ସୁସ୍ମିତାଙ୍କ ଜନ୍ମଦିନରେ ହୃଦୟ ଇମୋଜି ଦେଇ ଖାସ୍ ପୋଷ୍ଟ ଲେଖିଲେ ପୂର୍ବତନ ପ୍ରେମିକ
ବମ୍ବେ: ଆଜି ୪୭ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍। ଏହି ଖାସ୍ ଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ତାଙ୍କର ନିକଟତର ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ପୂର୍ବତନ ପ୍ରେମିକ ରୋହମନ ଶଲ୍। ରୋହମନ…
କମଲା ହାରିସ-ଜିନପିଙ୍ଗ୍ ଭେଟ…
ବ୍ୟାଙ୍କକ,୧୯।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ବ୍ୟାଙ୍କକରେ ଭେଟିଛନ୍ତି। ଏକ ସଂକ୍ଷିପ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଭୟ ଯୋଗ ଦେଇଛନ୍ତି। ବ୍ୟାଙ୍କକ ଠାରେ ହେବାକୁ ଥିବା ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ (ଏପିଇସି) ଶିଖର…
ନିର୍ବାଚନ ଚିହ୍ନକୁ ନିଜର ସମ୍ପତ୍ତି ବୋଲି କହି ପାରିବେନି ରାଜନୈତିକ ଦଳ: ହାଇକୋର୍ଟ…
ନୂଆଦିଲ୍ଲୀ,୧୯।୧୧ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନେ ନିର୍ବାଚନ ଚିହ୍ନକୁ ସେମାନଙ୍କର ସମ୍ପତ୍ତି ବୋଲି ଘୋଷଣା କରିପାରିବେ ନାହିଁ ଏବଂ ଖରାପ ପ୍ରଦର୍ଶନ ପାଇଁ ଏହାକୁ ମଧ୍ୟ ଛଡ଼ାଇ ନିଆଯାଇପାରିବ। ଶିବସେନା (ଉଦ୍ଧବ ଦଳ)ଙ୍କ ନିର୍ବାଚନର ପ୍ରତୀକ ଭାବରେ…
ଟ୍ରକ୍ ପଛରେ ପିଟିଲା ପିକ୍ଅପ୍, ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ବଣାଇ,୧୯ା୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବଜାର ନିକଟରେ ଏକ ଟ୍ରକ୍ ପଛରେ ପିକ୍ଅପ୍ଟି ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଓଡି ୧୪ ଏଏ ୧୪୮୧…
୪ ଭାଜପା ନେତାଙ୍କ ଜୀବନ ପ୍ରତି ବିପଦ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଗଲା ସୁରକ୍ଷା
ଚଣ୍ଡିଗଡ଼,୧୯।୧୧: ନିକଟରେ କଂଗ୍ରେସରୁ ଭାଜପାରେ ସାମିଲ ହୋଇଥିବା ପଞ୍ଜାବର ୪ଜଣ ନେତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବଲବୀର ସିଂ ସିଦ୍ଧୁ, ଗୁରପ୍ରୀତ ସିଂ କଙ୍ଗର, ପୂର୍ବତନ ବିଧାୟକ ଜଗଦୀପ ସିଂ ନାକାଇ ଏବଂ…
ବଡିଗାର୍ଡଙ୍କ ଉପରେ ପ୍ରବଳ ରାଗିଲେ ଶେହନାଜ
ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ୍ଙ୍କୁ ଲୋକମାନେ ଅଧିକ ପସନ୍ଦ କରନ୍ତି। କାରଣ ସେ ବହୁତ ଖୋଲା ହୃଦୟର ମଣିଷ। ସବୁଠାରୁ ବଡ଼ କଥା ହେଉଛି ପ୍ରଶଂସକମାନଙ୍କୁ ମଧ୍ୟ ସେ ବହୁତ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଶେହନାଜଙ୍କ ଏକ ଭିଡିଓ ଭାଇରାଲ…
ଲିଭ୍ ଇନ୍ରେ ରହି ବି ପୁରା ହୋଇନି ଏହି ବଲିଉଡ୍ ଷ୍ଟାରଙ୍କ ଲଭ୍ଷ୍ଟୋରୀ: ଏବେ ସମସ୍ତଙ୍କ ବାଟ ଅଲଗା
ବମ୍ବେ: ବଲିଉଡ୍ ଷ୍ଟାରଙ୍କ ପାଇଁ ଲିଭ୍ ଇନ୍ ନୂଆ କଥା ନୁହେଁ। ପୂର୍ବରୁ ଅନେକ କଳାକାର ପ୍ରେମରେ ପଡ଼ିବା ପରେ ଏକାଠି ସାଥୀ ହୋଇ ରହିଛନ୍ତି। ହେଲେ ସେମାନଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିନାହିଁ। ବରଂ ସେମାନେ ନିଜ ନିଜ ବାଟ…
ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ
ସୋରଡ଼ା,୧୯ା୧୧(ଡି.ଏନ୍.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ ବାହାରି ଆଡ଼ପମଣ୍ଡପ,ବଡ଼ଦାଣ୍ଡ,ରଥପଦା, ଡେଲି ମାର୍କେଟ ହୋଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ହାତରେ…
ଅଧିକ ମୋବାଇଲ ବ୍ୟବହାର, ଥାନାରେ ପହଞ୍ଚିଲେ ଦମ୍ପତି…
କୁଶୀନଗର,୧୯।୧୧ : ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ସମ୍ପର୍କ ବୃଦ୍ଧି କରୁଥିବା ଲୋକେ ପାରିବାରିକ ଜୀବନରେ ନିଜ ପ୍ରିୟ ପରିଜନଙ୍କଠାରୁ…
ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଆସାମ ହାଇକୋର୍ଟ କଠୋର, ପ୍ରଶ୍ନ କଲେ କେଉଁ ଆଇନ ଏଭଳି କରିବାକୁ ଅନୁମତି ଦେଉଛି…
ଗୁଆହାଟୀ,୧୯।୧୧ : ଆସାମର ଗୁଆହାଟୀ ହାଇକୋର୍ଟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାର ଙ୍କ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। କେଉଁ ଆଇନ ଅନୁଯାୟୀ ଏଭଳି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି? ଗୁଆହାଟୀ…
ଦୋକାନ ଭିତରକୁ ପଶିଗଲା କାର୍, ୩ ଛାତ୍ରୀ ଆହତ
ପୁରୁଷୋତ୍ତମପୁର,୧୯ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକଠାରେ କାର୍ ନଂ ଓଡି ୦୭ଏନ ୨୯୩୬ ଦ୍ରୁତ ଗତିରେ ଆସି ରାସ୍ତା ପାଶର୍ବରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା। ଏହି ସମୟରେ ବସ୍ରୁ ଓହ୍ଲାଇ…
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସିଖବର, ଆଇପିଏଲ୍ ୨୦୨୩ରେ ଖେଳିବେ ଏହି ଘାତକ ବୋଲର୍!
ନୂଆଦିଲ୍ଲୀ,୧୯।୧୧: ଇଂଲଣ୍ଡର ତାରକା ଫାଷ୍ଟ ବୋଲର୍ ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ୍ ୨୦୨୨ ମେଗା ନିଲାମରେ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) କିଣିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଗତ ସିଜନ୍ରେ ସେ ଖେଳିପାରି ନ ଥିଲେ। ଏବେ କିନ୍ତୁ ମୁମ୍ବାଇ…

