Home

କୁର୍ଲିସ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୯: ଗୋଆର କୁର୍ଲିସ ରେଷ୍ଟୁରାଣ୍ଟ ଭାଙ୍ଗିବାକୁ ନେଇ ସୁପ୍ରିମକୋର୍ଟ ସ୍ଥଗିତଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନ୍‌ଶୁକ୍ରବାର ହେବ। ପରିବେଶ ନିୟମ ଉଲ୍ଲଂଘନ ହେତୁ ଏନଜିଟି ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ…

ସଜେଇ ହେଉଛି ଉଦୟପୁର-ତାଳସାରୀ

ଭୋଗରାଇ,୯ା୯: ନୂଆ ରୂପରେ ସଜେଇ ହେଉଛି ବାଲେଶ୍ୱର ଜିଲାର ବେଳାଭୂମି ଉଦୟପୁର-ତାଳସାରୀ। ଦୀର୍ଘବର୍ଷ ଧରି ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ବେଳାଭୂମିକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଦୁବାଇ ଭଳି ସୌନ୍ଦର୍ଯ୍ୟକରଣ କରାଯିବା ସହ…

ଆରମ୍ଭରୁ ଶେଷ ଯାଏ ବିଭ୍ରାଟ

ଅନୁଗୋଳ ଅଫିସ,୯ା୯: ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳ ସହରରେ ହୋଇଥିଲା ଗଣେଶ ପୂଜା। ପୂଜା ପରି ଭସାଣିକୁ ଆକର୍ଷଣୀୟ କରିବାକୁ ପୂର୍ବରୁ ହୋଇଥିଲା ଆବଶ୍ୟକ ପ୍ରସ୍ତୁତି। ହେଲେ ବୁଧବାର ଭସାଣି ବେଳେ ସମସ୍ତ ବ୍ୟବସ୍ଥାରେ ଅବ୍ୟବସ୍ଥା ଜଳ ଜଳ ଦିଶିଥିଲା।…

ଡେଙ୍ଗୁ: ଗଞ୍ଜାମରେ ୩୮ ଆକ୍ରାନ୍ତ ହେଲେଣି

ବ୍ରହ୍ମପୁର,୯ା୯: ଗଞ୍ଜାମ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାହାର ରାଜ୍ୟ ଓ ଜିଲାରୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗଞ୍ଜାମ ଆସୁଥିବାରୁ ସଂଖ୍ୟା ବଢ଼ୁଛି। ଗୁରୁବାର ଦିନକରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କବିସୂର୍ଯ୍ୟନଗର…

ମଶାଣି ସାଥୀ ସୁଶାନ୍ତ

ରୂପସା,୯ା୯: ପେସାରେ ଜଣେ ବାଇକ୍‌ ମେକାନିକ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି। ଶବଦାହ ଲାଗି କେହି ତାଙ୍କୁ ଡାକନ୍ତୁ ବା ନ ଡାକନ୍ତୁ ସେ ସବୁକାମ ଛାଡ଼ି ମଶାଣିରେ ପହଞ୍ଚିଯାନ୍ତି। ସେହି ସମୟରେ ଯାହା କିଛି ଖର୍ଚ୍ଚ…

କର୍ନାଟକରେ କମାଲ କଲେ ସାଇପ୍ରକାଶ

ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍‌। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା ଯୋଗ ଗୁୁରୁମାନଙ୍କ ପକ୍ଷେ କଷ୍ଟସାଧ୍ୟ, ସେହି ଆସନ ଅତି ସହଜରେ ସେ କରିପାରନ୍ତି। ଯୋଗରେ…

୭୭ ବର୍ଷ ବୟସରେ ଆତ୍ମନିର୍ଭର

ବେତନଟୀ, ୯ା୯: ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ଜୀବନ ସହ ଜାରି ରଖିଛନ୍ତି ସଂଘର୍ଷ। ୭୭ ବର୍ଷ ବୟସରେ ସେ ଚଳଚଞ୍ଚଳ। ଘରକୁ ଘର ଯାଇ କ୍ଷୀର ବିକି ପେଟ ପାଇଁ ଯୋଗାଡ଼ କରୁଛନ୍ତି ଦାନା। ୩୦ବର୍ଷ ହେଲା ଏହି…

ଗୀତ ଗାଇ ପାଠ ପଢ଼ାଇଲେ ବିଧାୟକ

ବେତନଟୀ,୯ା୯(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବିଧାୟକ ସନାତନ ବିଜୁଳି ଶ୍ରେଣୀ ଗୃହରେ ପାଠ ପଢ଼ାଇବା ସହ ଦେଶାତ୍ମବୋଧକ ଗୀତ ଗାଇ ପିଲାଙ୍କ ଉତ୍ସାହ ବୃଦ୍ଧି କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ବେତନଟୀ ବ୍ଲକ ସୋରିଷକୋଠା ଗ୍ରାମସ୍ଥିତ ବୁଢ଼ାବଳଙ୍ଗ ଉଚ୍ଚ ବିଦ୍ୟାଳୟର…

ବିବାଦୀୟ କୁର୍ଲିସ କ୍ଲବ ଉପରେ ଚଢିଲା ବୁଲ୍‌ଡୋଜର

ପାଣାଜୀ,୯।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ସରକାର ଶୁକ୍ରବାର ବଡ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିବାଦୀୟ କୁର୍ଲିସ କ୍ଲବକୁ ସରକାର ଭାଙ୍ଗି ଦେଇଛନ୍ତି। ସିଆର୍‌ଜେଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଏହି…

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୦୯୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ଭୁଶୁଡିଲା ନିର୍ମାଣାଧୀନ କୋଠା: ୫ ଚାପି ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ଆଜାଦ ମାର୍କେଟ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡିଛି। ୫ ଜଣ ଲୋକ ତଳେ ପୋତି ହୋଇଥିବା ଅଗ୍ନିଶମ ବିଭାଗ ଏହି ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତିନୋଟି ଅଗ୍ନିଶମ ଟେଣ୍ଡର…

ବସ୍‌ଷ୍ଟାଣ୍ଡ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ

ମାର୍ଶାଘାଇ,୯ା୯(ଡି.ଏନ.ଏ.): ମାର୍ଶାଘାଇଠାରେ ନିର୍ମାଣ ହେବାକୁ ଯାଉଥିବା ନୂତନ ବସ୍‌ଷ୍ଟାଣ୍ଡ ପାଇଁ ଗୁରୁବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ସରକାରୀ ଜାଗାକୁ ଜବରଦଖଲ କରିଥିବା ୯ ଟି ଦୋକାନ ଗୃହ ଓ ସେଠାରେ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri