଚଳା ଅଧିନାୟକ ବେନ୍‌ ୍ଯଯୋକ୍ସ ଏକ ବିରଳ ସଫଳତା ତଥା ରେକର୍ଡ ଅର୍ଜନ କରିଛନ୍ତି। ସେ ଟେଷ୍ଟ ଫର୍ମାଟରେ ବିଶ୍ୱର...

କୋହଲି ଜଣେ ରନ୍‌ ମେଶିନ: ଲାରା

ନଭି ମୁମ୍ବାଇ, ୫।୭(ପି.ଟି.)- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଗୁରୁବାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜଣେ ରନ୍‌ ମେଶିନ ବୋଲି ଆଖ୍ୟା ଦେଇଛନ୍ତି।...

Advertisement
Archives

Model This Week