Home

ପରାଜୟକୁ ସଫଳତା ଭାବରେ ଗ୍ରହଣ କରି ଆଗକୁ ବଢିବାକୁ ପଡିବ: ପାଣ୍ଡ୍ୟା

ଅକଲାଣ୍ଡ,୧୬।୧୧: ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ନିରାଶ ଭାରତୀୟ ଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହି ସିରିଜ ଆରମ୍ଭ ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ବିଶ୍ୱକପ୍‌ ଭଳି ପ୍ରତିଯୋଗିତାରେ ସେମିଫାଇନାଲରୁ ବାଦ୍‌ ପଡିବା ନିହାତି ଦୁଃଖଦାୟକ। ଟିମ ଇଣ୍ଡିଆକୁ ପରାଜୟକୁ…

ପୁଟିନଙ୍କୁ ସୁନକଙ୍କ ଧମକ, ଶୀଘ୍ର ୟୁକେନ୍‌ ଖାଲି କର…

ବାଲି/ଲଣ୍ଡନ,୧୬।୧୧ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ସଙ୍କଟକୁ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ସମାଲୋଚନା କରି ଧମକ ଦେଇଛନ୍ତି। ସୁନକ କହିଛନ୍ତି ଯେ ଜି-୨୦ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାଙ୍କ ସହ…

ଚନ୍ଦ୍ର ମୁହାଁ ଆର୍ଟେମିସ-୧…

ଓ୍ବାଶିଂଟନ,୧୬।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଉପରେ ନିଜର ମିଶନ ଆରମ୍ଭ କରିଛି। ବୁଧବାର ଆମେରିକାର ସ୍ପେସ ଏଜେନ୍ସି ଚନ୍ଦ୍ରକୁ ମାନବ ମିଶନ ଆରମ୍ଭ କରିଛି। ଏହାର ତୃତୀୟ ପ୍ରୟାସରେ ନାସା ଆର୍ଟେମିସ-୧ ମିଶନରେ ରକେଟ ଉତ୍‌କ୍ଷେପଣ…

ଭାରତ ‘ଡି’ ଦଳରେ ଓଡ଼ିଶାର ପ୍ରିୟଙ୍କା

ଭୁବନେଶ୍ୱର, ୧୬ା୧୧(କ୍ରୀଡ଼ା ପ୍ରତିନିଧି): ୨୦୨୨ ଚ୍ୟାଲେଞ୍ଜର ଟ୍ରଫି ମହିଳା କ୍ରିକେଟ ପାଇଁ ମଙ୍ଗଳବାର ୪ଟି ଦଳ ଘୋଷଣା କରାଯାଇଛି। ଭାରତ ‘ଡି’ ଦଳରେ ଓଡ଼ିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ଥାନ ପାଇଛନ୍ତି। ଗଞ୍ଜାମ ହିଞ୍ଜିଳିକାଟୁର ପ୍ରିୟଙ୍କା ସମ୍ପ୍ରତି ଇନ୍ଦିରା ମଇଦାନସ୍ଥିତ ଜାଗୃତି କ୍ରିକେଟ…

ଅନ୍ତିମ ଦିବସରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬ା୧୧(ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୨ର ଅନ୍ତିମ ଦିବସରେ ଓଡ଼ିଶା ୩ ସ୍ବର୍ଣ୍ଣ ପଦକ ହାସଲ କରିଛି। ମଙ୍ଗଳବାର ୧୮ବର୍ଷ ବୟସ ବର୍ଗ ୮୦୦ ମିଟର ଦୌଡ଼ ରେସ୍‌ରେ ଓଡ଼ିଶାର ଲକ୍ଷ୍ମୀପ୍ରିୟା…

ବିବାଦୀୟ କାଷ୍ଟିଲୋ

ଇକ୍ୱେଡର ଏହାର ଚତୁର୍ଥ ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାକୁ ଯାଉଛି। ସୋମବାର ସନ୍ଧ୍ୟା ଦଳ ଘୋଷଣା କରିବାର ଶେଷ ସମୟ ରହିଥିଲା। ବିବାଦକୁ ଏଡାଇବାକୁ ଯାଇ କୋଚ୍‌ ଗୁସ୍ତାଭୋ ଅଲ୍‌ଫାରୋ ଡିଫେଣ୍ଡର ବାଇରନ କାଷ୍ଟଲୋଙ୍କୁ ତାଙ୍କ ଦଳରୁ ବାଦ୍‌ ଦେଇଛନ୍ତି। ମାର୍ଚ୍ଚରେ…

ଅମିତ ରୋହିଦାସ ଉପଅଧିନାୟକ

ନୂଆଦିଲ୍ଲୀ,୧୬ା୧୧(ପି.ଟି): ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ପୁରୁଷ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଡ୍ରାଗ ଫ୍ଲିକର ହରମନ୍‌ପ୍ରୀତ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ଦଳ ଘୋଷଣା ହୋଇଥିବା ବେଳେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଡିଫେଣ୍ଡର ଅମିତ…

ଏସ୍‌ଏଫ୍‌ଟିର ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର

ନୂଆଦିଲ୍ଲୀ,୧୬ା୧୧: ସାମ୍‌ସଙ୍ଗ୍‌ର ସଲ୍‌ଭ ଫର୍‌ ଟୁମରୋ (ଏସ୍‌ଏଫ୍‌ଟି)ର ଉଦ୍‌ଘାଟନୀ ସଂସ୍କରଣର ଶୀର୍ଷ ୩ଜଣଙ୍କ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏପରିକି ୩ ବିଜେତା ଟିମ୍‌ ଯଥା ସ୍ପୁଟନିକ ବ୍ରେନ୍‌, ଉଡାନ ଏବଂ ଆଲ୍‌ଫା ମନିଟର ସମୁଦାୟ ୧ କୋଟି ଟଙ୍କାର ଅନୁଦାନ…

ଭାରତକୁ ଜି-୨୦ର ଅଧ୍ୟକ୍ଷତା ପ୍ରଦାନ କଲା ଇଣ୍ଡୋନେସିଆ…

ବାଲି/ନୂଆଦିଲ୍ଲୀ,୧୬।୧୧ : ବାଲି ଶିଖର ସମ୍ମିଳନୀର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ପ୍ରଦାନ କରିଛନ୍ତି। ଡିସେମ୍ବର ୧ ରୁ ଭାରତ ଆନୁଷ୍ଠାନିକ ଭାବରେ ଜି…

ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୧୬ା୧୧: ଦେଶର ପ୍ରମୁଖ ପୋଷାକ ଉଦ୍ୟୋଗ ଲକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଏଲ୍‌ଆଇଏଲ୍‌)ର କିଡ୍ସ ଇନର ଓ୍ବେୟର ରେଞ୍ଜ ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୧୦୦ରୁ ଅଧିକ ଉପତ୍ାଦକୁ ୧୪ ଟି ପ୍ରମୁଖ ବ୍ରାଣ୍ଡ୍‌ରେ ପ୍ରସ୍ତୁତ…

ଭାରତ-ଆମେରିକା ସମରାଭ୍ୟାସ ଆରମ୍ଭ, ଚାଇନାର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୧୧ : ଲଦାଖରେ ଚାଇନାର ଅନୁପ୍ରବେଶ ଏବଂ ବିସ୍ତାରବାଦୀ ଯୋଜନାକୁ ଚେତାବନୀ ଦେବା ପାଇଁ ଭାରତୀୟ ଏବଂ ଆମେରିକୀୟ ସୈନ୍ୟମାନେ ଉତ୍ତରାଖଣ୍ଡର ଔଲି ଏବଂ ବଙ୍ଗୋପସାଗରରେ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ନଭେମ୍ବର ୧୫ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଭାରତ ଏବଂ…

କେନ୍ଦୁଝରରେ ଭୋଲ୍ଟାସ୍‌ର ବ୍ରାଣ୍ଡ୍‌ ଶପ୍‌

କେନ୍ଦୁଝର,୧୬ା୧୧: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦକ କମ୍ପାନୀ ଭୋଲ୍ଟାସ୍‌ର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘ଅମ୍ବିକା ହୋମ୍‌ ଆପ୍ଲିଆନ୍ସ’ ଜରିଆରେ ମଙ୍ଗଳବାର କେନ୍ଦୁଝର ସହର ଥାନା ଛକ (ରତନ ଟାଓ୍ବାର)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?