Advertisement

କ୍ଷମା ମାଗିଲେ ଏଲନ ମସ୍କ

ନ୍ୟୁୟର୍କ,୧୪।୧୧: ଏଲନ ମସ୍କ ଟୁଇଟର୍‌ ନୂଆ ବସ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। ଏହାସହ ସେ ଟୁଇଟର୍‌କୁ ଅଧିକ ସମୟ ମଧ୍ୟ ଦେଉଛନ୍ତି। ଟୁଇଟରରେ ତାଙ୍କର ୧୧୫ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ସେ ପ୍ରାୟ ସମସ୍ତ ପୋଷ୍ଟରେ ଟୁଇଟର୍‌ ସହ ଜଡିତ ସୂଚନା ଶେୟାର କରୁଛନ୍ତି। ଟୁଇଟର୍‌ ‘ସୁପର ସ୍ଲୋ’ ହୋଇଥିବାରୁ ମସ୍କ କ୍ଷମା ମାଗିଛନ୍ତି।
୍‌ଏଲନ ମସ୍କ ତାଙ୍କର ଏକ ପୋଷ୍ଟରେ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ ଅନେକ ଦେଶରେ ‘ସୁପର ସ୍ଲୋ’ ହୋଇଥିବାରୁ ମୁଁ କ୍ଷମା ମାଗିବାକୁ ଚାହୁଁଛି।
ମସ୍କ ମାଲିକ ହେବା ମାତ୍ରେ ଅନେକ ବଡ ପରିବର୍ତ୍ତନ କରିଛନ୍ତି। ଗୋଟିଏ ପଟେ ସେ କମ୍ପାନୀର ନୀତିରେ ପରିବର୍ତ୍ତନ ଆଣୁଥିବା ବେଳେ ଅନ୍ୟ ପଟେ କର୍ମଚାରୀଙ୍କ ଛଟେଇ ପାଇଁ ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଟୁଇଟର୍‌ ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନିଷ୍ଠୁରତା ବିରୋଧରେ ମହିଳାଙ୍କ ବିକ୍ଷୋଭ

ଲାଗୋସ୍‌, ୨୦ା୧୦: ନାଇଜେରିଆର ଲାଗୋସ୍‌ଠାରେ ପୋଲିସ ନିଷ୍ଠୁରତା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ସହସ୍ରାଧିକ ମହିଳା ଦେଶର ବିଭିନ୍ନ ସହରରେ ଏଭଳି ବିକ୍ଷୋଭ...

ବ୍ରିଟେନରୁ ହଟିବ କଟକଣା

ଇଂଲଣ୍ଡ,୨୩ା୨ : ମହାମାରୀ କରୋନାର ପ୍ରକୋପ ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ଧରି ସାରା ବିଶ୍ୱ ଦେଖୁଛି। ତେବେ କୋଭିଡ ସଂକ୍ରମଣ ଦ୍ୱାରା ବ୍ରିଟେନରେ...

ଶେଷରେ ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର: ୨୦ରେ ଶପଥ ଗ୍ରହଣ

ଓ୍ବାଶିଂଟନ୍‌,୭।୧: ବହୁ ବାଦବିବାଦ ଏବଂ ହିଂସାକାଣ୍ଡ ପରେ ଶେଷରେ ଆମେରିକା କଂଗ୍ରେସ ଜୋ ବାଇଡେନ୍‌ଙ୍କ ବିଜୟରେ ମୋହର ମାରିଛି। ଆମେରିକା ସଂସଦ ଗୁରୁବାର ବାଇଡେନଙ୍କ ବିଜୟକୁ...

ଚାଇନାର ଚିନ୍ତା ଡେଲ୍ଟା ଭାରିଏଣ୍ଟ

ବେଜିଂ,୨ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଚାଇନାରେ ବି ତା’ର ଉପଦ୍ରବ ଦେଖାଇଲାଣି । ଚାଇନା ପୂର୍ବରୁ କହିଥିଲା କି ଅନ୍ୟ ଦେଶ ତୁଳନାରେ...

ହାଫିଜ୍‌ଙ୍କୁ ମିଳିଲା ଆଗୁଆ ଜାମିନ

ଲାହୋର,୧୬ା୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦ ଓ ତାଙ୍କର ୩ ସହଯୋଗୀଙ୍କୁ ପାକିସ୍ତାନର ଲାହୋର...

ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁଛି ରୁଷିଆ

ଲଣ୍ଡନ, ୨୪ା୧: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ଆଶଙ୍କା ଦିନକୁ ଦିନ ଦୃଢ଼ୀଭୂତ ହେବାରେ ଲାଗିଥିବାବେଳେ କ୍ରେମେଲିନ୍‌ ନାଁରେ ସଙ୍ଗିନ ଅଭିଯୋଗ ଆଣିଛି ବ୍ରିଟେନ।...

ମାଡ଼ି ଆସିଲେ ୧୦୦ରୁ ଅଧିକ ଲୁଟେରା: ଆଖିବୁଜା ଗୁଳିରେ ୧୩ ପୋଲିସ ଅଧିକାରୀ ଆହତ

ସିକାଗୋ, ୧୧।୮: କରୋନା ମହାମାରୀ ସଙ୍କଟ ସମୟରେ ସିକାଗୋ ସହରର ଲକ୍ସରୀ କମର୍ସିଆଲ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକା ସହିତ ୧୦୦ରୁ ଅଧିକ...

ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା...

Advertisement
Archives

Model This Week