୫ ହଜାର ଲେଖାଏ ଜରିମାନା ଦେବେ ବର୍ଷା-ଅନୁଭବ
କଟକ ଅଫିସ,୯ା୯: କୋର୍ଟ କାର୍ଯ୍ୟରେ ଅଯଥା ବିଳମ୍ବ କରୁଥିବା କାରଣରୁ କେନ୍ଦ୍ରାପଡା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ପରିବାର ଅଦାଲତ ୫ ହଜାର ଟଙ୍କା ଲେଖାଏ ଜରିମାନା ଦାଖଲ କରିବା ପାଇଁ ଶୁକ୍ରବାର…
ମାଲକାନଗିରିରେ ଅଜଣା ରୋଗ: ସପ୍ତାହକରେ ଗଲାଣି ୧୧ ଜୀବନ
ମାଲକାନଗିରି/ମାଥିଲି,୯ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ସମୟରେ…
ଅଣ୍ଟାରେ ଲାଗିଛି ଆଘାତ: ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେନି ନୀରଜ
ନୂଆଦିଲ୍ଲୀ,୯।୯: ଜୁରିଚରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ ନୀରଜ ଚୋପ୍ରା। ହେଲେ ଏହା ପରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା କାରଣ ଚର୍ଚ୍ଚାରେ ରହିଛି। ଏଥିଯୋଗୁ ସେ ଆଗାମୀ ଜାତୀୟ ଗେମ୍ସରେ ଅଂଶଗ୍ରହଣ…
ରାହୁଲଙ୍କ ଟି-ଶର୍ଟକୁ ନେଇ ରାଜନୀତି: ଭାଜପା କହିଲା ‘ଭାରତବାସୀ ଦେଖ’; କଂଗ୍ରେସ କହିଲା ‘ମୋଦିଙ୍କ ଶୁଟ୍, ଚଷମା…’
ଦୁବାଇ,୯।୯: କଂଗ୍ରେସ ଆରମ୍ଭ କରିଛି ‘ଭାରତ ଯୋଡୋ’ଯାତ୍ରା। ଶୁକ୍ରବାର ହେଉଛି ଏହି ଯାତ୍ରାର ତୃତୀୟ ଦିନ। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବର୍ତ୍ତମାନ ତାମିଲନାଡ଼ୁରେ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଛନ୍ତି। ଏହାକୁ ଲୋକମାନେ ସମର୍ଥନ…
ପାକିସ୍ତାନୀଙ୍କ ସହ ମାର୍ପିଟ; ହେଲେ ଭାରତୀୟଙ୍କୁ ଆଲିଙ୍ଗନ କରି ଆଫଗାନ ପ୍ରଶଂସକ ଦେଲେ ସ୍ଲୋଗାନ୍
ଦୁବାଇ,୯।୯: ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍ରେ ଦୁଇ ଦଳର ଖେଳାଳିଙ୍କ ବ୍ୟତିତ ପ୍ରଶଂସକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମଇଦାନରେ ଖେଳାଳିମାନେ ମୁହାଁମୁହିଁ ହୋଇଥିବା ବେଳେ ଦର୍ଶକ ଗ୍ୟାଲେରୀ ଏବଂ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ମଧ୍ୟରେ…
ବିଶ୍ୱକପ୍ ପ୍ରସ୍ତୁତି: ପାକିସ୍ତାନ ଟିମ୍ର ମେଣ୍ଟର ଭାବେ ନିଯୁକ୍ତ ହେଲେ ମାଥ୍ୟୁ ହେଡେନ୍
ନୂଆଦିଲ୍ଲୀ,୯।୯: ଏସିଆ କପ୍ରେ ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ଟିମ୍ର ଲକ୍ଷ୍ୟ ଏବେ ଟି୨୦ ବିଶ୍ୱକପ୍ ଉପରେ। ଏହାକୁ ନେଇ ଶୁକ୍ରବାର ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟନ୍ ମାଥ୍ୟୁ ହେଡେନ୍ଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ କ୍ରିକେଟ…
‘ଝଲକ୍ ଦିଖ୍ଲା ଜା’ରେ ଦମ୍ ଦେଖାଇବେ ଧାବିକା ଦୂତି ଚାନ୍ଦ
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା-୧୦’ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଓଡ଼ିଆ ଝିଅ ତଥା ଧାବିକା ଦୂତି ଚାନ୍ଦ। କୋରିଓଗ୍ରାଫର ରବିନାଙ୍କ ସହ ସେ ନୃତ୍ୟକଳାରେ ନିଜର ଦମ୍ ଦେଖାଇବେ। ପୂର୍ବରୁ ଧାବିକା ଭାବେ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ…
ବିବାହ ପୂର୍ବରୁ ଅକ୍ଷୟଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ, ରଖିଥିଲେ ଏମିତି ସର୍ତ୍ତ
ବମ୍ବେ: ବଲିଉଡ୍ର ଖିଲାଡି କିଙ୍ଗ ହେଉଛନ୍ତି ଅକ୍ଷୟ କୁମାର। ହିଟ୍ ସିନେମା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଅକ୍ଷୟ ଏବଂ ସ୍ତ୍ରୀ ଟ୍ବିଙ୍କିଲ୍ ଖନ୍ନାଙ୍କ ବିବାହକୁ ୨୦ ବର୍ଷ ପୁରିଲାଣି। ହେଲେ ଉଭୟଙ୍କ କେମେଷ୍ଟ୍ରିକୁ ଆଜି…
ଏମିତି ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ଶାହାରୁଖଙ୍କ ଝିଅ
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ କିଙ୍ଗ୍ଖାନ୍ ଶାହାରୁଖଙ୍କ ଝିଅ ସୁହାନାଙ୍କୁ ଦେଖିବାକୁ ମିଳିଛି। ସେ ଲଣ୍ଡନରୁ ଫେରିଛନ୍ତି। ଏବେ ତାଙ୍କୁ ବହୁତ ଟ୍ରୋଲ୍ କରାଯାଉଛି। ସୁହାନା ଏକ ଧଳା ରଙ୍ଗର ଖୋଲା ଏବଂ ଟ୍ରାନ୍ସପରେଣ୍ଟ ପ୍ୟାଣ୍ଟ ପିନ୍ଧିଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ…
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ପ୍ୟାଲେସ ଆଗରେ ନାଚିଲେ ଦମ୍ପତି
ଲଣ୍ଡନ,୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ଭାରତ ସମେତ ଅନ୍ୟ ଦେଶର ରାଜନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନରେ ଶୋକର ଲହରୀ ଖେଳିଯାଇଛି। ଗତକାଲି ଯେତେବେଳେ ବକିଂହାମ ପ୍ୟାଲେସ ଦ୍ୱାରା ଏହି ସୂଚନା ଦିଆଯାଇଥିଲା,…
ରୋହିତଙ୍କ ହିନ୍ଦୀ ଶୁଣି ହସିଲେ କୋହଲି
ଦୁବାଇ,୯।୯: ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ୧୨୨ ରନର ଚମତ୍କାର ଇନିଂସ ଖେଳି ୭୧ ତମ ଶତକର ଅପେକ୍ଷା ଶେଷ କରିଥିଲେ। ଚମତ୍କାର ଇନିଂସ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ସାକ୍ଷାତକାର ଦେଇଥିଲେ। ରୋହିତ ପ୍ରଥମେ ବିରାଟଙ୍କୁ…
ବିବାହ ମଣ୍ଡପରେ ବନ୍ଧୁ କଲେ ଏମିତି, ଭିଡିଓ ଦେଖିଲେ…
ଦୁଃଖ ହେଉ କି ସୁଖ ସବୁ ପରିସ୍ଥିତିରେ ବନ୍ଧୁଟିଏ ବନ୍ଧୁ ପାଖରେ ଠିଆ ହୋଇଥାଏ। ଯେଉଁଠି ସାଙ୍ଗମାନେ ଏକାଠି ହୁଅନ୍ତି ସେଠି ହସଖୁସି, ଥଟ୍ଟାମଜାର ଆସର ଜମେ। ଏସବୁ ଖୁସି ଦ୍ୱିଗୁଣିତ ହୋଇଥାଏ ଜଣେ ବନ୍ଧୁର ବିବାହ ଉତ୍ସବରେ। ଇନଷ୍ଟାଗ୍ରାମ ବ୍ରାଇଡ…
Archives


